ଫିନଲାଣ୍ଡକୁ ରୁଷର ନାଲି ଆଖି biswabijayee Apr 13, 2022 ଦେଶବିଦେଶ ମସ୍କୋ: ୟୁକ୍ରେନ୍ ଉପରେ ଆଜକୁ ୪୮ ଦିନ ହେଲା ଆକ୍ରମଣ ଜାରି ରଖିଥିବା ରୁଷ ଏବେ ଫିନ୍ଲାଣ୍ଡକୁ ନାଲି ଆଖି ଦେଖାଇଛି । ଏହା ପଛରେ ସମାନ!-->…
ଘରେ ଘରେ ପ୍ରଶଂସା biswabijayee Apr 13, 2022 ମନୋରଞ୍ଜନ ଅଭିନେତ୍ରୀ ନିକିତା ମିଶ୍ର । ଓଡ଼ିଶାର ଘରେ ଘରେ ପରିଚିତ । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ପିଲାଟି ବେଳୁ ଅଭିନୟ ପ୍ରତିଭା ମହ ମହ ହୋଇ!-->…
ନାଁ ଗୋଟିଏ, ଷ୍ଟାର୍ ଦି’ ଜଣ biswabijayee Apr 13, 2022 ମନୋରଞ୍ଜନ ନାଁ ଗୋଟିଏ କିନ୍ତୁ ଷ୍ଟାର୍ ଦି’ ଜଣ । ଫଟୋରେ ଯାହା ଦେଖୁଛନ୍ତି ସେହି ଦୁଇଜଣଙ୍କ ନାଁ ଯଦି ଏକାଠି ଉଚ୍ଚାରଣ କରିବେ ତେବେ ତାହା ପ୍ରମାଣିତ!-->…
ଦିଦି ଆସୁଛନ୍ତି biswabijayee Apr 13, 2022 ମନୋରଞ୍ଜନ ଜୀସାର୍ଥକ ଫିଲ୍ମସ୍ ଓଡ଼ିଆ ଦର୍ଶକମାନଙ୍କୁ ଗୋଟିଏ ପରେ ଗୋଟିଏ ହିଟ୍ ଚଳଚ୍ଚିତ୍ର ଦେଇ ଚାଲିଛି । ଏଇ ରବିବାର ମାନେ ଆସନ୍ତା ୧୭ ତାରିଖ!-->…
ସୁଧୀରଙ୍କ ସ୍ୱପ୍ନ biswabijayee Apr 13, 2022 ମନୋରଞ୍ଜନ ଟେଲି ଦୁନିଆ ମାଧ୍ୟମରେ ଅଭିନୟରେ ପାଦ ରଖିଥିବା ଯୁବପିଢ଼ିଙ୍କ ଭିତରେ ଆଉ ଜଣେ ନବ ପ୍ରତିଭା । ନାଁ ତାଙ୍କର ସୁଧୀର କୁମାର ଲେଙ୍କା ।!-->…
ମାଡ଼ି ଆସୁଛି ‘କେଜିଏଫ୍-୨’ ସୁନାମି biswabijayee Apr 13, 2022 ମନୋରଞ୍ଜନ ସାରା ଭାରତରେ ଏବେ ଝଡ଼ ନୁହେଁ, କେଜିଏଫ୍ ସୁନାମି ମାଡ଼ି ଆସୁଛି । ଆସନ୍ତା ୧୪ରେ ମୁକ୍ତିଲାଭ କରିବାକୁ ଯାଉଥିବା ଏହି କନ୍ନଡ଼ ସିନେମା!-->…
ଡ୍ରାଇଭର ମହାସଂଘର ବିକ୍ଷୋଭ biswabijayee Apr 13, 2022 ଓଡ଼ିଶା ରାୟଗଡ଼ା,(ବି.ବି.ନୁ୍ୟଜ): ୧୧ ଦଫା ଦାବି ପୂରଣ ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ!-->…
ନିଅାଁର ଅାଁରେ ଜଙ୍ଗଲ biswabijayee Apr 13, 2022 ଅନ୍ୟାନ୍ୟ ରାୟଗଡ଼ା,(ବି.ବି.ନୁ୍ୟଜ): ହୁ ହୁ ହୋଇ ଜଳୁଛି ଜଙ୍ଗଲ ଏବଂ ପୋଡ଼ି ପାଉଁଶ ହୋଇଯାଉଛି ଅନାଦି କାଳର ମୂଲ୍ୟବାନ ଗଛ । ସଚେତନତା ଅଭାବରୁ କେହି!-->…
ଲକ୍ଷାଧିକ ଟଙ୍କାର ମାଙ୍ଗାନିଜ ପଥର ଜବତ biswabijayee Apr 13, 2022 ଅନ୍ୟାନ୍ୟ ଲକ୍ଷ୍ମୀପୁର,(ବି.ବି.ନୁ୍ୟଜ): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ର କୁଟିଙ୍ଗା ଗାଁ ନିକଟରେ ଗଚ୍ଛିତ ଥିବା ମାଙ୍ଗାନିଜ ପଥରକୁ ଚାଲାଣ!-->…
ଯୁବକଙ୍କ ସନେ୍ଦହଜନକ ମୃତୁ୍ୟ biswabijayee Apr 13, 2022 ଅନ୍ୟାନ୍ୟ ଦଶମନ୍ତପୁର,(ବି.ବି.ନୁ୍ୟଜ): ମଦ ବ୍ୟବସାୟୀଙ୍କ ଘର ଅଗଣାରେ ଜଣେ ଯୁବକଙ୍କ ସନେ୍ଦହଜନକ ମୃତୁ୍ୟକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି ।!-->…