Browsing Category
ଅନ୍ୟାନ୍ୟ
ଜଳୁଛି ଜଙ୍ଗଲ, ହତାଶ ବନବିଭାଗ
ବୌଦ୍ଧ,(ବି.ବି.ନୁ୍ୟଜ): ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ କିଛି ଦିନ ହେବ ନିଅାଁ ଲାଗି ବ୍ୟାପକ ଜଙ୍ଗଲ ନଷ୍ଟ ହେଉଥିବା ବେଳେ!-->!-->!-->…
ପାନୀୟଜଳ ପାଇଁ ୨ କିମି ଯାଉଛନ୍ତି ଗ୍ରାମବାସୀ
କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ ଗୁପ୍ତେଶ୍ୱର ପଞ୍ଚାୟତ କେଚଲା ଗାଁ ନାନା!-->!-->!-->…
ପ୍ରଦୀପ ସଭାପତି, ଖ୍ରୀଷ୍ଟଦାନ ସମ୍ପାଦକ
ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ନବରଙ୍ଗପୁର ଜିଲ୍ଲା ପାଷ୍ଟର ସଙ୍ଘ କର୍ମକର୍ତ୍ତା ନିର୍ବାଚନ ଅନୁÂିତ ହୋଇଯାଇଛି ।!-->!-->!-->…
ନାଲକୋ ବିସ୍ଥାପିତ-ପୁଲିସ ମୁହାଁମୁହିଁ
କୋରାପୁଟ,(ବି.ବି.ନୁ୍ୟଜ): କୋରାପୁଟ ଜିଲ୍ଲା ଦାମନଯୋଡ଼ି ନାଲ୍କୋ ବିସ୍ଥାପିତ ଆନେ୍ଦାଳନକାରୀ ଓ ପୁଲିସ ମଧ୍ୟରେ ଆଜି ମୁହାଁମୁହିଁ!-->!-->!-->…
ସ୍କୁଲରୁ ଘରକୁ ଫେରୁଥିଲେ, ଶିକ୍ଷୟିତ୍ରୀଙ୍କ ଉପରେ ମାଡ଼ିଗଲା…
ସୁନ୍ଦରଗଡ଼,(ବି.ବି.ନୁ୍ୟଜ): ସକାଳୁଆ ସ୍କୁଲ ସାରି ଘରକୁ ଫେରୁଥିଲେ ଶିକ୍ଷୟିତ୍ରୀ । ଆଉ ମାତ୍ର ୨୦୦ ମିଟର ଅତିକ୍ରମ କରିଥିଲେ ଘରେ!-->!-->!-->…
ମହୋଦଧି ସ୍ନାନ ବେଳେ ୨ ଯାତ୍ରୀ ଆହତ
ପୁରୀ, (ବି.ବି.ବୁ୍ୟରୋ): ପୁରୀ ମହୋଦଧି ସ୍ନାନ ବେଳେ ଲହଡି ମାଡରେ ଭିତରକୁ ଭାସି ଯାଇଥିବା ଦୁଇ ଯାତ୍ରୀଙ୍କୁ ଲାଇଫ୍ ଗାର୍ଡମାନେ!-->!-->!-->…
ବଂଶଧାରା ତଟରେ ହାତୀଙ୍କ ଉପଦ୍ରବ
କାଶୀନଗର, (ବି.ବି.ନୁ୍ୟଜ): ବଂଶଧାରା ନଦୀର ଆନ୍ଧ୍ର ତଟରେ ୪ ଦିନ ହେଲା ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଏହି ପଲରେ ୪ଟି ହାତୀ!-->!-->!-->…
ବାଇକ୍ ଧକ୍କାରେ ୨ ଗୁରୁତର
ଦଶମନ୍ତପୁର,(ବି.ବି.ନୁ୍ୟଜ): ଦଶମନ୍ତପୁର ଥାନା ଚିକାମ୍ବ ପଞ୍ଚାୟତ ଫଟ୍କିଜାମ ଗାଁ ନିକଟରେ ଦୁର୍ଘଟଣା । ୨ ଟି ବାଇକ ମଧ୍ୟରେ!-->!-->!-->…
ଘର ତାଲା ଭାଙ୍ଗି ଲୁଟି ନେଲେ ସୁନା
ଗୁଣପୁର,(ବି.ବି.ନୁ୍ୟଜ): ସ୍ଥାନୀୟ ବାଇପାସ୍ ନିକଟ ଗଣେଶନଗରର ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ଘରେ କେହିଁ ନଥିବାବଳେ!-->!-->!-->…
ସୋଲାର ପମ୍ପ ଅଚଳ: ଜଳକଷ୍ଟ ଭୋଗୁଛନ୍ତି ଛୋଟାଗୁଡାବାସୀ
ମୈଦଲପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ଦୀର୍ଘ ୫ ବର୍ଷ ହେଲା ଅଚଳ ହୋଇପଡିଛି ସୋଲାର ପମ୍ପ । ମରାମତି କରି କାର୍ଯ୍ୟକ୍ଷମ କରିବାକୁ!-->!-->!-->…

