ମରୁଡ଼ି ଘୋଷଣା ଅବହେଳାକୁ ନେଇ ଗର୍ଜିଲେ ଚାଷୀ biswabijayee Oct 22, 2021 ଓଡ଼ିଶା ପଦ୍ମପୁର,(ବି.ବି.ନୁ୍ୟଜ): ପଦ୍ମପୁର ଉପଖଣ୍ଡକୁ ସଂପୂର୍ଣ୍ଣ ମରୁଡି ଘୋଷଣା ଦାବିରେ ଆଜି ସ୍ଥାନୀୟ ଗୋରୁ ବଜାର ଠାରେ ବିରାଟ କୃଷକ ସମାବେଶ!-->…
ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟକାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ biswabijayee Oct 22, 2021 ଓଡ଼ିଶା ବାରିପଦା,(ବି.ବି.ବୁ୍ୟରୋ): ପ୍ରତିଟି ଜୀବନ ଅତ୍ୟନ୍ତ ମୂଲ୍ୟବାନ । ସାଧାରଣ ଚାଷୀ ହେଉ କି ଦିନ ମଜୁରିଆ ସମସ୍ତଙ୍କ ସମ୍ମାନର ସହ ବଞ୍ଚିବାର!-->…
ଦେଶବାସୀଙ୍କୁ ମୋଦିଙ୍କ ସମ୍ବୋଧନ biswabijayee Oct 22, 2021 ଦେଶବିଦେଶ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ମୋଦି ଦେଶରେ ଶହେ କୋଟି!-->…
ମମିତା ମେହେର ହତ୍ୟା ଘଟଣା:ଉଦ୍ୟମ ଥିଲା ଶବ ନମିଳୁ biswabijayee Oct 22, 2021 ଓଡ଼ିଶା ବଲାଙ୍ଗିର, (ବି.ବି.ବୁ୍ୟରୋ): ଆଇନ ପାଠ ପଢ଼ିଥିଲା ଗୋବିନ୍ଦ । କେଉଁ ମାମଲାରେ କେଉଁ ଧାରା ଲାଗିବ, ପୁଲିସକୁ କେଉଁ ପ୍ରମାଣ ମିଳିଲେ ଦୋଷୀ!-->…
କାର୍ଯ୍ୟାନୁÂାନ ହୋଇଥାନ୍ତା: ନକୁଳ biswabijayee Oct 22, 2021 ରାଜନୀତି ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କଠାରୁ): ପ୍ରଦୀପଙ୍କ ଦଳବିରୋଧୀ କାର୍ଯ୍ୟକଳାପ ସଂପର୍କରେ କଂଗ୍ରେସ ବହୁପୂର୍ବରୁ ଅବଗତ ଥିଲା । ତେଣୁ!-->…
ମନିଷ ହତ୍ୟା ମାମଲା:ବାର୍ ଗାର୍ଲଙ୍କ ନାଚରେ ଉଡୁଥିଲା ଟଙ୍କା biswabijayee Oct 22, 2021 ଟ୍ୟୁଇନ୍ ସିଟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବାର ଗାର୍ଲ ବିଳମ୍ବିତ ରାତି ଯାଏଁ ନାଚୁଥିଲେ । ବୋତଲ ଗଡୁଥିଲା ନିଶା ଚଢୁଥିଲା । ମତୁଆଲା ମଦ୍ୟପ ନାଚ!-->…
ନରସିଂହପୁର ଥାନା ପାଲଟିଲା ରଣକ୍ଷେତ୍ର biswabijayee Oct 22, 2021 ଓଡ଼ିଶା ନରସିଂହପୁର,(ବି.ବି.ନୁ୍ୟଜ): ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆଜି ହଠାତ୍ ନରସିଂହପୁର ଅଶାନ୍ତ ହୋଇପଡିଛି । ପୁରୁଣା ମାମଲାରେ ପୁଲିସ୍ ତିନି!-->…
ହାତ ଛାଡ଼ିଲେ ପ୍ରଦୀପ biswabijayee Oct 22, 2021 ଓଡ଼ିଶା ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କଠାରୁ): ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସକୁ ଶକ୍ତ ଝଟ୍କା । କୋଟପାଡ଼ର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର!-->…
ସ୍ୱର୍ଗଦ୍ୱାର ପ୍ରଶାସନିକ କୋଠା :ନିର୍ମାଣ ବିଳମ୍ବ,ଜିଲ୍ଲାପାଳ ବିମୁଖ biswabijayee Oct 22, 2021 ଓଡ଼ିଶା ପୁରୀ,(ବି.ବି.ବୁ୍ୟରୋ): ସ୍ୱର୍ଗଦ୍ୱାର ସୌନ୍ଦର୍ଯ୍ୟକରଣ ପରିକଳ୍ପନାରେ ଜନସେବାକୁ ଗୁରୁତ୍ୱ ଦିଆଯାଇଛି । ଏହି ସେବା ପ୍ରଦାନ ନିମନ୍ତେ ଏକ!-->…
ରାଜଧାନୀରୁ ୨୫ ଲକ୍ଷର ଗଞ୍ଜେଇ ଜବତ biswabijayee Oct 22, 2021 ଟ୍ୟୁଇନ୍ ସିଟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପୁଲିସ ଓ ଅବକାରୀ ବିଭାଗକୁ ଚକ୍ମା ଦେବା ପାଇଁ ନିଶା ବେପାରୀମାନେ ନୂଆ ନୂଆ ତରିକାରେ ଗଞ୍ଜେଇ ଚାଲାଣ!-->…