ବାଦ ବିବାଦ ପରେ ଆରମ୍ଭ ହେଲା ନୂଆଡିହିର ଟୋଲ ପ୍ଲାଜା biswabijayee Sep 24, 2019 ଅନ୍ୟାନ୍ୟ ବ୍ରଜରାଜନଗର: ବହୁ ବାଦ ବିବାଦ ପରେ ଆଜି ଠାରୁ ଆରମ୍ଭ ହେଲା ନୂଆଡିହିର ଟୋଲ ପ୍ଲାଜା ଜ୍ଝ୪୯ ନମ୍ବର ଜାତୀୟ ରାଜପଥର କନକତୋରା ଠାରୁ!-->…
ସ୍କୁଲ ହତାଭିତିରୁ କୁମ୍ଭୀର ଉଦ୍ଧାର biswabijayee Sep 24, 2019 ଅନ୍ୟାନ୍ୟ ବୌଦ୍ଧ : ସ୍କୁଲ ହତା ଭିତରେ କୁମ୍ଭୀର। ଦିନେ କିମ୍ବା ଦୁଇ ଦିନ ନୁହେଁ ଦୀର୍ଘ ୧୭ ଦିନ ଧରି ସ୍କୁଲ ପଛପଟରେ ଥିବା କୁମ୍ଭୀର ୧୭ ଦିନ ପରେ!-->…
ନର୍ସ ନିହାରିକାଙ୍କ ଘରେ ତଦନ୍ତ କଲେ ଜଗତସିଂହପୁର ଏସ୍ପି biswabijayee Sep 24, 2019 ଅପରାଧ ଜଗତସିଂହପୁର : ନର୍ସ ନିହାରିକା ହତ୍ୟା ଘଟଣାର ତଦନ୍ତ ଲାଗି ମୃତ ନିହାରିକାଙ୍କ ଘର ଭିଙ୍ଗାରପୁରରେ ପହଁଞ୍ଚି ତଦନ୍ତ କରିଛନ୍ତି!-->…
ଉକ୍ରର୍ଶ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ଲିମିଟେଡ୍ ସମ୍ପର୍କରେ biswabijayee Sep 24, 2019 ଅନ୍ୟାନ୍ୟ ଭୁବନେଶ୍ୱର: ଉକ୍ରର୍ଷ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ଲିମିଟେଡ୍ ଏକ ନିୟମିତ ବାଣିଜି୍ୟକ ବ୍ୟାଙ୍କ, ଭାରତୀୟ ରିଜର୍ଭ ବ୍ୟାଙ୍କର!-->…
କେନ୍ଦ୍ରୀୟ ଯୋଜନା ହଡପ ଅଭିଯୋଗ:୨୭ରେ ବ୍ଲକ ଓ ମୁ୍ୟନିସପାଲିଟି ଘେରାଉ କରିବ ବିଜେପି biswabijayee Sep 23, 2019 ଟ୍ୟୁଇନ୍ ସିଟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟ ସରକାର କ୍ରମାଗତ ଭାବରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ନିଜ ନାଁରେ କରି ରାଜ୍ୟବାସୀଙ୍କୁ!-->…
ଜାତିସଂଘ ଜଳବାୟୁ ସମ୍ମିଳନୀରେ ମୋଦି:ଏବେ କଥା ନୁହେଁ, କାମ କରିବାର ବେଳ biswabijayee Sep 23, 2019 ଦେଶବିଦେଶ ନୁ୍ୟୟର୍କ: ଜଳବାୟୁ ପରିବର୍ତ୍ତନର ମୁକାବିଲା ଓ ପରିବେଶ ସୁରକ୍ଷା ଦିଗରେ ଭାରତ ପଦକ୍ଷେପ ନେଉଛି । ଦେଶରେ ସିଙ୍ଗଲ ୟୁଜ (ଥରେ ମାତ୍ର!-->…
ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ପ୍ରସ୍ତାବ:ସବୁ ଜରୁରି କାମ ପାଇଁ ଗୋଟିଏ କାର୍ଡ biswabijayee Sep 23, 2019 ଦେଶବିଦେଶ ନୂଆଦିଲ୍ଲୀ: ଆଧାର କାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ବ୍ୟାଙ୍କ ଖାତା, ଭୋଟର ପରିଚୟ ପତ୍ର ଆଦି ପାଇଁ ଆପଣଙ୍କୁ ଭବିଷ୍ୟତରେ ଆଉ!-->…
ଇସ୍ପାତ ଶିଳ୍ପର ‘ଚିନ୍ତନ ଶିବିର’ କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର biswabijayee Sep 23, 2019 ଟ୍ୟୁଇନ୍ ସିଟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆଗାମୀ ଦିନରେ ଭାରତର ମୁଣ୍ଡ ପିଛା ଇସ୍ପାତ ବ୍ୟବହାର ଦ୍ରୁତ ବେଗରେ ବଢ଼ିବାକୁ ଯାଉଛି । ଏହା ଦେଶର ଇସ୍ପାତ!-->…
ନିବେଶର ନୂଆ ଆଶା biswabijayee Sep 23, 2019 ଟ୍ୟୁଇନ୍ ସିଟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶା ଶିଳ୍ପାୟନରେ ପୁଣିଥରେ ‘କୋରିଆ’ ପୂର୍ଣ୍ଣିମା ଚାନ୍ଦ ଦେଖାଦେବ । ପୁଞ୍ଜିନିବେଶର ସୁଅ ଛୁଟିବ ।!-->…
ନର୍ସ ରୂପାଲି ହତ୍ୟାକାଣ୍ଡ: କିଶୋରକୁ ୩ ଦିନ ରିମାଣ୍ଡ୍ରେ ନେଲା ପୁଲିସ biswabijayee Sep 23, 2019 ଅପରାଧ ଜଗତସିଂହପୁର,(ବି.ବି.ନୁ୍ୟଜ୍): ନର୍ସ ନିହାରିକା ପାତ୍ର(ରୂପାଲି) ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ତାଙ୍କ ବୟଫ୍ରେଣ୍ଡ୍ ବିରିଡ଼ି!-->…