ମୁମ୍ବାଇ ଏଟିଏସ୍ ଦ୍ୱାରା ମାଫିଆ ଗିରଫ biswabijayee Jan 10, 2021 ଓଡ଼ିଶା ଜୟପୁର,(ବି.ବି.ନୁ୍ୟଜ): କୋରାପୁଟରୁ ମହାରାଷ୍ଟ୍ର ଗଞ୍ଜେଇ ଚାଲାଣ ଅଭିଯୋଗରେ ମୁମ୍ବାଇ ଏଟିଏସ୍(ଆଣ୍ଟି ଟେରରିଜିମ୍ ସ୍କ୍ୱାଡ୍) ନାଗପୁର!-->…
ଖୋଲିଲା ହରିଶଙ୍କର ମନ୍ଦିର biswabijayee Jan 10, 2021 ଅନ୍ୟାନ୍ୟ ଖପ୍ରାଖୋଲ,(ବି.ବି.ନୁ୍ୟଜ): ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶ÷ବପୀଠ ତଥା ତୀର୍ଥସ୍ଥଳ ହରିଶଙ୍କର ମନ୍ଦିରର ଦ୍ୱାର ଆଜି କୋଭିଡ୍ କଟକଣା!-->…
ଏଟିଏମ୍ ପିନ୍ ନଦେବାରୁ ଯୁବକଙ୍କୁ ଆକ୍ରମଣ:୩୫ହଜାର ଟଙ୍କା ଲୁଟ୍ biswabijayee Jan 10, 2021 ଓଡ଼ିଶା ସୋର,(ବି.ବି.ନୁ୍ୟଜ): ଏଟିଏମ୍ ପିନ ନଦେବାରୁ ଯୁବକଙ୍କୁ ଆକ୍ରମଣ । ବାଲେଶ୍ୱର ଜିଲ୍ଲା ସୋର ଷ୍ଟେସନ୍ ନିକଟରେ ଘଟିଛି ଏହି ଘଟଣା । ଷ୍ଟେସନ!-->…
ଝିଅ ବାହାଘର ଋଣ ସୁଝି ନପାରି ବାପାଙ୍କ ଆତ୍ମହତ୍ୟା biswabijayee Jan 10, 2021 ଅପରାଧ ସୋର,(ବି.ବି.ନୁ୍ୟଜ): ଝିଅ ବାହାଘର ପାଇଁ ୬ଟି ଗ୍ରୁପ୍ରୁ ଋଣ ଆଣିଥିଲେ ବାପା । ଶେଷରେ ଋଣ ସୁଝି ନପାରିବାରୁ ମାନସିକ ଭାରସାମ୍ୟ ହରାଇ!-->…
କରୋନା ଆକ୍ରାନ୍ତ ସାମ୍ବାଦିକ ହରିଶ ସ’ଙ୍କ ଦେହାନ୍ତ biswabijayee Jan 10, 2021 ଅନ୍ୟାନ୍ୟ ସିମୁଳିଆ,(ବି.ବି.ନୁ୍ୟଜ): ପୁଣି ଜଣେ ସାମ୍ବାଦିକଙ୍କୁ କରୋନା ନେଇଗଲା । କୋଭିଡ୍ ଆକ୍ରାନ୍ତ ହୋଇ ଦୀର୍ଘ ଦିନ ଚିକିତ୍ସାଧୀନ ଥିବା!-->…
ମତ୍ସ୍ୟ ବିଭାଗର କିରାଣିଙ୍କୁ ହତ୍ୟା! biswabijayee Jan 10, 2021 ଅପରାଧ ସିମୁଳିଆ,(ବି.ବି.ନୁ୍ୟଜ): ବାଲେଶ୍ୱର ମତ୍ସ୍ୟ ବିଭାଗ (ମେରାଇନ)ରେ କିରାଣି ଭାବେ କାର୍ଯ୍ୟ କରୁଥବା ସ୍ୱାଧୀନ ରାୟଚୌଧୁରୀ (୫୦)ଙ୍କ!-->…
ମୁଦ୍ରଣ ପ୍ରକାଶନର ନିଦେ୍ର୍ଧଶକ ହେଲେ ଆଇପିଏସ୍ ବି.କେ. ଶର୍ମା biswabijayee Jan 9, 2021 ଟ୍ୟୁଇନ୍ ସିଟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବରିÂ ଆଇପିଏସ୍ ବିଜୟ କୁମାର ଶର୍ମା ରାଜ୍ୟ ସରକାରଙ୍କ ମୁଦ୍ରଣ ପ୍ରକାଶନ ବିଭାଗର ନିଦେ୍ର୍ଧଶକ ହୋଇଛନ୍ତି ।!-->…
ନିଜକୁ ରାଜକ୍ଷମା ଦେବେ ଟ୍ରମ୍ପ! biswabijayee Jan 9, 2021 ଦେଶବିଦେଶ ୱାଶିଂଟନ: ଆମେରିକୀୟ ସଂସଦ ଭବନ (କ୍ୟାପିଟଲ ବିଲ୍ଡିଂ) ଉପରେ ହୋଇଥିବା ଆକ୍ରମଣ ପରେ ଆହୁରି ବିବାଦୀୟ ହୋଇପଡ଼ିଥିବା ବିଦାୟୀ ରାଷ୍ଟ୍ରପତି!-->…
ବିଶ୍ୱସ୍ତରୀୟ ହେବ ପାରାଦୀପ ମାଛଧରା ବନ୍ଦର biswabijayee Jan 9, 2021 ଓଡ଼ିଶା ପାରାଦୀପ,(ବି.ବି.ନୁ୍ୟଜ): ପାରାଦୀପ ନେହରୁବଙ୍ଗଳାସ୍ଥିତ ମାଛଧରା ବନ୍ଦର ବିଶ୍ୱସ୍ତରୀୟ ହେବ । ଏଥିପାଇଁ ପ୍ରାୟ ୩୦ କୋଟି ଟଙ୍କା ବିନିଯୋଗ!-->…
ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ଡିଜି ଅଫିସ ଘେରିଲା ବିଜେପି biswabijayee Jan 9, 2021 ରାଜନୀତି କଟକ,(ବି.ବି.ନୁ୍ୟଜ): ‘ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଯିଏ ସ୍ୱର ଉଠାଇଲା ତାକୁ ମାରିଦେଲେ । କଣ୍ଠରୋଧ କରିବାକୁ ଯାଇ ଶାସକ ଦଳ!-->…