ଅପରେସନ ଟେବୁଲରେ ମା’ ଓ ଶିଶୁଙ୍କ ମୃତୁ୍ୟ biswabijayee Nov 26, 2020 ଓଡ଼ିଶା ବରଗଡ଼,(ବି.ବି.ନୁ୍ୟଜ): କେତେବେଳେ ଡାକ୍ତର ମରୁଡ଼ି ତ ଆଉ କେତେବେଳେ ଅଟୋରେ ଶିଶୁଜନ୍ମ ପାଇଁ ଚର୍ଚ୍ଚାରେ ଥିବା ବରଗଡ଼ ଜିଲ୍ଲା!-->…
ଚିତାବାଘ ଛାଲ, ୧୧ ନଖ, ୪ ଦାନ୍ତ ଜବତ biswabijayee Nov 26, 2020 ଅପରାଧ ବରଗଡ଼,(ବି.ବି.ନୁ୍ୟଜ): ୱାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟେ୍ରାଲ ବୁ୍ୟରୋ (ଡବ୍ଲୁସିସିବି) ବରଗଡ଼ ଜିଲ୍ଲାରେ ପୁଣି ଏକ ବାଘ ହତ୍ୟା ଧରିବାରେ!-->…
ଜଗାକୁ ଛାଡ଼ି ଚାଲିଗଲା କାଳିଆ biswabijayee Nov 26, 2020 ଓଡ଼ିଶା କଟକ,(ବି.ବି.ବୁ୍ୟରୋ): ଜନ୍ମ ହେବାର ଦୁଇ ବର୍ଷ ପର୍ଯ୍ୟନ୍ତ ଉଭୟଙ୍କ ମୁଣ୍ଡ ଯୋଡି ହୋଇ ରହିଥିଲା । ୨୦୧୭ରେ ସେମାନଙ୍କୁ ଅପରେସନ କରାଯାଇ!-->…
କୁବେର ଅଭୟକାନ୍ତଙ୍କୁ ଧରିଲା ଭିଜିଲାନ୍ସ biswabijayee Nov 26, 2020 ଅପରାଧ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ରାଜ୍ୟ ଅତିରିକ୍ତ ପ୍ରଧାନ ମୁଖ୍ୟ ବନ୍ୟ ସଂରକ୍ଷକ ତଥା!-->…
ପରଦା ପଛରେ ମହିଳା କର୍ମଚାରୀ biswabijayee Nov 26, 2020 ଅପରାଧ କଟକ,୨(ବି.ବି.ବୁ୍ୟରୋ): ନୟାସଡ଼କସ୍ଥିତ ଫାଇନାନ୍ସ ସଂସ୍ଥା ଆଇଆଇଏଫ୍ଏଲ୍ (ଇଣ୍ଡିଆନ୍ ଇନ୍ଫୋଲାଇନ୍ ଲିମିଟେଡ୍) ଡକାୟତି ଘଟଣାର ନୂଆନୂଆ!-->…
ୱେଲଡିଂ ମିସ୍ତ୍ରୀଙ୍କୁ ଛୁରୀ ଭୁସି ହତ୍ୟା! biswabijayee Nov 26, 2020 ଅପରାଧ ବଙ୍ଗୋମୁଣ୍ଡା,(ବି.ବି.ନୁ୍ୟଜ): ୱେଲଡିଂ ମିସ୍ତ୍ରୀଙ୍କୁ ବିଚ୍ ରାସ୍ତାରେ ଛୁରୀ ଭୁସି ହତ୍ୟା ଅଭିଯୋଗ । ଆଜି ସକାଳେ ଫେବ୍ରିକେସନ ଦୋକାନ!-->…
ବାରହା ଫାଶରେ ମୃତ ଯୁବକଙ୍କୁ ପୋତି ଦେଲେ biswabijayee Nov 26, 2020 ଅପରାଧ ଲମତାପୁଟ,(ବି.ବି.ନୁ୍ୟଜ): ବାର୍ହା ପାଇଁ ଲଗାଯାଇଥିଲା ବିଦୁ୍ୟତ୍ ଫାଶ । ଏଥିରେ ପଡ଼ି ମୃତୁ୍ୟ ଘଟିବା ପରେ ଜଣେ ଯୁବକଙ୍କ ମୃତଦେହକୁ!-->…
ସ୍ୱତନ୍ତ୍ର ଟ୍ରେନ୍ରେ ସୁରଟ ଗଲେ ୧୨୦୦ ଶ୍ରମିକ biswabijayee Nov 26, 2020 ଓଡ଼ିଶା ବ୍ରହ୍ମପୁର, (ବି.ବି.ନୁ୍ୟଜ): କରୋନା ସଂକ୍ରମଣ ଆଶଙ୍କା ସତ୍ତେ୍ୱ ସୁରଟକୁ ଯାଇଛନ୍ତି ଗଞ୍ଜାମ ଜିଲ୍ଲାର ୧୨ଶହରୁ ଊଦ୍ଧ୍ୱର୍ ସୁତାକଳ!-->…
ମାଓଗଡ଼ରେ ପୋଡ଼ାଗଲା ୭ କୋଟିର ଗଞ୍ଜେଇ ଗଛ biswabijayee Nov 26, 2020 ଅନ୍ୟାନ୍ୟ ମାଲକାନଗିରି, (ବି.ବି.ନୁ୍ୟଜ): ୭ କୋଟି ୧୪ ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ଅବାକାରୀ ବିଭାଗ । ସମସ୍ତ ଗଛକୁ କଟାଯାଇ ଜଙ୍ଗଲ ମଧ୍ୟରେ!-->…
୮୦ ଲକ୍ଷର ଗଞ୍ଜେଇ ଜବତ, ୨ ଗିରଫ biswabijayee Nov 26, 2020 ଅନ୍ୟାନ୍ୟ କୋରାପୁଟ,(ବି.ବି.ନୁ୍ୟଜ): କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ପୁଲିସକୁ ଗଞ୍ଜେଇ ଧରପଗଡ଼ରେ ପୁଣିଥରେ ମିଳିଛି ସଫଳତା । ଅଭିନବ ଢ଼ଙ୍ଗରେ ଲୁଣ!-->…