ବଲାଙ୍ଗିରରେ ଏସଟିଏଫ୍, ବନବିଭାଗର ଚଢ଼ଉ:୬ ହାତୀଦାନ୍ତ ଜବତ, ତସ୍କର ଗିରଫ biswabijayee May 5, 2022 ଅପରାଧ ବଲାଙ୍ଗିର,(ଗୁପ୍ତେଶ୍ୱର ପୁଷ୍ଟିଙ୍କଠାରୁ): ବଲାଙ୍ଗିରରେ ଏସ୍ଟିଏଫ୍ ଓ ବନବିଭାଗ ମିଳିତ ଚଢ଼ଉ କରି ଜଣେ ହାତୀଦାନ୍ତ ତସ୍କରକୁ ଗିରଫ କରିବା!-->…
ଯୁବକଙ୍କୁ କୁମ୍ଭୀର ଖାଇଗଲା biswabijayee May 5, 2022 ଅପରାଧ ଆଳି,(ବି.ବି.ଆପ୍ର): ବୁଧବାର ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଏକମାଣିଆ ପଞ୍ଚାୟତ ନଳପାହି ଗ୍ରାମରେ ଏକ ଅଭାବନୀୟ!-->…
ରଥଯାତ୍ରା ସମନ୍ୱୟ ବୈଠକ:ଭକ୍ତ ଗହଣରେ ଗଡ଼ିବ ରଥ biswabijayee May 5, 2022 ଓଡ଼ିଶା ପୁରୀ,(ବି.ବି.ବୁ୍ୟରୋ): ୨ ବର୍ଷ ପରେ ରଥଯାତ୍ରାରେ ସାମିଲ ହେବେ ଭକ୍ତ । ୨ ବର୍ଷ ଧରି ରଥଯାତ୍ରାରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ କୋଭିଡ!-->…
ଡବ୍ଲୁ୍ୟଏଚଓ ରିପୋର୍ଟ:ଭାରତରେ ୪୭ ଲକ୍ଷ କୋଭିଡ୍ ମୃତୁ୍ୟ biswabijayee May 5, 2022 ଦେଶବିଦେଶ ନୂଆଦିଲ୍ଲୀ: କରୋନା ମହାମାରୀ ବିଶ୍ୱରେ ଯେତିକି ଜୀବନ ନେଇଥିବା କୁହାଯାଉଛି, ପ୍ରକୃତରେ ତାହାଠାରୁ ଢେର୍ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।!-->…
ଭିଜିଳାନ୍ସ ପଞ୍ଝାରେ କଳାରାହାଙ୍ଗର ଆଉ ଜଣେ କୁବେର biswabijayee May 5, 2022 ଟ୍ୟୁଇନ୍ ସିଟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆୟ ବହିର୍ଭୂତ ସମ୍ପତ୍ତି ଜବତ କ୍ଷେତ୍ରରେ ପୁଣି ଚର୍ଚ୍ଚାକୁ ଆସିଛି ରାଜଧାନୀ ଉପକଣ୍ଠ କଳାରାହାଙ୍ଗ ଅଞ୍ଚଳ!-->…
ଏସସିବି ନବକଳେବର :୪ ,୪୭୪ କୋଟିର ପ୍ରକଳ୍ପକୁ ଅନୁମୋଦନ biswabijayee May 5, 2022 ଟ୍ୟୁଇନ୍ ସିଟ କଟକ,(ବି.ବି.ବୁ୍ୟରୋ): ଏସ୍ସିବି ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲକୁ ‘ବିଶ୍ୱସ୍ତରୀୟ’ ତଥା ‘ଏମ୍ସ୍ ପ୍ଲସ୍’ ପ୍ରତିÂାନ ଭାବେ ଗଢ଼ିତୋଳିବା!-->…
ପିକଅପ୍ ଓଲଟି ୨ ମୃତ ,୯ ଆହତ biswabijayee May 5, 2022 ଓଡ଼ିଶା ବରଗଡ଼,(ବି.ବି.ଆପ୍ର): ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ କୁତପାଲି ଦୁଇମୁହାଣୀ ଆଇଟିଆଇ କଲେଜ ସମ୍ମୁଖରେ ଗୁରୁବାର ଅପରାହ୍ନ ସାଢେ!-->…
ମୋବାଇଲ ଚୋର ଧରିବାକୁ ବୁଲିଲା ବେଞ୍ଚ biswabijayee May 5, 2022 ଅନ୍ୟାନ୍ୟ ବେଲବାହାଳି,(ବି.ବି.ଆପ୍ର): ଆଧୁନିକତାର ଶୀର୍ଷରେ ପହଞ୍ଚିଛନ୍ତି ଲୋକେ । ସମସ୍ତ କଥାକୁ ବିଜ୍ଞାନରେ ତର୍ଜମା କରୁଛନ୍ତି । ତଥାପି କେତେକ!-->…
ଗଛପଡ଼ି ଓଡ଼ିଶା-ଆନ୍ଧ୍ର ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ biswabijayee May 5, 2022 ଅନ୍ୟାନ୍ୟ ରାୟଗଡ଼ା,(ବି.ବି.ଆପ୍ର): ଆଜି କାଳବୈଶାଖୀରେ ଓଡିଶା-ଆନ୍ଧ୍ର ରେଳଲାଇନ୍ର ଗୁମୁଡାଠାରେ ବିରାଟ ଗଛ ପଡ଼ିଯାଇଥିବାରୁ ଟ୍ରେନ୍ ଚଳାଚଳ!-->…
ଫିରିଙ୍ଗିଆ: ଗୋଟିଏ ରାତିରେ ୩ ଚୋରି biswabijayee May 5, 2022 ଓଡ଼ିଶା ଗୋଚ୍ଛାପଡା, (ବି.ବି.ଆପ୍ର): ବୁଧବାର ବିଳମ୍ବିତ ରାତିରେ ଫିରିଙ୍ଗିଆ ଥାନା ଓ ଗୋଛାପଡ଼ା ଥାନା ଅଞ୍ଚଳରେ ତିନୋଟି ପୃଥକ ଚୋରି ଅଭିଯୋଗ!-->…