Browsing Category
ଅନ୍ୟାନ୍ୟ
ବ୍ୟାଙ୍କ ବନ୍ଦ, ଗ୍ରାହକ ହନ୍ତସନ୍ତ
ମାଲକାନଗିରି,(ବି.ବି.ନୁ୍ୟଜ):ବ୍ୟାଙ୍କ ଘରୋଇକରଣ ଓ ଛଟେଇକୁ ବିରୋଧ କରି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ ପକ୍ଷରୁ!-->!-->!-->…
କୃଷକ ଅଧିକାର ଯାତ୍ରାକୁ ସମ୍ବର୍ଦ୍ଧନା
ମୁନିଗୁଡ଼ା,(ବି.ବି.ନୁ୍ୟଜ): କୃଷି ଆଇନ ପ୍ରତ୍ୟାହାର, ଚାଷୀଙ୍କ ଉପôାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିବା,!-->!-->!-->…
ତାପି ଧରି ଇଟା ଯୋଡ଼ିଲେ ବିଡିଓ
ଝରିଗାଁ,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ତାପି ଧରି ଆବାସ ଯୋଜନା ଘର ଇଟା ଯୋଡେଇ କଲେ ବିଡିଓ । ହିତାଧିକାରୀଙ୍କ ସମସ୍ୟା ବି ପଚାରି!-->!-->!-->…
ଘରପୋଡ଼ିଠୁ ବଢ଼ିଛି ଜଙ୍ଗଲ ପୋଡ଼ି
କୋରାପୁଟ,(ବି.ବି.ନୁ୍ୟଜ): କୋରାପୁଟ ଜିଲ୍ଲାରେ ବିଭିନ୍ନ ଦମକଳ କେନ୍ଦ୍ରରେ କର୍ମଚାରୀ ଅଭାବ ଏବେ ବିଭାଗ ପାଇଁ ମୁଣ୍ଡ ବ୍ୟଥାର କାରଣ!-->!-->!-->…
ଯୋଗାଣ ହେଉନି ପାଣି:ଜମି ଫାଟି ଆଁ, ୫୦ ହେକ୍ଟର ଧାନ ଚାଷ ନଷ୍ଟ
ଜୟପୁର,(ବି.ବି.ନୁ୍ୟଜ): ମାର୍ଚ୍ଚ ମାସରୁ ପାଣି ଅଭାବ । ଜମି ଫାଟି ଆଁ । ହଳଦିଆ ପଡ଼ିଗଲାଣି ଧାନ ଗଛ । କେତେକ ସ୍ଥାନରେ ଜମି ହଳ କରି!-->!-->!-->…
୧୧ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ୍
ଭଦ୍ରକ,(ବି.ବି.ନୁ୍ୟଜ): ଯାହା ଆଶଙ୍କା କରାଯାଉଥିଲା, ତାହା ଏବେ ସତ୍ୟ ହେବାକୁ ଯାଉଛି । କାରଣ ଭଦ୍ରକ ଏବେ ଧଳା ଜହର ବା ବ୍ରାଉନସୁଗର!-->!-->!-->…
ବିବାହିତାଙ୍କ ମୃତୁ୍ୟ ମାମଲାରେ ୩ ଗିରଫ
ଗୁଣପୁର,(ବି.ବି.ନୁ୍ୟଜ): ସ୍ଥାନୀୟ ମୋତିଲାଲ ନଗର ଅଞ୍ଚଳରେ ଗତ ସୋମବାର ଜଣେ ବିବାହିତା ମହିଳାଙ୍କ ସନେ୍ଦହନକ ଅବସ୍ଥାରେ ପୋଡିହୋଇ!-->!-->!-->…
୪ ଦଫା ଦାବି ନେଇ ଆପ୍ ପକ୍ଷରୁ ବିକ୍ଷୋଭ
ରାୟଗଡ଼ା,(ବି.ବି.ନୁ୍ୟଜ): ଆମ ଆଦମୀ ପାର୍ଟି(ଆପ୍) ତରଫରୁ ଆଜି ୪ ଦଫା ଦାବିନେଇ ପୌର କାର୍ଯ୍ୟାଳୟ ଘେରାଉ କରାଯାଇଛି । ଦାବିଗୁଡ଼ିକ!-->!-->!-->…
ସୁନା ବ୍ୟବସାୟୀଙ୍କୁ ହତ୍ୟା ଓ ଲୁଟ ଘଟଣା: ମାଷ୍ଟର ମାଇଣ୍ଡ ସମେତ ୫…
ସୁନ୍ଦରଗଡ଼,(ବି.ବି.ନୁ୍ୟଜ): ଗତ ୧ ତାରିଖ ବଡ଼ଗାଁ ଥାନାରୁ ୫୦୦ ମିଟର ଦୂରରେ ଥିବା ଦୋକାନକୁ ଖୋଲିବା ପାଇଁ ଆସୁଥିବା ସୁନା!-->!-->!-->…
୧୦ ଲକ୍ଷର ଚନ୍ଦନ କାଠ ଜବତ:ଅଭିଯୁକ୍ତ ଗିରଫ
ଚୌଦ୍ୱାର,(ବି.ବି.ନୁ୍ୟଜ): ବର୍ଷେ କିମ୍ବା ଦୁଇ ବର୍ଷ ନୁହେଁ, ଦୀର୍ଷ ବର୍ଷର୍ ହେଲା କଟକରୁ ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ଚନ୍ଦନ!-->!-->!-->…

