ନର୍ସ ନିହାରୀକା ହତ୍ୟାକାଣ୍ଡ:ସରିଲା ରିମାଣ୍ଡ୍ ଅବଧି, ଜେଲ୍ ଗଲା ରାଜା biswabijayee Sep 25, 2019 ଅପରାଧ ଜଗତସିଂହପୁର,(ବି.ବି.ନୁ୍ୟଜ୍): ନର୍ସ ରୂପାଲି ଓରଫ ନିହାରିକା ପାତ୍ର ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇ ତିନି ଦିନିଆ ପୁଲିସ ରିମାଣ୍ଡରେ!-->…
ସରିଲା ନିଶା ମାଫିଆ ଶେଖ ରାଜାର ରିମାଣ୍ଡ:ଟ୍ରଲର୍ରେ ଚାଲିଥିଲା ନିଶା ବେପାର biswabijayee Sep 25, 2019 ଅପରାଧ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବାଲେଶ୍ୱରର ବୋଲରାମ ଗଡ଼ି ତଟରେ ଲାଗୁଥିଲା ମାଛଧରା ଟ୍ରଲର । ଟ୍ରଲରଟି ସମୁଦ୍ର ପଥରେ ମୁହାଁଉଥିଲା ସିଧା!-->…
ଆତଙ୍କୀଙ୍କ ଟାର୍ଗେଟରେ ମୋଦି, ଡୋଭାଲ biswabijayee Sep 25, 2019 ଦେଶବିଦେଶ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆତଙ୍କବାଦୀଙ୍କ ଟାର୍ଗେଟରେ ।!-->…
ଡାକ୍ତରମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ:ଜନସାଧାରଣ ପ୍ରକୃତ ମାଲିକ, ଉତ୍ତମ ସେବା ଦିଅ biswabijayee Sep 25, 2019 ଟ୍ୟୁଇନ୍ ସିଟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଲୋକଙ୍କ ପଇସାରେ ସରକାର ଚାଲୁଛି । ଜନସାଧାରଣଙ୍କ କଲ୍ୟାଣ ପାଇଁ ତାଙ୍କ ପ୍ରଦତ୍ତ ପାଣ୍ଠିରେ ମେଡିକାଲ!-->…
୬ ଆନ୍ତଃରାଜ୍ୟ ଡକାୟତ ଗିରଫ biswabijayee Sep 25, 2019 ଅପରାଧ ତୁରୁମୁଙ୍ଗା,(ବି.ବି.ନୁ୍ୟଜ୍):କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ବିଗତ କିଛି ବର୍ଷ ହେଲା ଓଡ଼ିଶା!-->…
ପ୍ରେମିକା ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରି ପ୍ରେମିକ ଗିରଫ biswabijayee Sep 25, 2019 ଅପରାଧ ବାରିପଦା,(ବି.ବି.ନୁ୍ୟଜ୍): ଜଣେ ଯୁବତୀଙ୍କ ସହିତ ପ୍ରେମ ସଂପର୍କ ରଖି ସେr ଓ ତା’ପରେ ସେହି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରି!-->…
ବାଲେଶ୍ୱରରେ ପାଖ ଛାଡୁନି ଡେଙ୍ଗୁ biswabijayee Sep 25, 2019 ଓଡ଼ିଶା ବାଲେଶ୍ୱର,(ବି.ବି.ନୁ୍ୟଜ୍):ବାଲେଶ୍ୱର ଜିଲ୍ଲାରେ ବୋଲ ମାନୁନି ଡେଙ୍ଗୁ । ସଚେତନତା ସତ୍ତେ୍ୱ ଜିଲ୍ଲାରେ ବଢ଼ୁଛି ରୋଗୀ ସଂଖ୍ୟା ।!-->…
ମତ୍ସ୍ୟଜୀବୀଙ୍କ ଜାଲରେ “ହ୍ୱେଲ ସାର୍କ’:୧୦୭ କିଲୋ, ୭ ଲକ୍ଷରେ ବିକ୍ରି biswabijayee Sep 25, 2019 ଅନ୍ୟାନ୍ୟ ଧାମରା,(ବି.ବି.ନୁ୍ୟଜ୍): ଚଳିତ ବର୍ଷ ଜାଲରେ ଇଲିସି ପଡ଼ୁନ ଥିବାରୁ ଧୀବରଙ୍କ ଆୟ ହ୍ରାସ ପାଇଛି । ମନମାରି ଧାମରା ଅଞ୍ଚଳର ଧୀବରମାନେ!-->…
ପାଇଖାନା ଟାଙ୍କିରେ ଜୀବନ ଗଲା biswabijayee Sep 25, 2019 ଅପରାଧ କୋଟପାଡ,(ବି.ବି.ନୁ୍ୟଜ୍): ପାଇଖାନା ଟାଙ୍କି ନିର୍ମାଣ ବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ଶ୍ରମିକଙ୍କ ମୃତୁ୍ୟ ହୋଇଛି ଓ ଅନ୍ୟ ଜଣେ ଗୁରୁତର!-->…
ଡୁଡୁମାରୁ ଏଥର “ପରବ’ ଶୁଭାରମ୍ଭ biswabijayee Sep 25, 2019 ଓଡ଼ିଶା କୋରାପୁଟ,(ବି.ବି.ନୁ୍ୟଜ୍): ଏଥର ଲମତାପୁଟ ବ୍ଲକର ପ୍ରତିÂିତ ପର୍ଯ୍ୟଟନସ୍ଥଳି ଡୁଡୁମାରୁ ଶୁଭାରମ୍ଭ ହେବ ଜିଲ୍ଲା ଲୋକ ମହୋତ୍ସବ!-->…