ଜେଜେ ମାଆ ଶୁଦ୍ଧିକି୍ରୟାରେ ଆଖି ବୁଜିଲେ ନାତି biswabijayee Oct 18, 2020 ଅନ୍ୟାନ୍ୟ ବାସୁଦେବପୁର,(ବି.ବି.ନୁ୍ୟଜ୍): ବାସୁଦେବପୁର ମୁ୍ୟନିସିପାଲିଟି ଅନ୍ତର୍ଗତ ବାଷଠି ଗ୍ରାମର ଗୋବିନ୍ଦ ଷେଣ୍ଢଙ୍କ ପୁଅ ସୁମନ ଗୌରବ (୧୬)!-->…
୧୯, ୨୦ରେ ପ୍ରବଳ ବର୍ଷା biswabijayee Oct 18, 2020 ଅନ୍ୟାନ୍ୟ ଛତ୍ରପୁର, (ବି.ବି.ନୁ୍ୟଜ୍): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତା ୧୯ ଓ ୨୦ ଦୁଇଦିନ ଧରି ଗଜପତି ଓ ଗଞ୍ଜାମ ଜିଲ୍ଲାରେ!-->…
୩ କିମି ବାଇକରେ ବୁହାହେଲେ ଗର୍ଭବତୀ biswabijayee Oct 18, 2020 ଅନ୍ୟାନ୍ୟ ଝରିଗାଁ,(ବି.ବି.ନୁ୍ୟଜ୍): ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ବାଇକ୍ରେ ତିନି କିମି ବୁହାହେଲେ ଗର୍ଭବତୀ । ନବରଙ୍ଗପୁର ଜିଲ୍ଲା ଝରିଗାଁ!-->…
ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର biswabijayee Oct 18, 2020 ଅନ୍ୟାନ୍ୟ ଟିକିରି,(ବି.ବି.ନୁ୍ୟଜ୍): କାଶୀପୁର ବ୍ଲକ ଦୋରାଗୁଡା ଥାନା ଟିକ୍ରାପଡା ଗାଁର ଜଣେ ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି ।!-->…
ବିଚ୍ଛିନ୍ନାଞ୍ଚଳରେ ଆର୍ଥିକ ସଚେତନତା biswabijayee Oct 18, 2020 ଅନ୍ୟାନ୍ୟ ଚିତ୍ରକୋଣ୍ଡା,(ବି.ବି.ନୁ୍ୟଜ୍): ଚିତ୍ରକୋଣ୍ଡା ବ୍ଲକ ଅଧୀନ ଓଡିଶା ଜୀବିକା ମିଶନ ଆନୁକୂଲ୍ୟରେ ଏକ ଆର୍ଥିକ ସଚେତନତା କାର୍ଯ୍ୟକ୍ରମ!-->…
୭୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ biswabijayee Oct 18, 2020 ଅପରାଧ ଲମତାପୁଟ: ଓଡିଶା ସୀମାନ୍ତ ଆନ୍ଧ୍ରପ୍ରଦେଶ ଅଞ୍ଚଳରୁ ଛତିଶଗଡ ଚାଲାଣ ବେଳେ ୭୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ଚୋରା ଚାଲାଣ ବେଳେ ୭!-->…
ଅଗ୍ନିକାଣ୍ଡରେ ଜଳିଗଲା ୪ବଖରା ଘର biswabijayee Oct 18, 2020 ଅନ୍ୟାନ୍ୟ ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଶାଳବଣୀ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୪ବଖରା ଘର ସମ୍ପର୍ଣ୍ଣ ପୋଡି!-->…
୫ ଲକ୍ଷ ଟଙ୍କାର ସୁନା ଲୁଟିନେଲେ ଡକାୟତ biswabijayee Oct 18, 2020 ଅନ୍ୟାନ୍ୟ ସୋର : ଦିନ ଦ୍ବିପହରେ ଗହଣା ବ୍ୟବସାୟୀଙ୍କ ଠାରୁ ୫ ଲକ୍ଷ ଟଙ୍କା ସୁନା-ରୂପା ଗହଣା ଲୁଟ । ବାଲେଶ୍ବର ଜିଲ୍ଲା ସୋର ଥାନା ରୁଷୋ ଗାଁର ଘଟଣା!-->…
ପ୍ରେମ ବିବାହ ହେଲା କାଳ: ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ biswabijayee Oct 18, 2020 ଅନ୍ୟାନ୍ୟ ଭୁବନେଶ୍ୱର: ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ତାଙ୍କ ପରିବାର ଲୋକେ ସ୍ୱୀକୃତି ଦେଲେନାହିଁ । ଫଳରେ ଯୁବକ ଜଣଙ୍କ ମାନସିକ ଭାରସାମ୍ୟ!-->…
ଡେଲିଭରୀ ବୟଙ୍କୁ ହତ୍ୟା ଉଦ୍ୟମ ପଣ୍ଡ : ଧରାପଡିଲେ ୨ ଯୁବକ biswabijayee Oct 18, 2020 ଅନ୍ୟାନ୍ୟ ଭୋଗରାଇ: ଫ୍ଲିପ୍କାର୍ଟରୁ ଏକ ଦାମୀ ମୋବାଇଲ ନେବା ନିମନ୍ତେ ଅର୍ଡର ଦେଲେ। ପୂର୍ବ ଆକ୍ରୋଶ ସୁଝାଇବା ଉଦ୍ଦେଶ୍ୟରେ ଦୁଇ ଫ୍ଲିପକାର୍ଟ!-->…