Browsing Category
ଅନ୍ୟାନ୍ୟ
ଟିକାକରଣ ବନ୍ଦ ନେଇ ଅସନ୍ତୋଷ
ଭୁବନ,(ବି.ବି.ନୁ୍ୟଜ): ମହାମାରୀ କରୋନା କାୟା ବିସ୍ତାର କରିଚାଲିଛି । କରୋନାର ଦ୍ୱିତୀୟ ଲହରି ଦେଖାଦେଇଥିବା ବେଳେ ଜିଲ୍ଲାରେ!-->!-->!-->…
ଢେଙ୍କାନାଳ କଲେଜ ଛାତ୍ରଛାତ୍ରୀଙ୍କ ଆନେ୍ଦାଳନ
ଢେଙ୍କାନାଳ,(ବି.ବି.ନୁ୍ୟଜ): ସମ୍ପ୍ରତି ସାରା ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ଦୃଷ୍ଟିରେ!-->!-->!-->…
କୋଭିିଡ୍ କଟକଣା, ସୂର୍ଯ୍ୟମନ୍ଦିର ବନ୍ଦ
କୋଣାର୍କ, (ବି.ବି.ନୁ୍ୟଜ): କରୋନାର ଦ୍ୱିତୀୟ ଲହରୀ କାୟାବିସ୍ତାର କରିଚାଲିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ମେ ୧୫ତାରିଖ!-->!-->!-->…
ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ସ୍ଥଗିତ, ନିର୍ଦ୍ଦେଶ ଦେଲେ…
ଭୁବନେଶ୍ବର : ରାଜ୍ୟରେ ସ୍ଥଗିତ ରହିଲା ଦଶମ ଏବଂ ଦ୍ବାଦଶ ଶ୍ରେଶୀ ପରୀକ୍ଷା । ରାଜ୍ୟର ସମସ୍ତ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବା!-->!-->!-->…
ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
କଟକ,(ବି.ବି.ବୁ୍ୟରୋ): ରାଜ୍ୟ ସରକାର ଏକ ଆଦର୍ଶ ନିଯୁକ୍ତିଦାତା ହିସାବରେ ତାଙ୍କ ପ୍ରତିଶ୍ରୁତି ପୂରଣ କରିବା କଥା । ଯଦି ଜଣେ!-->!-->!-->…
ଭକ୍ତଙ୍କ ଦ୍ୱାରା ଚିକିତ୍ସାଳୟ ଲୋକାର୍ପିତ
ପୁରୀ,(ବି.ବି.ନୁ୍ୟଜ): ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ଭକ୍ତଙ୍କ ପାଇଁ ଉଦ୍ଧିଷ୍ଟ କଣ୍ଟେନର ଚିକିତ୍ସାଳୟକୁ ଦୁଇ ଜଣ ଭକ୍ତ ବୁଧବାର!-->!-->!-->…
‘ପର୍ଯ୍ୟଟନର ମାନକୁ ଉଦ୍ଧ୍ୱର୍କୁ ନେବ ଜଳକ୍ରୀଡ଼ା’
କଟକ,(ବି.ବି.ବୁ୍ୟରୋ): ଜଳରାଶି ଅନ୍ତର୍ଭୁକ୍ତ ରାଜ୍ୟର ପର୍ଯ୍ୟଟନ ସମ୍ଭାବନାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି । ଏହାର!-->!-->!-->…
ପୂର୍ବତନ କ୍ରିକେଟ ଖେଳାଳି ସୌମିତ୍ର ପ୍ରସାଦଙ୍କ ଦେହାନ୍ତ
ବାରିପଦା,(ବି.ବି.ନୁ୍ୟଜ): କରୋନା ତାର କାୟା ବିସ୍ତାର କରି ଚାଲିଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ପାଇଁ ପୁଣି ଏକ ଦୁଃଖଦ ଖବର ଆଣି!-->!-->!-->…
ପୂଜା ସାମଗ୍ରୀ ଚୋରି କଲେ ବୋଲି କଙ୍ଗାରୁ କୋର୍ଟରେ ଚପଲମାଳା…
ବଲାଙ୍ଗିର,(ଗୁପ୍ତେଶ୍ୱର ପୁଷ୍ଟିଙ୍କ ରିପୋର୍ଟ): ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ବ୍ରାହ୍ମଣୀଡୁଙ୍ଗୁରି ଗାଁରେ ସାମାନ୍ୟ ପୂଜା!-->!-->!-->…
ଯୁବ ଶିକ୍ଷକଙ୍କ ପରଲୋକ
କର୍ଲାମୁଣ୍ଡା,(ବି.ବି.ନୁ୍ୟଜ): କର୍ଲାମୁଣ୍ଡା ବ୍ଲକର ରିଷିଡ଼ାର ଯୁବଶିକ୍ଷକ ତଥା ଅଭିନେତା ଓ କ୍ରୀଡାବିତ ବୃହସ୍ପତି ଭୋଇ(୪୫)ଙ୍କ!-->!-->!-->…

