ପୋଖରୀରେ ବୁଡ଼ି ଦୁଇ ଶିଶୁକନ୍ୟା ମୃତ biswabijayee Sep 3, 2019 ଅପରାଧ କୁଳିଅଣା, (ବି.ବି.ନୁ୍ୟଜ୍): ମୟୂରଭଂଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଗୁଡ଼ିଢ଼ିପା ଗାଁରେ ଆଜି ସକାଳେ ଘଟିଯାଇଛି ଏକ ଦୁଃଖଦ ଘଟଣା ।!-->…
କୂଅରେ ପଡ଼ି ଯୁବକ ମୃତ biswabijayee Sep 3, 2019 ଅନ୍ୟାନ୍ୟ କପ୍ତିପଦା,(ବି.ବି.ନୁ୍ୟଜ୍): ମୟୂରଭଂଜ ଜିଲ୍ଲାର କପ୍ତିପଦା ଥାନା ଅନ୍ତର୍ଗତ ବଡ଼ଖଲାଡ଼ି ପଞ୍ଚାୟତ ଷେଣ୍ଢକଚ୍ଚା ଗାଁର ଜଣେ ଯୁବକ ଗଭୀର!-->…
ପୁଅକୁ ପଥରରେ କଚାଡ଼ି ମାରିଲା ବାପା biswabijayee Sep 3, 2019 ଅପରାଧ କପ୍ତିପଦା,(ବି.ବି.ନୁ୍ୟଜ୍): ନୃଶଂସତା ଆଗରେ ହାର ମାନିଛି ମମତା । ବାପା ପାଖରେ ରାତିର ଭୟରେ ଜାକିଜୁକି ହୋଇ ଶୋଇଥିଲା କୁନି ପୁଅଟା । ସେ!-->…
ପଞ୍ଚାମୃତ ଖାଇ ୪୦ ଅସୁସ୍ଥ biswabijayee Sep 3, 2019 ଅପରାଧ କେନ୍ଦୁଝର,(ବି.ବି.ନୁ୍ୟଜ୍): ଗଣେଶ ପୂଜାରେ ପଞ୍ଚାମୃତ ଖାଇ କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ ଅର୍ନ୍ତଗତ ପଦ୍ମପୁରରେ ୪୦ରୁ ଅଧିକ ଲୋକ!-->…
ଦିନତମାମ ଶ୍ରୀଲିଙ୍ଗରାଜ ଉପାସ biswabijayee Sep 3, 2019 ଅନ୍ୟାନ୍ୟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମହାପ୍ରଭୁ ଶ୍ରୀଲିଙ୍ଗରାଜ ଆଜି ଦିନତମାମ ଉପାସରେ ପଡ଼ିଛନ୍ତି । ସକାଳ ଆଳତୀ, ଅବକାଶ ମଧ୍ୟ ସନ୍ଧ୍ୟା!-->!-->!-->…
ରାଜଧାନୀରେ ଅପମିଶ୍ରିତ ତେଲ, ଘିଅ କାରଖାନା:ଅସଲି ଡବାରେ ନକଲି biswabijayee Sep 3, 2019 ଅପରାଧ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ପୁଣି ଏକ ନକଲି ତେଲ, ଘିଅ କାରଖାନାରେ ଚଢ଼ଉ କରିଛି କମିଶନରେଟ୍ ପୁଲିସ୍ର!-->…
କଂଗ୍ରେସ ନେତା ଡି କେ ଶିବକୁମାର ଗିରଫ biswabijayee Sep 3, 2019 ଅନ୍ୟାନ୍ୟ ନୂଆଦିଲ୍ଲୀ: କର୍ଣ୍ଣାଟକ କଂଗ୍ରେସର ତୁଙ୍ଗ ନେତା ଡି କେ ଶିବକୁମାରଙ୍କୁ ମଙ୍ଗଳବାର ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ(ଇଡି) ଗିରଫ କରିଛି ।!-->…
ମାର୍କଣ୍ଡେଶ୍ୱର ମନ୍ଦିରରେ ବିଜେ ହେଲେ ମହାଲକ୍ଷ୍ମୀ biswabijayee Sep 3, 2019 ଅନ୍ୟାନ୍ୟ ପୁରୀ,(ବି.ବି.ନୁ୍ୟଜ୍): ମଙ୍ଗଳବାର ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥିରେ ମା’ଲକ୍ଷ୍ମୀ ଠାକୁରାଣୀ ୠଷି ପଞ୍ଚମୀ ବ୍ରତ ପାଳନ କରିଛନ୍ତି । ଏହି!-->…
ଟ୍ରକ୍ ଧକ୍କାରେ ଏନ୍ଟିପିସିର ଦୁଇ କର୍ମଚାରୀଙ୍କ ମୃତୁ୍ୟ biswabijayee Sep 3, 2019 ଅପରାଧ ସୁନ୍ଦରଗଡ଼,(ବି.ବି.ନୁ୍ୟଜ୍): ସଦର ଥାନା ଛକ ନିକଟରେ ଆଜି ଦିନ ପ୍ରାୟ ୧୨ଟା ସମୟରେ ୧୨ ଚକିଆ ଟ୍ରକ୍ ଧକ୍କାରେ ଏନ୍ଟିପିସିର ଦୁଇ!-->…
ଶ୍ରୀମନ୍ଦିର ସୁରକ୍ଷା ଜୋନ୍:ଆଲୋଚନା ପରେ ଉଚ୍ଛେଦ biswabijayee Sep 3, 2019 ଓଡ଼ିଶା ପୁରୀ,(ବି.ବି.ନୁ୍ୟଜ୍): ଶ୍ରୀମନ୍ଦିର ସୁରକ୍ଷା ଜୋନ୍ରେ ଥିବା ବଡ଼ଆଖଡ଼ା ମଠ ଉଚ୍ଛେଦ ସ୍ଥଗିତ ରହିଛି । ମଠ ମହନ୍ତ ଓ ଅନ୍ୟ ସାଧୁସନ୍ଥଙ୍କ!-->…