କରୋନା ପାଇଁ ଗ୍ଲୋକାଲ୍ ମେଡିକାଲ୍ ପ୍ରସ୍ତୁତ biswabijayee Jun 3, 2021 ଅନ୍ୟାନ୍ୟ ଜୟପୁର: କୋଭିଡ ପଜିଟିଭ୍ଙ୍କୁ ଚିକିତ୍ସା କରିବାକୁ ସ୍ଥାନୀୟ ଗ୍ଲୋକାଲ ମେଡିକାଲର ସମସ୍ତ ପ୍ରସ୍ତୁତି ସରିଯାଇଛି । ରୋଗୀ ଭର୍ତ୍ତି ହେଲେ!-->…
ଗିରିଧର ହତ୍ୟା ମାମଲା, ୩ ଅଭିଯୁକ୍ତ ଗିରଫ biswabijayee Jun 3, 2021 ଅପରାଧ ନନ୍ଦପୁର,(ବି.ବି.ନୁ୍ୟଜ): ବହୁ ଚର୍ଚ୍ଚିତ ନନ୍ଦପୁର ଥାନା ପରଟା ଗାଁର ଗିରିଧର ଗୋଲରୀଙ୍କ ହତ୍ୟା ମାମଲାରେ ପୁଲିସକୁ ମିଳିଛି ସଫଳତା ।!-->…
ଗୋଟିଏ ଦିନରେ ୪୦ ଜୀବନ ନେଲା କରୋନା biswabijayee Jun 3, 2021 ସ୍ୱାସ୍ଥ୍ୟ ଭୁବନେଶ୍ୱର: ସୋମବାର ୩୫, ମଙ୍ଗଳବାର ୩୭ ବୁଧବାର (ଆଜି)୪୦ । ୩ ଦିନରେ ସରକାରୀ ଭାବେ କରୋନାରେ ୧୧୨ ଜଣଙ୍କ ଜୀବନ ଯାଇଛି । ଘାତକ କରୋନାର!-->…
କଳାଧନ ନେଇ ଯାଉଥିଲେ, ୧୮ ଲକ୍ଷ ଜବତ biswabijayee Jun 3, 2021 ଅପରାଧ ସୁନ୍ଦରଗଡ଼,(ବି.ବି.ନୁ୍ୟଜ): ଆଦିବାସୀ ଉନ୍ନୟନ ନିଗମ (ଟିଡିସିସି)ର ଜିଲ୍ଲା ପରିଚାଳକ (ଡିଏମ୍) ଜୟ ପ୍ରକାଶ ମହାନ୍ତି ସୁନ୍ଦରଗଡ଼ରୁ ୧୮!-->…
ରାଉରକେଲା ସ୍ୱାସ୍ଥ୍ୟସେବାର ପେଣ୍ଠସ୍ଥଳୀ ହେଉ: ଧର୍ମେନ୍ଦ୍ର biswabijayee Jun 3, 2021 ଓଡ଼ିଶା ରାଉରକେଲା,(ବି.ବି.ବୁ୍ୟରୋ): ରାଉରକେଲା ଠାରେ ସେଲ୍ ଦ୍ୱାରା ଆନୁଷଙ୍ଗିକ ମେଡିକାଲ ଭିତ୍ତିଭୂମି ସହ ପ୍ରତିÂା ହୋଇଥିବା ୧୦୦ ଶଯ୍ୟା!-->…
‘ୟାସ୍’ରେ ୬୧୦ କୋଟିର କ୍ଷତି biswabijayee Jun 3, 2021 ଟ୍ୟୁଇନ୍ ସିଟ ଭୁବନେଶ୍ୱର: ରାଜ୍ୟରେ ବାତ୍ୟା ୟାସ୍ ୬୧୦ କୋଟି ଟଙ୍କାର କ୍ଷତି କରିଛି । ବାତ୍ୟାରେ ୫୨୦ କୋଟି ଟଙ୍କାର ସରକାରୀ ଭିତ୍ତିଭୂମି ନଷ୍ଟ ହୋଇଛି!-->…
ପ୍ରଧାନମନ୍ତ୍ରୀଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ରାଜ୍ୟ ନେତୃତ୍ୱଙ୍କୁ ଧନ୍ୟବାଦ: ଧର୍ମେନ୍ଦ୍ର biswabijayee Jun 3, 2021 ଟ୍ୟୁଇନ୍ ସିଟ ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆସ୍ଥା ଓ ଭରସା ପ୍ରକଟ କରି ରାଜ୍ୟର ନେତୃତ୍ୱ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ!-->…
ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ନବୀନଙ୍କ ଚିଠି biswabijayee Jun 3, 2021 ଟ୍ୟୁଇନ୍ ସିଟ ଭୁବନେଶ୍ୱର: ବିଶ୍ୱବଜାରରୁ ଟିକା କିଣିବାକୁ ବାଟ ବାହାର କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ!-->…
ଟ୍ରକ୍ ମାଡ଼ିଗଲା: ଆଈ, ନାତି ମୃତ biswabijayee Jun 3, 2021 ଅପରାଧ କେନ୍ଦୁଝର,(ବି.ବି.ନୁ୍ୟଜ): କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଙ୍କମାରୁଣି ଛକରେ ବୁଧବାର ଅପରାହ୍ନ ପ୍ରାୟ ୫.୩୦ରେ ମର୍ମନ୍ତୁଦ!-->…
ଦୁଇ ମୃତ, ଜଣେ ଗୁରୁତର biswabijayee Jun 3, 2021 ଓଡ଼ିଶା ରାଇଘର: କୂଅ ସଫା କରିବା ବେଳେ ଘଟିଛି ଅଘଟଣ । ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ହୋଇଛି ମୃତୁ୍ୟ । ମୃତକ ଦୁଇ ଜଣ ହେଲେ ହେମରାଜ ହଲୱା ଓ ଅନୁପ!-->…