ବାତ୍ୟା ୟାଶ୍ ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି: ବାହାରକୁ ନ ବାହାରିବାକୁ ପରାମର୍ଶ

ଭୁବନେଶ୍ବର: ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଛି । ଧାମରାର ଉତ୍ତର ଆଡକୁ ଗତି କରୁଛି ବାତ୍ୟା ‘ୟାସ୍’ ।
Show Buttons
Hide Buttons