ଚୋରି କରିବାକୁ ଯାଇ ପ୍ରାଣଗଲା biswabijayee Oct 17, 2020 ଅନ୍ୟାନ୍ୟ କେନ୍ଦୁଝର,(ବି.ବି.ନୁ୍ୟଜ୍): ଚୋରି କରିବା ବେଳେ ଧରାପଡ଼ିଗଲା । ଗୃହକର୍ତ୍ତାଙ୍କଠାରୁ ନିସ୍ତୁକ ମାଡ଼ ଖାଇବା ପରେ ଡାକ୍ତରଖାନାରେ!-->…
ପଥର ଖାଦାନରେ ବିସ୍ଫୋରଣ, ୩ ମୃତ biswabijayee Oct 17, 2020 ଅନ୍ୟାନ୍ୟ ଗୁଣପୁର,(ବି.ବି.ନୁ୍ୟଜ୍): ପଥର ଖାଦାନରେ ଭୟଙ୍କର ବିସ୍ଫୋରଣ । ଏଥିରେ ଜଣେ ମହିଳାଙ୍କ ସମେତ ୩ ଜଣ ଶ୍ରମିକଙ୍କ ମୃତୁ୍ୟ ହୋଇଛି ଏବଂ ଅନ୍ୟ!-->…
ପକୁଡ଼ି ବିକୁଛନ୍ତି ସ୍ୱର୍ଣ୍ଣ ବିଜେତା ସନ୍ତୋଷୀ biswabijayee Oct 17, 2020 ଅନ୍ୟାନ୍ୟ ରାୟଗଡ଼ା,(ବି.ବି.ନୁ୍ୟଜ୍): ଅର୍ଥାଭାବରୁ ନଷ୍ଟ ହୋଇଯାଉଛି ଜଣେ ସଫଳ ଶକ୍ତି ଉତ୍ତୋଳନକାରୀଙ୍କ ଭବିଷ୍ୟତ । ଆଗକୁ ବଢିବା ଲାଗି ବନ୍ଦ!-->…
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଖସଡ଼ା ପ୍ରସ୍ତୁତ biswabijayee Oct 17, 2020 ଅନ୍ୟାନ୍ୟ ଛତ୍ରପୁର, (ବି.ବି.ନୁ୍ୟଜ୍): ଦୀର୍ଘ ଦିନ ବ୍ୟବଧାନରେ ଆଜି ଗଞ୍ଜାମ ଜିଲ୍ଲା ପରିଷଦ ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ଅନୁÂିତ ହୋଇଛି ।!-->…
ସଫେଇ କର୍ମଚାରୀଙ୍କ ଆନେ୍ଦାଳନ, ପରିମଳ ବିପର୍ଯ୍ୟସ୍ତ biswabijayee Oct 17, 2020 ଅନ୍ୟାନ୍ୟ ପୋଲସରା, (ବି.ବି.ନୁ୍ୟଜ): ପୋଲସରା ଏନ୍ଏସିରେ କାର୍ଯ୍ୟରତ ଅସ୍ଥାୟୀ ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନେ୍ଦାଳନ ଯୋଗୁଁ ଗତ ଏକ ସପ୍ତାହ!-->…
ଶ୍ମଶାନ ଜମି ଜବରଦଖଲ,ଏସ୍ପିଙ୍କୁ ଭେଟିଲେ ଗ୍ରାମବାସୀ biswabijayee Oct 17, 2020 ଅନ୍ୟାନ୍ୟ ରମ୍ଭା,(ବି.ବି.ନୁ୍ୟଜ୍): ଗଞ୍ଜାମ ତହସିଲ ଅନ୍ତର୍ଗତ ଏଚ. ବୁରୁଡ଼ି ରାଜସ୍ୱ ସର୍କଲ ବାଦପଲ୍ଲୀ ଗ୍ରାମ ନିକଟରେ ଥିବା ଝାଉଁବଣ ତଥା ଗ୍ରାମ୍ୟ!-->…
ହାଇକୋର୍ଟ ନିଦେ୍ର୍ଧଶ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ biswabijayee Oct 17, 2020 ଅନ୍ୟାନ୍ୟ କଳାହାଣ୍ଡି,(ବି.ବି.ନୁ୍ୟଜ୍): କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ମାଣିକେଶ୍ୱରୀ ଦେବୀଙ୍କ ପ୍ରସିଦ୍ଧ ଛତରଯାତ୍ରା ସମୟରେ ପଶୁବଳି ନିଷେଧ!-->…
ଘରୁ ଦମ୍ପତିଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର biswabijayee Oct 17, 2020 ଅନ୍ୟାନ୍ୟ ଝାରସୁଗୁଡ଼ା,(ବି.ବି.ନୁ୍ୟଜ୍): ଘର ଭିତରୁ ସ୍ୱାମୀ-ସ୍ତ୍ରୀଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ଝାରସୁଗୁଡ଼ା ଜିଲ୍ଲା!-->…
ସର୍ବଭାରତୀୟ ନିଟ୍ ପରୀକ୍ଷାରେ ରାଉରକେଲାର ସୋଏବ ଟପ୍ପର biswabijayee Oct 17, 2020 ଅନ୍ୟାନ୍ୟ ରାଉରକେଲା,(ବି.ବି.ନୁ୍ୟଜ୍): ସର୍ବଭାରତୀୟ ନିଟ୍ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ମେଡିକାଲ ପ୍ରବେଶିକା ପରୀକ୍ଷାରେ ରାଉରକେଲାର ଛାତ୍ର!-->…
କରୋନା ଭୟରେ ଶବ ନେଉନାହାନ୍ତି ସମ୍ପର୍କୀୟ ! biswabijayee Oct 17, 2020 ଅନ୍ୟାନ୍ୟ ଜଳେଶ୍ୱର : ରାସ୍ତା କଡରେ ପଡିଛି ମୃତଦେହ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ମ୍ୟୁନିସିପାଲଟି ୯ନଂ ଓ୍ୱାର୍ଡର ଥିବା ରାସ୍ତା କଡ଼ରେ ପଡିରହିଛି!-->…