Browsing Category
ଅନ୍ୟାନ୍ୟ
ଠାକୁରମୁଣ୍ଡାରେ ନକଲି ଡାକ୍ଟରଙ୍କ କମାଲ
ମୟୁରଭଞ୍ଜ,(ବି.ବି.ଆ.ପ୍ର.):ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଥାନା ଅନ୍ତର୍ଗତ ମହୁଲଡିହା ଗ୍ରାମର ଶ୍ରୀକାନ୍ତ!-->…
ଯୁବକଙ୍କ ମୃତୁ୍ୟକୁ ନେଇ ସନେ୍ଦହ
ହାଟଡିହି,(ବି.ବି.ଆପ୍ର): ବଡ଼ରମ୍ପାସ ଗାଁଠାରୁ ଏକ କିଲୋମିଟର ଦୂର କେନାଲ ନିକଟ ଏକ ଫାର୍ମଠାରେ ଜଣେ ଯୁବକଙ୍କ ମୃତୁ୍ୟ ଘଟିଛି । କୁକୁଡ଼ା!-->…
ଥରିଲା ଧାମରା ବଜାର:୨ ଆହତ
ଧାମରା, (ବି.ବି.ଆ.ପ୍ର.): ରାସାୟନିକ ବିସ୍ପୋରଣରେ ଧାମରା ବଜାର ଦୋହଲି ଯାଇଛି । କ୍ଷେପଣାସ୍ତ୍ରର ଭଗ୍ନାବଶେଷରୁ ଏହି ବିସ୍ଫୋରଣ ଘଟିଛି ।!-->…
ପ୍ରେମ ପ୍ରତାରଣା:ଯୁବକଙ୍କ ଘର ଆଗରେ ଧାରଣା ଦେଲେ ପୀଡ଼ିତା, ମହିଳା
ରମ୍ଭା, (ବି.ବି.ଆପ୍ର): ସାବୁଳିଆ ଗ୍ରାମର ଜନୈକ ଯୁବତୀଙ୍କୁ ପ୍ରେମ କରି ବିବାହ ପ୍ରତିଶ୍ରୁତି ଦେବା ପରେ ପ୍ରତାରଣା କରିଥିବା ଅଭିଯୋଗ!-->…
ଲୋଚାପଡ଼ା ରାସ୍ତାରେ ଦୁର୍ଘଟଣା, ମହିଳା ମୃତ
କୁକୁଡ଼ାଖଣ୍ଡି, (ବି.ବି.ଆପ୍ର): ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ନିମଖଣ୍ଡି ଫାଣ୍ଡି ଲୋଚାପଡ଼ା ମୁଖ୍ୟ ରାସ୍ତାରେ ଏକ ବାଲି ବୋଝେଇ!-->…
ଘୁଷୁରି ଚୋରି ଘଟଣାରୁ ଗଣ୍ଡଗୋଳ :୫ ଆହତ, ୪ ଗିରଫ
ବୁଗୁଡ଼ା,(ବି.ବି.ଆପ୍ର): ଘୁଷୁରି ଚୋରି ଘଟଣାକୁ ନେଇ ଗୋଲିଆ ପଞ୍ଚାୟତର ରାଜୀବଗାନ୍ଧୀ ସେବା କେନ୍ଦ୍ର ପଛ ପଟେ ଗୋÂୀ ସଂଘର୍ଷ ହୋଇଛି । ୫!-->…
ଯୁବକଙ୍କୁ ମାଡ଼ ମାରିବା ଘଟଣା:ତହସିଲଦାରଙ୍କ ବିରୋଧରେ ଏତଲା
ଛତ୍ରପୁର, (ବି.ବି.ଆପ୍ର): ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ସିପକୁଦା ଗ୍ରାମର ଅରଣ୍ୟ ନାୟକଙ୍କୁ ମାଡ଼ ମାରିବା ବିବାଦ ତହସିଲଦାରଙ୍କ!-->…
୪୧୭ କେଜି ଗଞ୍ଜେଇ ଜବତ, ୩ ଗିରଫ
ସାନଖେମୁଣ୍ଡି, (ବି.ବି.ଆପ୍ର): ପାଟପୁର ପୁଲିସ ମଙ୍ଗଳବାର ଘାଷିଆମ୍ବ ଗ୍ରାମର ଏକ ଘର ଭିତରୁ ୪୧୭ କେଜି ଗଞ୍ଜେଇ ଜବତ କରିବା ସହ ୩!-->…
ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସଂଘର ଦାବିପତ୍ର
ହିଞ୍ଜିଳିକାଟୁ, (ବି.ବି.ଆପ୍ର): ହିଞ୍ଜିଳିକାଟୁ ବ୍ଲକ୍ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସଂଘସିଡିପିଓଙ୍କୁ ଦାବିପତ୍ର!-->…
କାର୍ ଧକ୍କାରେ ୩ ଛାତ୍ର ଗୁରୁତର
ଲମତାପୁଟ,(ବି.ବି.ନୁ୍ୟଜ): ଜୟପୁରରୁ ପରୀକ୍ଷା ଦେଇ ଏକ ବାଇକରେ ଘରକୁ ଫେରୁଥିବା ବେଳେ ଲମାତାପୁଟ ଥାନା କାଞ୍ଚଣା ଗାଁ ନିକଟରେ ଏକ କାର୍!-->…

