Browsing Category
ଅନ୍ୟାନ୍ୟ
ଘରପୋଡ଼ିଠୁ ବଢ଼ିଛି ଜଙ୍ଗଲ ପୋଡ଼ି
କୋରାପୁଟ,(ବି.ବି.ନୁ୍ୟଜ): କୋରାପୁଟ ଜିଲ୍ଲାରେ ବିଭିନ୍ନ ଦମକଳ କେନ୍ଦ୍ରରେ କର୍ମଚାରୀ ଅଭାବ ଏବେ ବିଭାଗ ପାଇଁ ମୁଣ୍ଡ ବ୍ୟଥାର କାରଣ!-->!-->!-->…
ଯୋଗାଣ ହେଉନି ପାଣି:ଜମି ଫାଟି ଆଁ, ୫୦ ହେକ୍ଟର ଧାନ ଚାଷ ନଷ୍ଟ
ଜୟପୁର,(ବି.ବି.ନୁ୍ୟଜ): ମାର୍ଚ୍ଚ ମାସରୁ ପାଣି ଅଭାବ । ଜମି ଫାଟି ଆଁ । ହଳଦିଆ ପଡ଼ିଗଲାଣି ଧାନ ଗଛ । କେତେକ ସ୍ଥାନରେ ଜମି ହଳ କରି!-->!-->!-->…
୧୧ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ୍
ଭଦ୍ରକ,(ବି.ବି.ନୁ୍ୟଜ): ଯାହା ଆଶଙ୍କା କରାଯାଉଥିଲା, ତାହା ଏବେ ସତ୍ୟ ହେବାକୁ ଯାଉଛି । କାରଣ ଭଦ୍ରକ ଏବେ ଧଳା ଜହର ବା ବ୍ରାଉନସୁଗର!-->!-->!-->…
ବିବାହିତାଙ୍କ ମୃତୁ୍ୟ ମାମଲାରେ ୩ ଗିରଫ
ଗୁଣପୁର,(ବି.ବି.ନୁ୍ୟଜ): ସ୍ଥାନୀୟ ମୋତିଲାଲ ନଗର ଅଞ୍ଚଳରେ ଗତ ସୋମବାର ଜଣେ ବିବାହିତା ମହିଳାଙ୍କ ସନେ୍ଦହନକ ଅବସ୍ଥାରେ ପୋଡିହୋଇ!-->!-->!-->…
୪ ଦଫା ଦାବି ନେଇ ଆପ୍ ପକ୍ଷରୁ ବିକ୍ଷୋଭ
ରାୟଗଡ଼ା,(ବି.ବି.ନୁ୍ୟଜ): ଆମ ଆଦମୀ ପାର୍ଟି(ଆପ୍) ତରଫରୁ ଆଜି ୪ ଦଫା ଦାବିନେଇ ପୌର କାର୍ଯ୍ୟାଳୟ ଘେରାଉ କରାଯାଇଛି । ଦାବିଗୁଡ଼ିକ!-->!-->!-->…
ସୁନା ବ୍ୟବସାୟୀଙ୍କୁ ହତ୍ୟା ଓ ଲୁଟ ଘଟଣା: ମାଷ୍ଟର ମାଇଣ୍ଡ ସମେତ ୫…
ସୁନ୍ଦରଗଡ଼,(ବି.ବି.ନୁ୍ୟଜ): ଗତ ୧ ତାରିଖ ବଡ଼ଗାଁ ଥାନାରୁ ୫୦୦ ମିଟର ଦୂରରେ ଥିବା ଦୋକାନକୁ ଖୋଲିବା ପାଇଁ ଆସୁଥିବା ସୁନା!-->!-->!-->…
୧୦ ଲକ୍ଷର ଚନ୍ଦନ କାଠ ଜବତ:ଅଭିଯୁକ୍ତ ଗିରଫ
ଚୌଦ୍ୱାର,(ବି.ବି.ନୁ୍ୟଜ): ବର୍ଷେ କିମ୍ବା ଦୁଇ ବର୍ଷ ନୁହେଁ, ଦୀର୍ଷ ବର୍ଷର୍ ହେଲା କଟକରୁ ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ଚନ୍ଦନ!-->!-->!-->…
ପଥର ପକାଇ ଅବରୋଧ କଲେ ଜମି ମାଲିକ
ଦଶମନ୍ତପୁର,(ବି.ବି.ନୁ୍ୟଜ): ବ୍ୟକ୍ତିଗତ ଜମିରେ ରାସ୍ତା ନିର୍ମାଣ କରିବା ଏବେ ପ୍ରଶାସନକୁ ଅଡୁଆରେ ପକାଇଛି । ରାସ୍ତା ନିର୍ମାଣକୁ!-->!-->!-->…
ଅଙ୍ଗନବାଡ଼ିର ଶିଶୁଙ୍କ ପ୍ରତି ବିପଦ
ଜୟପୁର,(ବି.ବି.ନୁ୍ୟଜ): ଅଙ୍ଗନବାଡି କେନ୍ଦ୍ରର ଶିଶୁମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯାଉନି । ପାଚେରୀ ନଥିବାରୁ ଶିଶୁଙ୍କ ଜୀବନ!-->!-->!-->…
ମଦ ଜବତ, ୨ ଗିରଫ
ଜୟପୁର,(ବି.ବି.ନୁ୍ୟଜ): ବେଆଇନ ମଦ କାରବାର ଅଭିଯୋଗରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ପୁଲିସ । ସେମାନେ ହେଲେ ବାଲିଆ!-->!-->!-->…

