ଆଉ ଜଣେ ଆକ୍ରାନ୍ତଙ୍କ ମୃତୁ୍ୟ biswabijayee May 30, 2021 ଅପରାଧ ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): ସ୍ଥାନୀୟ କୋଭିଡ୍ ହସପିଟାଲରେ ଆଜି ଆଉ ଜଣଙ୍କ ଜୀବନ ଯାଇଛି । ମହାମାରୀର ଶିକାର ହୋଇଥିବା!-->!-->!-->…
ହାଟପଦା ବସ୍ତିରେ ଡ୍ରେନ ନିର୍ମାଣ ହେଉ biswabijayee May 30, 2021 ଅନ୍ୟାନ୍ୟ ଜୟପୁର,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): ହାଟପଦା ବସ୍ତିରେ ଡ୍ରେନ ସୁବିଧା ନାହଁ । ଫଳରେ ଦୂଷିତ ପାଣି ଠିକ୍ରେ ନିଷ୍କାସିତ!-->!-->!-->!-->!-->…
ପ୍ରଧାନମନ୍ତ୍ରୀଙ୍କ ସମ୍ବେଦନଶୀଳ ନେତୃତ୍ୱର ଆଉ ଏକ ଉଦାହରଣ: ଧର୍ମେନ୍ଦ୍ର biswabijayee May 30, 2021 ଟ୍ୟୁଇନ୍ ସିଟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): କୋଭିଡ୍ ମହାମାରୀରେ ନିଜ ବାପା-ମା'ଙ୍କୁ ହରାଇଥିବା ଶିଶୁଙ୍କୁ ପିଏମ୍ କେୟାର୍ସ ପାଣ୍ଠିରୁ ଶିକ୍ଷା!-->!-->!-->…
ଶୀଘ୍ର ଟିକା ପାଇଁ ସବୁ ସମ୍ବଳ ଖଟାଇବୁ:ମୁଖ୍ୟମନ୍ତ୍ରୀ biswabijayee May 30, 2021 ଟ୍ୟୁଇନ୍ ସିଟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): କୋଭିଡ୍ ମହାମାରୀ ଅଗଣିତ ପରିବାର, ଗୋÂୀ ଓ ଅର୍ଥନୀତିକୁ ନଷ୍ଟଭ୍ରଷ୍ଟ କଲାଣି । ବର୍ଷେରୁ ଅଧିକ ସମୟ!-->!-->!-->…
ସାପ କାମୁଡ଼ାରେ ଯୁବଚାଷୀଙ୍କ ମୃତୁ୍ୟ biswabijayee May 30, 2021 ଓଡ଼ିଶା ମାଲକାନଗିରି,(ବି.ବି.ନୁ୍ୟଜ): ଘର ଆଗରେ ବାଦାମ ଜଗି ଗଦା ଉପରେ ଶୋଇଥିଲେ । ଏହି ସମୟରେ ସାପ କାମୁଡ଼ି ଦେବାରୁ ଜଣେ ଗରିବ!-->!-->!-->…
ଟିକା ପାଇଁ ତିନି ଜିଲ୍ଲାର ଭରସା କଟକ biswabijayee May 30, 2021 ଅନ୍ୟାନ୍ୟ କଟକ,(ବି.ବି.ବୁ୍ୟରୋ): ଟିକାକରଣ ପାଇଁ ସ୍ଲଟ୍ ଖୋଲିବାର ୨ ମିନିଟ୍ରେ ସବୁ ବୁକିଂ ଶେଷ । ଯଦି ଇଣ୍ଟରନେଟ୍ କିମ୍ବା ମୋବାଇଲ୍ରେ କୌଣସି!-->!-->!-->…
ସ୍ୱାମୀଙ୍କ ମୃତୁ୍ୟ ଖବର ପାଇ ସ୍ତ୍ରୀଙ୍କ ଆତ୍ମହତ୍ୟା biswabijayee May 30, 2021 ଓଡ଼ିଶା ରାଜକନିକା,(ବି.ବି.ନୁ୍ୟଜ): କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍ ଚେରଣ୍ଟପଡ଼ା ଗାଁର ଜଣେ ଯୁବକ ସଡ଼କ ଦୁର୍ଘଟଣାରେ ଗତକାଲି!-->!-->!-->…
ନବୀନଙ୍କ ୫ମ ପାଳିର ଦ୍ୱିତୀୟ ବର୍ଷ ପୂର୍ତ୍ତି biswabijayee May 30, 2021 ଟ୍ୟୁଇନ୍ ସିଟ ଭୁବନେଶ୍ୱର, (ବି.ବି.ବୁ୍ୟରୋ): ରାଜ୍ୟବାସୀଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ଆମେ ନିଶ୍ଚୟ ପୂରଣ କରିବୁ । ଏ ଦିଗରେ ଆମେ କଠିନ!-->!-->!-->…
ପୁଅ-ବୋହୂଙ୍କ ସମେତ ପୂର୍ବତନ ସରପଞ୍ଚଙ୍କ ପରଲୋକ biswabijayee May 30, 2021 ଅନ୍ୟାନ୍ୟ ବାଲିକୁଦା,(ବି.ବି.ନୁ୍ୟଜ): ଦେଢ ଦିନରେ ପରିବାରର ତିନି ଜଣ ସଦସ୍ୟଙ୍କ ପରକୁପର ବିୟୋଗ । ବଡ଼ଗାଁ ପଞ୍ଚାୟତ ବିଜେଡି ସଭାପତି ତଥା!-->!-->!-->…
ସାମ୍ୱାଦିକଙ୍କ ଜୀବନ ନେଲା କରୋନା biswabijayee May 30, 2021 ଓଡ଼ିଶା କରଞ୍ଜିଆ,(ବି.ବି.ନୁ୍ୟଜ): ଜୀବନ ଯୁଦ୍ଧରେ ହାରିଗଲେ ଆଉ ଜଣେ କରୋନା ଯୋଦ୍ଧା । ମସୂରଭଞ୍ଜ ଜିଲ୍ଲା କରଞ୍ଜିଆର କନକ ନୁ୍ୟଜ୍!-->!-->!-->…