Browsing Category
ଅନ୍ୟାନ୍ୟ
ଭିଜିଲାନ୍ସ ଯନ୍ତାରେ ବ୍ରହ୍ମଗିରି ଆର୍ଆଇ, ପିଅନ
ବ୍ରହ୍ମଗିରି,(ବି.ବି.ନୁ୍ୟଜ୍): ଜାଗାବାଡ଼ି ପଟ୍ଟା ପ୍ରସ୍ତୁତ ନିମନ୍ତେ ମୁ୍ୟଟେସନ୍ କରିବା ପାଇଁ ସରକାରୀ ନିର୍ଦ୍ଧାରିତ ଅର୍ଥ ବାଦ୍!-->…
୪୧ ଗାଡିÿ ଉଠାଇଲା କ୍ରେନ୍
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବେଆଇନ୍ ପାର୍କିଂ ହଟାଇବା ଅଭିଯାନକୁ ଜୋରଦାର କରିଛି ଟ୍ରାଫିକ୍ ପୁଲିସ । ଆଜିଠୁ ସହରର ୬ଟି ରୁଟ୍ ଟାର୍ଗେଟ!-->…
ଉର୍ଜ୍ଜା କ୍ଷେତ୍ରକୁ ଆଗକୁ ନେବ ଭାରତ-ଆମେରିକା ସମ୍ପର୍କ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ ହେଉଛି । ଆଗାମୀ ଦିନରେ ଏହା ଉର୍ଜ୍ଜା!-->…
ଦାମନଯୋଡ଼ିରେ ନାଲ୍କୋ କ୍ରସର ଓ କନ୍ଭେୟରର ଭିତ୍ତିପ୍ରସ୍ତର
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍କୋ ଦାମନଯୋଡ଼ିସ୍ଥିତ ନିଜର ମାଇନିଂ ଆଣ୍ଡ ରିଫାଇନରି (ଏମ୍ଆଣ୍ଡଆର୍)!-->…
ଆଉ ଦିନକ ପାଇଁ ରିମାଣ୍ଡରେ ଗଲେ ଅନୁପ
ଝାରସୁଗୁଡ଼ା, (ବି.ବି.ନୁ୍ୟଜ୍): ବହୁ ଚର୍ଚ୍ଚିତ ରାୟଗଡ଼ ହମିରପୁର ଡବଲ୍ ମର୍ଡର ଘଟଣାର ଅଧିକ ତଦନ୍ତ ପାଇଁ ମୁଖ୍ୟ ଅଭିଯୁକ୍ତ ଅନୁପ!-->…
୨୧.୫ ହଜାର କୋଟିର ପ୍ରତିରକ୍ଷା ଚୁକ୍ତି
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତକୁ ନେଇ ଯେଉଁ ପ୍ରସଙ୍ଗ ଉପରେ ସମଗ୍ର ବିଶ୍ୱର ନଜର ଥିଲା ତାହା ହେଉଛି!-->…
ଦିଲ୍ଲୀରେ ସିଏଏ ହିଂସା:୧୩ ମୃତ, କର୍ଫୁ୍ୟ
ନୂଆଦିଲ୍ଲୀ: ନାଗରିକତା ଅଧିକାର ସଂଶୋଧନ ଆଇନ(ସିଏଏ) ଏବଂ ଏନ୍ଆର୍ସିକୁ ବିରୋଧ କରି ରାଜଧାନୀ ଦିଲ୍ଲୀରେ ଚାଲିଥିବା ହିଂସ୍ର ପ୍ରଦର୍ଶନ!-->…
ଓଡ଼ିଶାରେ ୪ ଆସନ ପାଇଁ ହେବ ମତଦାନ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବାଜିଛି ରାଜ୍ୟସଭା ବିଗୁଲ୍ । ଖାଲି ପଡ଼ିଥିବା ଏବଂ ହେବାକୁ ଥିବା ରାଜ୍ୟସଭା ଆସନ ପାଇଁ ଆସନ୍ତା ମାର୍ଚ୍ଚ!-->…
ଭିମସାରରେ ପ୍ରଥମ ସନ୍ଦିଗ୍ଧ କରୋନା ରୋଗୀ
ବୁର୍ଲା,(ବି.ବି.ନୁ୍ୟଜ୍): ବୁର୍ଲା ଭିମସାରରେ ପ୍ରଥମ କରି ଜଣେ ସନ୍ଦିଗ୍ଧ କରୋନା ଭାଇରସ୍ ରୋଗୀ ଭର୍ତ୍ତି ହୋଇଛନ୍ତି । ଆଜି ରାତି ପ୍ରାୟ!-->…
କର୍ଣ୍ଣେଲ ସୋମନାଥଙ୍କୁ ଆଜୀବନ କାରାଦଣ୍ଡ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବହୁ ଚର୍ଚ୍ଚିତ ଉଷାଶ୍ରୀଙ୍କ ହତ୍ୟା ମାମଲାର ରାୟ ଆଜି ପ୍ରକାଶ ପାଇଛି । ଏହି ଜଘନ୍ୟ ହତ୍ୟା ମାମଲାରେ!-->…

