Browsing Category
ଅନ୍ୟାନ୍ୟ
ଏନସିସି କ୍ୟାମ୍ପରେ ୪୦୦ ଛାତ୍ରଛାତ୍ରୀ ସାମିଲ
ରାୟଗଡ଼ା,(ବି.ବି.ନୁ୍ୟଜ): ରାୟଗଡ଼ା ଠାରେ ଆଜି ଦିନିକିଆ ଏନସିସି କ୍ୟାମ୍ପ ଅନୁÂିତ ହୋଇଛି । ଏହି କ୍ୟାମ୍ପରେ ୬ଟି ଜିଲ୍ଲାର ୪୦୦!-->!-->!-->…
କୋଟିଆରେ ଶିକ୍ଷା ଉପକରଣ ବଣ୍ଟନ ପାଇଁ ଆନ୍ଧ୍ରର ଉଦ୍ୟମ
କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): କୋଟିଆ ପଞ୍ଚାୟତରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଉପକରଣ ବଣ୍ଟନ ପାଇଁ ଆନ୍ଧ୍ର ପକ୍ଷରୁ!-->!-->!-->…
ବିକାଶରେ ଆନ୍ଧ୍ରଠୁ ପଛରେ ଓଡ଼ିଶା
କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): ବିବାଦୀୟ କୋଟିଆ ପଞ୍ଚାୟତର ୨୧ ଖଣ୍ଡ ଗାଁ ମଧ୍ୟରେ ରହିଛି ସୀମାନ୍ତ ନେରେଡ଼ିବାଲ୍ସା ।!-->!-->!-->…
କରୋନା ସଂକ୍ରମଣ ଆଶଙ୍କା:ଚନ୍ଦାହାଣ୍ଡି ସାପ୍ତାହିକ ହାଟ ବନ୍ଦ
ଚନ୍ଦାହାଣ୍ଡି,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ଏଠାରେ ଜଣେ ବ୍ୟକ୍ତି କରୋନା ସଂକ୍ରମିତ ଜଣାପଡିବା ପରେ ପ୍ରଶାସନ ପକ୍ଷରୁ ଶନିବାର!-->!-->!-->…
ବର ଆସିଲାନି, ରହିଗଲା ମଙ୍ଗୁଳା କନ୍ୟା
ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ରଙ୍ଗବେରଙ୍ଗ ଫୁଲ ଓ କାଗଜରେ ସଜ୍ଜିତ ହୋଇଥିଲା ବେଦୀ । ବନ୍ଧୁ ବାନ୍ଧବରେ ଘର ପୂରି!-->!-->!-->…
ଗୋÂୀ ଶୌଚାଳୟର ଦାୟିତ୍ୱ ନେବେ ମହିଳା ଏସଏଚଜି
ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋÂୀ ପାଇଁ ଖୁସି ଖବର । ଏଣିକି ସହରରେ ଥିବା ଗୋÂୀ ଶୌଚାଳୟର!-->!-->!-->…
ଓକିଲ ସଂଘର ଶପଥଗ୍ରହଣ
ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): ସ୍ଥାନୀୟ ଓକିଲ ସଂଘର ଶପଥଗ୍ରହଣ କାର୍ଯ୍ୟକ୍ରମ ଅନୁÂିତ ହୋଇଯାଇଛି । ନିର୍ବାଚନ ଅଧିକାରୀ ତଥା!-->!-->!-->…
ଜବରଦଖଲରେ ମୂଲ୍ୟବାନ ଜମି: ପ୍ରଶାସନ ନିରବ
ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): ପ୍ରଶାସନ ଶୋଇଛି । ଏଣେ ଜବରଦଖଲ ହେବାରେ ଲାଗିଛି ଏକର ଏକର ସରକାରୀ ଜମି । ସତୀନଦୀ ନିକଟ!-->!-->!-->…
ବାଲିପଦର କଲେଜ ଅଧ୍ୟାପକ ପଜିଟିଭ୍
ବୁଗୁଡ଼ା,(ବି.ବି.ନୁ୍ୟଜ): ବାଲିପଦର ଆଞ୍ଚଳିକ ମହାବିଦ୍ୟାଳୟର ଜଣେ ଅଧ୍ୟାପକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆସନ୍ତାକାଲି!-->!-->!-->…
୨ ଦିନ ହେଲା ସହରସାରା ଧୂଅାଁ
ଚିତ୍ରକୋଣ୍ଡା,(ବି.ବି.ନୁ୍ୟଜ):ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସହର ଧୂଆଁମୟ ହୋଇଛି । ଗତ ଦୁଇଦିନ ହେଲା ଏହି ଅବସ୍ଥା ଲାଗି!-->!-->!-->…

