Browsing Category
ଅନ୍ୟାନ୍ୟ
ବିଜେପିକୁ ବଳୁଆ କରିଥିବାରୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ:ଶାହ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭାରତର ସୁରକ୍ଷା ଓ ରାଷ୍ଟ୍ରବାଦ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକତା ସଂଶୋଧନ ଆଇନ!-->…
ପୂର୍ବାଞ୍ଚଳ ପରିଷଦ ବୈଠକରେ ଓଡ଼ିଶାର ଦାବି
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶା ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବକୁ ଏକ!-->…
ଜିଏସ୍ଟି ବକେୟା ଦାବି କଲେ ମମତା
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ୨୪ତମ ପୂର୍ବାଞ୍ଚଳ ପରିଷଦ ବୈଠକରେ ଉଠିଛି ଦିଲ୍ଲୀ ହିଂସା ପ୍ରସଙ୍ଗ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ!-->…
ନବୀନ ନିବାସରେ ଏକାଠି ଖାଇଲେ ନବୀନ, ଶାହ, ମମତା, ନୀତିଶ,…
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ନବୀନ ନିବାସରେ ଆଜି ଦେଖିବାକୁ ମିଳିଥିଲା ଏକ ବିରଳ ଦୃଶ୍ୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ!-->…
ଓଡ଼ିଶା ଗସ୍ତରେ ଅମିତ ଶାହ
ଭୁବନେଶ୍ୱର : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କାଲିଠାରୁ ଦୁଇ ଦୁନିଆ ଓଡ଼ିଶା ଗସ୍ତରେ ଆସିବେ। ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ବୈଠକରେ!-->…
ଗୁଗୁଲ୍ ଟ୍ରାନ୍ସଲେଟ୍ରେ ଆସିବ ଓଡ଼ିଆ
ନୂଆଦିଲ୍ଲୀ : ଏବେ ଗୁଗୁଲ ଅନୁବାଦ ବା ଟ୍ରାନସଲେଟ୍ରେ ୫ଟି ନୂଆ ଭାଷା ଯୋଡିବା ପାଇଁ ଯାଉଛି । ଏଥି ମଧ୍ୟରେ ଓଡିଆ ରହିଛି । ଓଡିଆ ବ୍ୟତୀତ!-->…
ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…
ଭୁବନେଶ୍ବର: ଓଡ଼ିଶାରେ କିପରି ଇସ୍ପାତ ଶିଳ୍ପର ବିକାଶ ହେବ ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କଲେ କେନ୍ଦ୍ର!-->…
କାର୍ଯ୍ୟରତ ଯବାନ ଫାଗୁ ଟୁଡୁଙ୍କ ବିୟୋଗ
ରାଇରଙ୍ଗପୁର,(ବି.ବି.ନୁ୍ୟଜ୍): ସ୍ୱତନ୍ତ୍ର ସୀମା ସୁରକ୍ଷା ବାହିନୀର ଯବାନ ତଥା ରାଇରଙ୍ଗପୁର ମାଟିର ପୁଅ ଫାଗୁ ଟୁଡୁ (୩୦) ଙ୍କର ଅକାଳ!-->…
ମହାପ୍ରଭୁଙ୍କ ଦର୍ଶନ କଲେ ମମତା ବାନାର୍ଜୀ
ପୁରୀ,(ବି.ବି.ନୁ୍ୟଜ୍): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଅପରାହ୍ନ ୪ଟାରେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ!-->…
ଦିଲ୍ଲୀ ଦଙ୍ଗା ଅଣାୟତ୍ତ, ୨୭ ମୃତ
ନୂଆଦିଲ୍ଲୀ: ଦିଲ୍ଲୀର କେତେକ ଅଞ୍ଚଳରେ ଦେଖାଦେଇଥିବା ଭୀଷଣ ଦଙ୍ଗାରେ ମୃତୁ୍ୟ ସଂଖ୍ୟା ବୃଦ୍ଧି ପାଇ ୨୭ରେ ପହଞ୍ଚôଛି । ମୃତକଙ୍କ ମଧ୍ୟରେ!-->…

