ଗାନ୍ଧିଜୀଙ୍କର ୧୫୦ ଜୟନ୍ତୀ ଅବସରରେ ଫଟୋ ପ୍ରଦର୍ଶନୀ ଅନୁଷ୍ଠିତ biswabijayee Oct 1, 2019 ଟ୍ୟୁଇନ୍ ସିଟ ଭୁବନେଶ୍ୱର : ଜାତିର ପିତା ମହାତ୍ମା ଗାନ୍ଧିଙ୍କର ୧୫୦ ଜୟନ୍ତୀ ଅବସରରେ ଭୁବନେଶ୍ୱର ସ୍ଥିତି ଇନଷ୍ଟିଟ୍ୟୁଟ ଅଫ୍ ଇଞ୍ଜିନିୟରସ୍ ରେ ଏକ!-->…
ଅର୍ଥ ହେରଫେର ମାମଲାରେ ମୁମ୍ବଇ କ୍ରାଇମବ୍ରାଞ୍ଚ ଦ୍ୱାରା କ୍ଷୀରୋଦ ମଲ୍ଲିକ ଗିରଫ biswabijayee Oct 1, 2019 ଅପରାଧ ଭୁବନେଶ୍ୱର : ଅର୍ଥ ହେରଫେର ମାମଲାରେ କ୍ଷୀରୋଦ ମଲ୍ଲିକ ଗିରଫ । ସମ୍ବଲପୁରରେ ଚାଲିଥିବା ଏନ୍ଜିଓ ବିଶ୍ୱର ମୁଖ୍ୟ ହେଉଛନ୍ତି କ୍ଷୀରୋଦ!-->…
ସ୍ଥାନୀୟ ବିଜେଡି ନେତା ପୁଲିସକୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ biswabijayee Oct 1, 2019 ଅନ୍ୟାନ୍ୟ ଝାରସୁଗୁଡା: ପୁଲିସ ଗାଡି ଯାଞ୍ଚ କରୁଥିବାବେଳେ ଶାସକ ଦଳର ଜୈନେକ ବିଧାୟକଙ୍କ ପାଖ ଲୋକ ଓ ସ୍ଥାନୀୟ ବିଜେଡି ନେତା ପୁଲିସକୁ ଦୁର୍ବ୍ୟବହାର!-->…
ନଦୀ ପୋଲ ଉପରୁ ଖସିପଡି ଯୁବକଙ୍କ ମୃତ୍ୟୁ, ଘରୋଇ କଳହରୁ ଆତ୍ମହତ୍ୟା biswabijayee Oct 1, 2019 ଅପରାଧ ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଖଡଖାଇ ନଦୀ ପୋଲ ଉପରୁ ପଡି ଯୁବକଙ୍କ ମୃତ୍ୟୁ ହୋଇଛି । ତେବେ ଯୁବକ ଜଣଙ୍କ ପୋଲ ଉପରୁ!-->…
କୋଇଲା ବୋଝେଇ ଟ୍ରେନର ୧୦ ବଗି ଲାଇନ୍ଚୁ୍ୟତ biswabijayee Oct 1, 2019 ଅନ୍ୟାନ୍ୟ ତିହିଡି,(ବି.ବି.ନୁ୍ୟଜ୍): ଆଜି ଭଦ୍ରକ-ଧାମରା ରେଳପଥରେ ଘଟିଛି ଏକ ବଡ ଧରଣର ଦୁର୍ଘଟଣା । ଏକ କୋଇଲା ବୋଝଇ ମାଲବାହୀ ଟ୍ରେନ୍ରୁ ୧୦ଟି!-->…
ଓଟିରେ ଗର୍ଭବତୀ, ଡାକ୍ତରାଣୀ ଛୁ biswabijayee Oct 1, 2019 ଅନ୍ୟାନ୍ୟ ଜୟପୁର,(ବି.ବି.ବୁ୍ୟରୋ): ପୁଣି ବିବାଦରେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସସ୍ମିତା ଦାସ । ତାଙ୍କୁ ନେଇ ଆଜି ଜିଲ୍ଲା ମୁଖ୍ୟ!-->…
ଫାଇନାନ୍ସ କମ୍ପାନି କର୍ମଚାରୀଙ୍କଠୁ ଲୁଟ୍ ମାମଲା:୫ ଡକାୟତ ଗିରଫ biswabijayee Oct 1, 2019 ଅପରାଧ ଜୟପୁର,(ବି.ବି.ନୁ୍ୟଜ୍): ଏକ ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ଆକ୍ରମଣ କରି ଟଙ୍କା ଲୁଟ୍ ମାମଲାରେ ପୁଲିସ ୫ ଜଣଙ୍କୁ ଗିରଫ!-->…
ଫସଲରେ ରୋଗପୋକ ଦମନ କରୁଛି କରଡା ପତ୍ର biswabijayee Oct 1, 2019 ଓଡ଼ିଶା ମାଲକାନଗିରି,(ବି.ବି.ନୁ୍ୟଜ୍): କରଡା ପତ୍ରରେ ହେଉଛି ଫସଲରୁ ରୋଗପୋକ ଦମନ । ପାରମ୍ପରିକ ପଦ୍ଧତିରେ ମାଲକାନଗିରି ଜିଲ୍ଲାର ଚାଷୀମାନେ!-->…
୪ ଘଣ୍ଟା ରେଳ ରୋକିଲେ ଚାଷୀ biswabijayee Oct 1, 2019 ଅନ୍ୟାନ୍ୟ ବାମରା,(ବି.ବି.ନୁ୍ୟଜ୍): ୨୦୧୮-୧୯ର ବକେୟା ବୀମା କ୍ଷତିପୂରଣ, ଜଳସେଚନ ସୁବିଧା, ମାର୍କେଟ ୟାଡର଼୍ରେ ଦୁର୍ନୀତି, ନକଲି ଔଷଧ ଓ ବିହନ!-->…
ବାଇକ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ଦୁଇ ଗୁରୁତର biswabijayee Oct 1, 2019 ଅପରାଧ ସୋର : ବାଲେଶ୍ବର ଜିଲ୍ଲା ଖଇରା ଥାନା ଔପଦା-ଖଇରା ରାସ୍ତା ଘୋଡା ଛକରେ ବାଇକ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ!-->…