ମୁମ୍ବାଇ ପିନ୍ଧିଲା ବିଜୟ ମୁକୁଟ biswabijayee Nov 10, 2020 ଖେଳ ଦୁବାଇ : ଆଇପିଏଲରେ ନିଜର ପ୍ରାଧ୍ୟାନ୍ୟ ଜାରି ରଖିଛି ମୁମ୍ବାଇ ଇଣ୍ଡିଆନ୍ସ। ୟୁଏଇର ଦୁବାଇରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ପ୍ରଥମେ!-->…
ବାଇକ ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ biswabijayee Nov 10, 2020 ଅପରାଧ ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ ଚୋରି, ଡକାୟତି, ଲୁଟ୍ ଘଟଣା ବଢ଼ିବାରେ ଲାଗିଛି। ଆଜି ପୁଣି ଜଣେ ବ୍ୟବସାୟୀଙ୍କ ବାଇକ୍!-->…
ବିଭିନ୍ନ ସମସ୍ୟା ନେଇ ବିଡିଓଙ୍କୁ ଦାବିପତ୍ର ଦେଲେ ପଞ୍ଚାୟତ ପ୍ରତିନିଧି biswabijayee Nov 10, 2020 ଅନ୍ୟାନ୍ୟ ସାନଖେମୁଣ୍ଡି: ମଙ୍ଗଳବାର ଅପରାହ୍ନ ସମୟରେ ସାନଖେମୁଣ୍ଡି ବ୍ଲକ କଙ୍କରଡା ଗ୍ରାମ ପଞ୍ଚାୟତର ୧୦ ଜଣ ୱାର୍ଡ ସଭ୍ୟ ସମେତ ସମିତି ସଭ୍ୟ!-->…
ବିହାରରେ ଏନଡିଏକୁ ବହୁମତ biswabijayee Nov 10, 2020 ଦେଶବିଦେଶ ପାଟନା/ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଥିଲା ବେଳେ ଏନ୍ଡିଏକୁ ବହୁମତ ମିଳିବା ସ୍ପଷ୍ଟ ହୋଇଯାଇଛି ।!-->…
ତେଜୁଛି ଡାକ୍ତର ବଦଳି ଅସନ୍ତୋଷ biswabijayee Nov 10, 2020 ଅନ୍ୟାନ୍ୟ ତେନ୍ତୁଳିଖୁଣ୍ଟି,(ବି.ବି.ନୁ୍ୟଜ): ତେନ୍ତୁଳିଖୁଣ୍ଟି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଶାନ୍ତି ସ୍ୱରୂପ ପ;ନାୟକଙ୍କ ବଦଳିକୁ ନେଇ!-->…
ରାସ୍ତା ନଥିବାରୁ ଷ୍ଟେ୍ରଚରରେ ବୁହାହେଲେ ଗର୍ଭବତୀ biswabijayee Nov 10, 2020 ଅନ୍ୟାନ୍ୟ ଲକ୍ଷ୍ମୀପୁର,(ବି.ବି.ନୁ୍ୟଜ): ଅବିଭକ୍ତ କୋରାପୁଟ ଜିଲ୍ଲାରେ ଜନନୀ ଯନ୍ତ୍ରଣା ଥମିବାର ନାଁ ଧରୁନି । ପ୍ରତିଦିନ କେଉଁଠି ନା କେଉଁଠି!-->…
କିଶୋର ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ biswabijayee Nov 10, 2020 ଅନ୍ୟାନ୍ୟ ଦଶମନ୍ତପୁର,(ବି.ବି.ନୁ୍ୟଜ): କିଶୋର ବୟସରେ ପ୍ରେମ । ପରିବାର ଲୋକେ ଜାଣିବା ପରେ ଗଛରେ ଓଢଣି ଲଗାଇ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ ।!-->…
ହାତୀ ଆକ୍ରମଣରେ ୩ ଘର ଭାଙ୍ଗିଲା biswabijayee Nov 10, 2020 ଓଡ଼ିଶା ରାୟଗଡ଼ା,(ବି.ବି.ନୁ୍ୟଜ): ମୁନିଗୁଡ଼ା ବ୍ଲକ ଇଚ୍ଛାପୁର ପଞ୍ଚାୟତର ଡେଙ୍ଗୀସୁର ଗାଁରେ ହାତୀ ଉପଦ୍ରବ । ସୋମବାର ରାତିରେ ହାତୀପଲ ଗାଁରେ!-->…
ବାରହା ମୁଣ୍ଡ, ଶାଳ ଗଣ୍ଡି ଜବତ biswabijayee Nov 10, 2020 ଅନ୍ୟାନ୍ୟ ଦଶପଲ୍ଲା,(ବି.ବି.ନୁ୍ୟଜ): ଆଜି ବନ ବିଭାଗ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ଏକ ବାର୍ହା ମୁଣ୍ଡ ଓ କେତେକ ଚୋରା ଶାଳ ଗଣ୍ଡି ଜବତ କରିଛି ।!-->…
କାର ମଡ଼ାଇ ଯୁବକଙ୍କୁ ହତ୍ୟା biswabijayee Nov 10, 2020 ଅନ୍ୟାନ୍ୟ ବୁର୍ଲା,(ବି.ବି.ନୁ୍ୟଜ୍): ପୁଣି ବୁର୍ଲାରେ ବୁଲିଲା ଖଣ୍ଡା । ପ୍ରାୟ ୩୦ ଜଣ ଅପରାଧିକ ଗୋÂୀର ସଂଘବଦ୍ଧ ଅତର୍କିତ ଆକ୍ରମଣରେ ଗୋଟିଏ!-->…