ଦେବଦୂତ ସାଜିଲେ ଯବାନ ,୫ କିମି କାନ୍ଧରେ ବୋହି ବୃଦ୍ଧାଙ୍କୁ ଘରେ ଛାଡ଼ିଲେ

ନୂଆପଡ଼ା,(ବି.ବି.ନୁ୍ୟଜ୍): ଦେଶର ସୀମାନ୍ତ ହେଉକି ମାଓ ଅଧ୍ୟୁଷିତ ଘଞ୍ଚ ଜଙ୍ଗଲ, ଭାରତୀୟ ଯବାନ ସବୁଠି ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ

୪ଦିନ ହେଲା ମଧ୍ୟାହ୍ନ ଭୋଜନ ବନ୍ଦ:ଆନେ୍ଦାଳନକୁ ଓହ୍ଲାଇଲେ ହଷ୍ଟେଲ ଛାତ୍ରୀ

ମାଥିଲି,(ବି.ବି.ନୁ୍ୟଜ୍): ମାଲକାନଗିରି ଜିଲ୍ଲା ଶିକ୍ଷା ବିଭାଗକୁ ଅବ୍ୟବସ୍ଥା ପିଛା ଛାଡୁନି । କେଉଁଠି ଛାତ୍ରଛାତ୍ରୀ ଶିକ୍ଷକଙ୍କ

ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ଅଭିଯୋଗ :ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼

ବାସୁଦେବପୁର,(ବି.ବି.ନୁ୍ୟଜ୍): ଖୁଣ୍ଟରେ ବାନ୍ଧି ରାତି ତମାମ ମାଡ଼ । ସକାଳେ ଜରିମାନା । ୫ ହଜାର କି ୧୦ ହଜାର ନୁହଁ । ଏକାଥରକେ ୨ ଲକ୍ଷ

ବୁଲା ଗୋରୁ ପ୍ରସଙ୍ଗରେ କଠୋର ହେଲା ବିଏମ୍ସି:ରାସ୍ତାରୁ ଉଠାଇ ୫ ଗାଈ ଦାନ କଲା

ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ରାସ୍ତାରେ ବୁଲାଗୋରୁ ପ୍ରସଙ୍ଗରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ବ୍ରହ୍ମପୁର ମହାନଗର ନିଗମ । ଦୁଇ ମାସ

ସୁନ୍ଦରଗଡ଼ରେ ଡାହାଣୀ ସନେ୍ଦହରେ ମହିଳାଙ୍କୁ ହତ୍ୟା, ଶିଶୁ କନ୍ୟା ନିଖୋଜ

ଲହୁଣିପଡ଼ା,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ରାବଣଝୁଲା ବସ୍ତିର ଗାଇଡେଗାପଡ଼ାରେ ଗତ ୯ ତାରିଖ

ଛୁଟିଦିନରେ ଖୋଲା ରହିବ ଆର୍ଟିଓ ଅଫିସ, ଡ୍ରାଇଭିଂ ଲାଇସେନ୍ସ ପାଇଁ ସ୍ଲଟ୍ ବଢ଼ିବ

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଏଣିକି ସରକାରୀ ଛୁଟିରେ ଦିନରେ ବି ଖୋଲା ରହିବ ଆଞ୍ଚଳିକ ପରିବହନ ଅଧିକାରୀ (ଆର୍ଟିଓ) ଅଫିସ୍ । ଏଭଳି
Show Buttons
Hide Buttons