ଘରକୁ ଡାକି ଗରମ ତେଲ ଢାଳିବା ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ମାଣିଆ, ୨ଜଣ ଗିରଫ biswabijayee Apr 13, 2022 ଅପରାଧ ଶରଣକୁଳ: ପୂର୍ବ ଶତ୍ରୁତାରୁ ଜଣକୁ ଘରକୁ ଡାକି ନେଇ ଗରମ ତେଲ ପକାଇ ଦେଲେ । ଗତ ୬ ତାରିଖରେ ଏହି ଘଟଣା ଘଟିଥିଲା । କଟକ ବଡ଼!-->…
ସିରିଜ୍ ଦୁର୍ଘଟଣା; ପିଟାପିଟି ହେଲେ ତିନି ଟ୍ରକ୍ biswabijayee Apr 13, 2022 ଅପରାଧ ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଏନ୍ଏଚ୍ ୩୫୩ର ଝାଲକୁସୁମ ଗାଁ ନିକଟରେ ତିନୋଟି ଟ୍ରକ୍ ମଧ୍ୟରେ ସିରିଜ୍ ଦୁର୍ଘଟଣା!-->…
ଶାବଳରେ ପିଟି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ biswabijayee Apr 13, 2022 ଅପରାଧ କୋରାପୁଟ: ପାରିବାରିକ କଳହର କରୁଣ ପରିସ୍ଥିତି। ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଶାବଳରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି!-->…
ମୋଦିଙ୍କୁ ପ୍ରଥମ ଲତା ଦୀନାନାଥ ମଙ୍ଗେସକର ଆୱାର୍ଡ biswabijayee Apr 13, 2022 ଦେଶବିଦେଶ ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଥମ ଲତା ଦୀନାନାଥ ମଙ୍ଗେସକର ଆୱାର୍ଡ ପ୍ରଦାନ କରାଯିବ । ଦେଶ ତଥା ସମାଜ ପାଇଁ!-->…
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ:ନୂଆ ଭାରିଆଣ୍ଟ ଉପରେ ନଜର ରଖ biswabijayee Apr 13, 2022 ଦେଶବିଦେଶ ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ନେତୃତ୍ୱରେ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁÂିତ ହୋଇଯାଇଛି ।!-->…
ରୋପୱେରୁ ଉଦ୍ଧାର ଶେଷ, ୪ ମୃତ biswabijayee Apr 13, 2022 ଦେଶବିଦେଶ ରାଞ୍ଚି: ଝାଡ଼ଖଣ୍ଡ ଦେଓଘର ରୋପୱେରେ ଫସିିଥିବା ଲୋକମାନଙ୍କୁ ଉଦ୍ଧାର ଶେଷ ହୋଇଛି । ଦୀର୍ଘ ୪୫ ଘଣ୍ଟାର ପରିଶ୍ରମ ପରେ ୪୬ ଜଣଙ୍କୁ!-->…
ଦ. ଆଫ୍ରିକାରେ ଭୟଙ୍କର ବନ୍ୟା: ୪୫ ମୃତ biswabijayee Apr 13, 2022 ଦେଶବିଦେଶ ଡର୍ବାନ: ଦକ୍ଷିଣ ଆଫ୍ରିକାର ଡର୍ବାନ୍ ସହରରେ ଭୟଙ୍କର ବନ୍ୟା ଯୋଗୁ ଅତିକମ୍ରେ ୪୫ ଜଣ ପ୍ରାଣ ହରାଇଛନ୍ତି । ପ୍ରବଳ ବର୍ଷା ଯୋଗୁ ବନ୍ୟା!-->…
ପୁଟିନ୍ ସବୁବେଳେ ନିÂୁର: ଓବାମା biswabijayee Apr 13, 2022 ଦେଶବିଦେଶ ୱାଶିଂଟନ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କୁ ଆଜି ଜୋରଦାର ସମାଲୋଚନା କରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍!-->…
ୟୁକ୍ରେନ୍ ହମଲାର ମହତ୍ ଉଦେ୍ଧଶ୍ୟ ରହିଛି: ପୁଟିନ୍ biswabijayee Apr 13, 2022 ଦେଶବିଦେଶ ମସ୍କୋ: ରୁଷର ୟୁକ୍ରେନ୍ ଆକ୍ରମଣ ପଛରେ ମହତ୍ ଉଦେ୍ଧଶ୍ୟ ରହିଛି । ଏହି ଉଦେ୍ଧଶ୍ୟ ଯେମିତି ହେଲେ ସାଧିତ ହେବ । ରୁଷ ରାଷ୍ଟ୍ରପତି!-->…
ବିଦୁ୍ୟତ୍ କମ୍ପାନିଙ୍କୁ ରୁଷୀ ହ୍ୟାକରଙ୍କ ଟାର୍ଗେଟ୍ biswabijayee Apr 13, 2022 ଦେଶବିଦେଶ କିଏଭ: ରୁଷ ସେନା ସହ ସଂଶ୍ଳିଷ୍ଟ ଏକ ହ୍ୟାକିଙ୍ଗ୍ ଗ୍ରୁପ୍ ୟୁକ୍ରେନ୍ର ବିଦୁ୍ୟତ୍ କମ୍ପାନିଗୁଡ଼ିକୁ ଟାର୍ଗେଟ୍ କରୁଛି । ବିଦୁ୍ୟତ୍!-->…