ଆଳୁସିଂହ କାଜୁ ଜଙ୍ଗଲରୁ ମିଳିଲା ହାତୀଛୁଆର ମୃତଦେହ biswabijayee Apr 21, 2022 ଅନ୍ୟାନ୍ୟ ଢେଙ୍କାନାଳ,(ବି.ବି.ଆ.ପ୍ର): ଢେଙ୍କାନାଳ ବନଖଣ୍ଡ ହିନେ୍ଦାଳ ବନାଞ୍ଚଳ ଅନ୍ତର୍ଗତ ବିମ୍ବୋରୀ ଫରେଷ୍ଟ ସେrନର ଆଳୁସିଂହ ଶାଳଘର ରଗୁଡ଼ି!-->…
ଜାତୀୟ ରାଜପଥରେ ଦୁର୍ଘଟଣା: ୨ମୃତ biswabijayee Apr 21, 2022 ଅପରାଧ ରାଉରକେଲା,(ବି.ବି.ଆପ୍ର): ସୁନ୍ଦରଗଡ଼ ଜିଲ୍ଲାର ୧୪୩ ନମ୍ବର ଜାତୀୟ ରାଜପଥ ଓ ୧୦ ନମ୍ବର ରାଜ୍ୟ ରାଜପଥରେ ଆଜି ଦେଢ଼ ଘଣ୍ଟା ଅନ୍ତରରେ!-->…
ଠାକୁରମୁଣ୍ଡାରେ ନକଲି ଡାକ୍ଟରଙ୍କ କମାଲ biswabijayee Apr 20, 2022 ଓଡ଼ିଶା ମୟୁରଭଞ୍ଜ,(ବି.ବି.ଆ.ପ୍ର.):ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଥାନା ଅନ୍ତର୍ଗତ ମହୁଲଡିହା ଗ୍ରାମର ଶ୍ରୀକାନ୍ତ!-->…
ଯୁବକଙ୍କ ମୃତୁ୍ୟକୁ ନେଇ ସନେ୍ଦହ biswabijayee Apr 20, 2022 ଅପରାଧ ହାଟଡିହି,(ବି.ବି.ଆପ୍ର): ବଡ଼ରମ୍ପାସ ଗାଁଠାରୁ ଏକ କିଲୋମିଟର ଦୂର କେନାଲ ନିକଟ ଏକ ଫାର୍ମଠାରେ ଜଣେ ଯୁବକଙ୍କ ମୃତୁ୍ୟ ଘଟିଛି । କୁକୁଡ଼ା!-->…
ଥରିଲା ଧାମରା ବଜାର:୨ ଆହତ biswabijayee Apr 20, 2022 ଓଡ଼ିଶା ଧାମରା, (ବି.ବି.ଆ.ପ୍ର.): ରାସାୟନିକ ବିସ୍ପୋରଣରେ ଧାମରା ବଜାର ଦୋହଲି ଯାଇଛି । କ୍ଷେପଣାସ୍ତ୍ରର ଭଗ୍ନାବଶେଷରୁ ଏହି ବିସ୍ଫୋରଣ ଘଟିଛି ।!-->…
ପ୍ରେମ ପ୍ରତାରଣା:ଯୁବକଙ୍କ ଘର ଆଗରେ ଧାରଣା ଦେଲେ ପୀଡ଼ିତା, ମହିଳା biswabijayee Apr 20, 2022 ଓଡ଼ିଶା ରମ୍ଭା, (ବି.ବି.ଆପ୍ର): ସାବୁଳିଆ ଗ୍ରାମର ଜନୈକ ଯୁବତୀଙ୍କୁ ପ୍ରେମ କରି ବିବାହ ପ୍ରତିଶ୍ରୁତି ଦେବା ପରେ ପ୍ରତାରଣା କରିଥିବା ଅଭିଯୋଗ!-->…
ମିସ୍ ଇଣ୍ଡିଆ ରନର୍ସ ହେଲେ ମୋନିକା biswabijayee Apr 20, 2022 ମନୋରଞ୍ଜନ ପାରଳାଖେମୁଣ୍ଡି,(ବି.ବି.ଆପ୍ର): ଗ୍ଲାମ ଗାଇଡେନ୍ସ ମିସ୍ ଇଣ୍ଡିଆ ୨ୟ ରନର୍ସ ହୋଇଛନ୍ତି ପାରଳାଖେମୁଣ୍ଡିର ମୋନିକା ପଣ୍ଡା । ୫୦ଜଣ!-->…
ଲୋଚାପଡ଼ା ରାସ୍ତାରେ ଦୁର୍ଘଟଣା, ମହିଳା ମୃତ biswabijayee Apr 20, 2022 ଅନ୍ୟାନ୍ୟ କୁକୁଡ଼ାଖଣ୍ଡି, (ବି.ବି.ଆପ୍ର): ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ନିମଖଣ୍ଡି ଫାଣ୍ଡି ଲୋଚାପଡ଼ା ମୁଖ୍ୟ ରାସ୍ତାରେ ଏକ ବାଲି ବୋଝେଇ!-->…
ଘୁଷୁରି ଚୋରି ଘଟଣାରୁ ଗଣ୍ଡଗୋଳ :୫ ଆହତ, ୪ ଗିରଫ biswabijayee Apr 20, 2022 ଓଡ଼ିଶା ବୁଗୁଡ଼ା,(ବି.ବି.ଆପ୍ର): ଘୁଷୁରି ଚୋରି ଘଟଣାକୁ ନେଇ ଗୋଲିଆ ପଞ୍ଚାୟତର ରାଜୀବଗାନ୍ଧୀ ସେବା କେନ୍ଦ୍ର ପଛ ପଟେ ଗୋÂୀ ସଂଘର୍ଷ ହୋଇଛି । ୫!-->…
ଯୁବକଙ୍କୁ ମାଡ଼ ମାରିବା ଘଟଣା:ତହସିଲଦାରଙ୍କ ବିରୋଧରେ ଏତଲା biswabijayee Apr 20, 2022 ଅନ୍ୟାନ୍ୟ ଛତ୍ରପୁର, (ବି.ବି.ଆପ୍ର): ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ସିପକୁଦା ଗ୍ରାମର ଅରଣ୍ୟ ନାୟକଙ୍କୁ ମାଡ଼ ମାରିବା ବିବାଦ ତହସିଲଦାରଙ୍କ!-->…