Browsing Category
ଅନ୍ୟାନ୍ୟ
ବ୍ରହ୍ମପୁରରେ ଡିଜିପି:ଫୋକସ୍ରେ ମାଓ ମୁକାବିଲା, ଆଇନଶୃଙ୍ଖଳା
ବ୍ରହ୍ମପୁର, (ବି.ବି.ବୁ୍ୟରୋ): ପୁଲିସ ମହାନିଦେ୍ର୍ଧଶକ (ଡିଜିପି) ଶ୍ରୀ ଅଭୟ ଶନିବାର ଦିନିକିଆ ବ୍ରହ୍ମପୁର ଗସ୍ତ କରିଛନ୍ତି ।!-->…
ପଥରଖୋଲରୁ ବାହାରୁଛି ଡିଜେଲ୍!
ଦାରିଙ୍ଗବାଡି, (ବି.ବି.ନୁ୍ୟଜ୍): ବିଲ ହୁଡା ପଥର ଖୋଲରୁ ବାହାରୁଛି ଡିଜେଲ । ଏଭଳି ଆଶ୍ଚର୍ଯ୍ୟ ହେଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି!-->…
ଗାଁରୁ ତଡ଼ିଦେଲେ ନିଜ ସମ୍ପ୍ରଦାୟର ଲୋକେ
ଆନନ୍ଦପୁର,(ବି.ବି.ନୁ୍ୟଜ୍): ଭାଇ ଭଉଣୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ବିରୋଧ କରି ଗ୍ରାମବାସୀ ଉଭୟଙ୍କୁ ଗ୍ରାମରୁ ତଡିଦେବା ଭଳି ଘଟଣା!-->…
ଅଭାବରୁ ଶିଶୁପୁତ୍ରକୁ ଅନାଥାଶ୍ରମରେ ଛାଡ଼ିବାକୁ ଉଦ୍ୟମ!
କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): ଏ ଘଟଣା କେବିକେ ଭଳି ଉପାନ୍ତ ଅଞ୍ଚଳର ନୁହେଁ, ରାଜଧାନୀଠାରୁ ମାତ୍ର ୧୦୦ କିଲୋମିଟର ଦୂର!-->…
କରୋନା ଲୁଚାଇଲେ ଗିରଫ
ନୂଆଦିଲ୍ଲୀ/ବେଜିଂ: ଚୀନ୍ ସରକାର କରୋନା ଭାଇରସର ପ୍ରସାର ରୋକିବାକୁ କଠୋର ପଦକ୍ଷେପ ନେଉଛନ୍ତି । କରୋନାରେ ଆକ୍ରାନ୍ତ ହୋଇଥିବା ସନେ୍ଦହ!-->…
ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଗାଳି ଓ ମାରିଦେବାର ଧମକ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟରେ ସାମ୍ବାଦିକଙ୍କ ପ୍ରତି ଅସୁରକ୍ଷିତ ପ୍ରସଙ୍ଗ ବଢ଼ି ଚାଲିଥିବାରେ ପୁଣି ସାମ୍ନାକୁ ଆସିଛି!-->…
ବହୁଚର୍ଚ୍ଚିତ ରଙ୍ଗଶାଳା ଧୂଳିସାତ୍
ଧର୍ମଶାଳା,(ବି.ବି.ନୁ୍ୟଜ୍): ବହୁ ଚର୍ଚ୍ଚିତ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତୁ୍ୟ ଘଟଣାର ମୁଖସାଖୀ ପାଲଟି ଥିବା ହରିଦାସପୁର!-->…
ସଞ୍ଜୀବ ପାଣିଗ୍ରାହୀ ହାଇକୋର୍ଟର ନୂଆ ବିଚାରପତି
କଟକ,(ବି.ବି.ନୁ୍ୟଜ୍): ଓଡିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନିଯୁକ୍ତି ଦିଆଯାଇଛି । ତାଙ୍କ!-->…
ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠୁ ଲୁଟ୍ :ଛୁରି ସହ ୨୧ ହଜାର…
କବିସୂର୍ଯ୍ୟନଗର,(ବି.ବି.ନୁ୍ୟଜ୍): ମାସକ ପରେ କବିସୂର୍ଯ୍ୟନଗର ପୁଲିସକୁ ମିଳିଛି ସଫଳତା । ଫାଇନାନ୍ସ କର୍ମଚାରୀଙ୍କ ଠାରୁ!-->…
ଦେଶୀ ମଦ ଜବତ, ଜଣେ ଗିରଫ
ପଦ୍ମପୁର,(ବି.ବି.ନୁ୍ୟଜ୍): ଚୋରା ଦେଶୀ ମଦ କାରବାର ଅଭିଯୋଗରେ ପଦ୍ମପୁର ପୁଲିସ ଶୁକ୍ରବାର ଜଣକୁ ଗିରଫ କରିଛି । ଅଭିଯୁକ୍ତ ହେଲା ଗୁଡାରୀ!-->…

