ହାଇଦର ଫେରାର ଘଟଣା: ୬ ପୋଲିସ କର୍ମଚାରୀ ସସ୍ପେଣ୍ଡ biswabijayee Apr 11, 2021 ଅପରାଧ ସମ୍ବଲପୁର: କଟକ ବଡ଼ ମେଡିକାଲରୁ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ହେବା ଘଟଣା । ମାମଲାରେ କଡ଼ା କାର୍ୟ୍ୟାନୁଷ୍ଠାନ ନେଇଛି ଜିଲ୍ଲା!-->!-->!-->…
ଶ୍ୱଶୂର ଘରୁ ଟଙ୍କା ନେଇ ବୋହୂ ଫେରାର biswabijayee Apr 11, 2021 ଅପରାଧ ନୀଳଗିରି : ବିଶ୍ୱାସରେ ବିଷ ଦେଲା ବୋହୂ । ଶ୍ୱଶୁର ଘର ଟଙ୍କା ନେଇ ଚମ୍ପଟ ମାରିଲା ବୋହୂ । ତାହା ପୁଣି ଲକ୍ଷାଧିକ ଟଙ୍କା ।!-->!-->!-->…
ମହଙ୍ଗା ପଡିଲା ହରିଣ ଶିକାର: ୨ ଗିରଫ biswabijayee Apr 11, 2021 ଅପରାଧ ଆଠଗଡ଼ : ବନବିଭାଗର ଅତର୍କିତ ଚଢାଉ । ହରିଣ ଶିକାର କରି କାଟୁଥିବା ବେଳେ ବନବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଆଠଗଡ଼ ବନଖଣ୍ଡ!-->!-->!-->!-->!-->…
ଦୁଇ ଜଣଙ୍କୁ କଚାଡ଼ି ମାରିଲା ଦନ୍ତା biswabijayee Apr 8, 2021 ଅପରାଧ ଛେଣ୍ଡିପଦା,(ବି.ବି.ନୁ୍ୟଜ): ଛେଣ୍ଡିପଦା ବନାଞ୍ଚଳ ପାଟକମୁଣ୍ଡା ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମରେ ବୁଧବାର ସକାଳେ ହାତୀ ଆକ୍ରମଣରେ!-->!-->!-->…
ଅନ୍ତଃ କନ୍ଦଳ ଲୁଚାଇବାକୁ ଆନେ୍ଦାଳନ: ବିଜେପି biswabijayee Apr 8, 2021 ଓଡ଼ିଶା ଅନୁଗୁଳ,(ବି.ବି.ନୁ୍ୟଜ): ଟିଟିପିସିଏସ୍ ବନ୍ଦ ପ୍ରସଙ୍ଗକୁ ନେଇ ଜୋର୍ ଧରିଛି ରାଜନୀତି । ବିଜେଡି ଓ ବିଜେପି ମଧ୍ୟରେ କାଦୁଅ ଫିଙ୍ଗା!-->!-->!-->…
ସାତ ଘଣ୍ଟା ଅଟକିଗଲା ଶିଳ୍ପନଗରୀ biswabijayee Apr 8, 2021 ଓଡ଼ିଶା ଅନୁଗୁଳ,(ବି.ବି.ନୁ୍ୟଜ): ସକାଳ ୬ଟାରୁ ବନ୍ଦ କରିଦେଲେ ସମସ୍ତ ପ୍ରବେଶ ପଥ । ଜାତୀୟ ରାଜପଥରେ ବାଉଁଶ ବାନ୍ଧି ଅବରୋଧ କଲେ । ଟ୍ରେନ୍!-->!-->!-->…
ମଦ ଦୋକାନ ଲଟେରି biswabijayee Apr 8, 2021 ଅନ୍ୟାନ୍ୟ କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ):କୋରାପୁଟ ଜିଲ୍ଲାର ୨୬ ଟି ସରକାରୀ ମଦ ଦୋକାନ ପାଇଁ ବୁଧବାର ଲଟେରି ଉଠାଣ ଶେଷ ହୋଇଛି ।!-->!-->!-->…
ବାଇକ୍ ମୁହାଁମୁହିଁ, ୨ ଗୁରୁତର biswabijayee Apr 8, 2021 ଓଡ଼ିଶା ଡାବୁଗାଁ,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବଡ଼ଆଲମା ପଞ୍ଚାୟତରେ ବୁଧବାର ଦୁଇଟି ବାଇକ୍ ମଧ୍ୟରେ!-->!-->!-->…
ବାଇକ୍ ସହ ନଦୀକୁ ଖସି ଯୁବକ ମୃତ biswabijayee Apr 8, 2021 ଅପରାଧ ରାୟଗଡ଼ା,(ବି.ବି.ନୁ୍ୟଜ): ଶେଷଖାଲ ଥାନା ବେହେରାଗୁଡ଼ା ଗାଁ ନିକଟରେ ବାଇକ୍ ସହ ନାଗାବଳୀ ନଦୀକୁ ଖସି ଜଣେ ଯୁବକଙ୍କ ମୃତୁ୍ୟ ହୋଇଛି!-->!-->!-->…
କୋର୍ଟରେ ଶୁଣାଣି ଆରମ୍ଭ, ବୟାନ ରେକର୍ଡ biswabijayee Apr 8, 2021 ଅନ୍ୟାନ୍ୟ ଗୁଣପୁର,(ବି.ବି.ନୁ୍ୟଜ): ରାୟଗଡା ଜିଲା ପୁଟାସିଂ ଥାନା ପୁଲିସ ବେଆଇନ ଭାବେ ଶେଙ୍କରୀ ଗ୍ରାମର କେତେକ ଲୋକଙ୍କୁ ମାରପିଟ କରିବା ସହ!-->!-->!-->…