ଅସ୍ୱଭାବିକ ଭାବେ ଶିଶୁର ଶରୀର ଫୁଲୁଛି : ପାଠ ପଢାରେ ଡୋରୀ, ଚିକିତ୍ସା ପାଇଁ ଅର୍ଥ ବାଧକ biswabijayee Sep 15, 2019 ଓଡ଼ିଶା ନବରଙ୍ଗପୁର,(ବି.ବି.ନୁ୍ୟଜ୍): ଅସ୍ୱଭାବିକ ଭାବେ ଶିଶୁର ଶରୀର ଫୁଲୁଛି ।ଶରୀର ଫୁଲିବା ସହିତ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ ଚାଲିବୁଲି!-->…
ବିଦୁ୍ୟତ୍ ତାର ସ୍ପର୍ଶରେ ଯୁବକ ମୃତ:ଚିକିତ୍ସା ନକରି ଖତଗଦାରେ ପୋତିଲେ biswabijayee Sep 15, 2019 ଅପରାଧ ଭଞ୍ଜନଗର, (ବି.ବି.ନୁ୍ୟଜ୍): ବାର୍ହା ବିପôାତରୁ ନିସ୍ତାର ପାଇଁ ଚାଷ ଜମିରେ ବିଛା ଯାଇଥିବା ବିଦୁ୍ୟତ୍ ତାର ସଂସ୍ପର୍ଶରେ ଆସି ଜଣେ!-->…
ଦ୍ୱିତୀୟ ଏନ୍କାଉଣ୍ଟର: ପୁଲିସ ପଞ୍ଝାରେ ଅପରାଧୀ ପ୍ରମୋଦ biswabijayee Sep 15, 2019 ଅନ୍ୟାନ୍ୟ ଛତ୍ରପୁର,(ବି.ବି.ନୁ୍ୟଜ୍): ଚବିଶ ଘଣ୍ଟା ନପୂରୁଣୁ ଗଞ୍ଜାମ ପୁଲିସର ଦ୍ୱିତୀୟ ଏନ୍କାଉଣ୍ଟର । ଗଞ୍ଜାମ ଥାନା ପୁଇଁତୋଳା ଗ୍ରାମର ପ୍ରମୋଦ!-->…
ଅଟକିଛି ମାଲେସିଆ ଜାହାଜ : ଉଦ୍ଧାର ପାଇଁ ଆସିଲା ସିଙ୍ଗାପୁରରୁ ଜାହାଜ biswabijayee Sep 14, 2019 ଓଡ଼ିଶା ପୁରୀ,(ବି.ବି.ନୁ୍ୟଜ୍): ମାଲେସିଆର ଜାହାଜକୁ ଉଦ୍ଧାର କରିବାକୁ ସିଙ୍ଗାପୁରରୁ ଆସି ପହଞ୍ଚିଛି ଏକ ସ୍ୱତନ୍ତ୍ର ଜାହାଜ । ଜାହାଜରେ!-->…
ପ୍ରଦର୍ଶନୀରୁ ଚୋରି ହେଲା ସୁନାର କମୋଡ biswabijayee Sep 14, 2019 ଅପରାଧ ଲଣ୍ଡନ: ବ୍ରିଟେନର ରାଜଧାନୀ ଲଣ୍ଡନ ସ୍ଥିତ ବ୍ଲେନହେମ ପ୍ୟାଲେସ( ୟୁନିସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟ ସ୍ଥଳୀ ଭାବେ ମାନ୍ୟତା ପ୍ରାପ୍ତ)ରେ!-->…
ମୋଦିଙ୍କ ର୍ୟାଲିରେ ଯୋଗ ଦେବେ ଟ୍ରମ୍ପ biswabijayee Sep 14, 2019 ଦେଶବିଦେଶ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସରେ ଜାତିସଂଘର ସାଧାରଣ ଅଧିବେଶନ ବୈଠକରେ ଯୋଗ ଦେବାକୁ ଆମେରିକା ଗସ୍ତରେ ଯିବେ ।!-->…
ବିଦୁ୍ୟତ୍ ଆଘାତରେ ଯୁବକଙ୍କ ମୃତୁ୍ୟ,ଟ୍ରଲିରେ ବୁହାହେଲା ମୃତଦେହ biswabijayee Sep 14, 2019 ଅପରାଧ ବାଙ୍କୀ,(ବି.ବି.ନୁ୍ୟଜ୍): ବାଙ୍କୀ ଏନ୍ଏସି ଅଞ୍ଚଳରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି । ଆର୍ଥିକ ଅନଟନ କାରଣରୁ ଜଣେ ଯୁବକଙ୍କ!-->…
ଲୋକାର୍ପଣ କଲେ ଧର୍ମେନ୍ଦ୍ର:୧୮୪ ଶ୍ରେଣୀ ଗୃହ ହେଲା ସ୍ମାର୍ଟ biswabijayee Sep 14, 2019 ଟ୍ୟୁଇନ୍ ସିଟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): କଟକ, ଖୋର୍ଦ୍ଧା ଓ ଭୁବନେଶ୍ୱରରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ଶ୍ରେଣୀଗୃହକୁ ସ୍ମାର୍ଟ କ୍ଲାସରୁମ୍ର!-->…
ଗାନ୍ଧି ଜୟନ୍ତୀରୁ ‘ମୋ ସରକାର’ :ଥାନା ଆଇଆଇସିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ,ଭଲ କାମ କଲେ… biswabijayee Sep 14, 2019 ଅନ୍ୟାନ୍ୟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଜନସାଧାରଣ ହେଉଛନ୍ତି ପ୍ରକୃତ ସରକାର । ସେମାନଙ୍କ ଅର୍ଥରେ ପ୍ରଶାସନ ଚାଲୁଛି । ଥାନା ଚାଲୁଛି । ମୋ ସରକାର!-->…
ଅର୍ଥନୀତି ପାଇଁ ପୁଣି ଭିଟାମିନ biswabijayee Sep 14, 2019 ଟ୍ୟୁଇନ୍ ସିଟ ନୂଆଦିଲ୍ଲୀ: ଘରୋଇ ଅର୍ଥନୀତିର ଅଣ୍ଟା ସଳଖିବା ପାଇଁ ପୁଣି ଭିଟାମିନ୍ ଦେଇଛନ୍ତି କେନ୍ଦ୍ର ସରକାର । ଏଥର ରପ୍ତାନି ଓ ଗୃହ କ୍ଷେତ୍ରକୁ!-->…