Browsing Category
ଅନ୍ୟାନ୍ୟ
ନାବାଳିକା ଝିଅକୁ ବାପାର ବଳାକ୍ରାର
ଜୟପୁର,(ବି.ବି.ନୁ୍ୟଜ୍): ବାପା-ଝିଅ ପବିତ୍ର ସଂପର୍କରେ କଳଙ୍କ । ସମାଜ ପାଇଁ ଏକ ବିରାଟ ଲଜ୍ଜା । ନିଜ ଜନ୍ମ କଲା ଝିଅକୁ ଦୁଷ୍କର୍ମ!-->…
ଗୋଟା ବ୍ୟାରେଜ୍କୁ ଖସିଲା କାର୍:ଦୁଇ ମୃତ, ୩ ଗୁରୁତର
ପାରଳାଖେମୁଣ୍ଡି, (ବି.ବି.ନୁ୍ୟଜ୍): ଆନ୍ଧ୍ରପ୍ରଦେଶର ହିରମଣ୍ଡଳମ ନିକଟ ଗୋଟା ବ୍ୟାରେଜ୍ ମଧ୍ୟକୁ ଏକ କାର୍ ଖସିପଡ଼ିଛି । ଏହି!-->…
ପୁନରୁଦ୍ଧାର ପାଇଁ ଯିବ ବୈଷୟିକ ଟିମ୍
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବରଗଡ଼ ସମବାୟ ଚିନିକଳ ଲିମିଟେଡ୍ର ପୁନରୁଦ୍ଧାର କରାଯିବ । ବରଗଡ଼ ସମବାୟ ଚିନିକଳ ଲିମିଟେଡ୍ର ପୁନରୁଦ୍ଧାର!-->…
ନାଗରିକ-ସରକାର ମଧ୍ୟରେ ସେତୁ ହେଉଛି ମୋ ସରକାର
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ‘ମୋ ସରକାର’ରେ ସାମିଲ ହୋଇଛି । ଏଥିପାଇଁ ଲୋକସେବା ଭବନରେ ଏକ!-->…
ଧାର୍ ଟଙ୍କା ନ ଫେରାଇବାରୁ ଅପହରଣ:୩ ଗିରଫ, ବନ୍ଧୁକ, ଗୁଳି ଜବତ
ପାରାଦୀପ,(ବି.ବି.ନୁ୍ୟଜ୍): ଚୋରା ବେପାର କରିବାକୁ ଟଙ୍କା ଧାର ଦେଇଥିଲେ । ହେଲେ ଟଙ୍କା ନ ଫେରାଇବାରୁ ଅପହରଣ କଲେ । ଚିଙ୍ଗୁଡ଼ି ଘେରି!-->…
୧୦୧ ସ୍କୁଲ ହେବ ଉକ୍ରର୍ଷ କେନ୍ଦ୍ର
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଇଂରାଜୀ ମାଧ୍ୟମ ସ୍କୁଲ ସହ ତାଳ ଦେଇ ରାଜ୍ୟର ସରକାରୀ ସ୍କୁଲ ବାଟ ଚାଲିବ । ଛାତ୍ରଛାତ୍ରୀମାନେ ଆଗାମୀ!-->…
‘ମୂକକୁ ମୁଖର କରିବାର ଶକ୍ତି କବିର ଅଛି’
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଶବ୍ଦ ହେଉଛି ବ୍ରହ୍ମ । ଏହାର ବ୍ୟାପ୍ତି ଅନନ୍ତ । ଯଦି ଜଣେ ଶବ୍ଦ ଉଚ୍ଚାରଣ ନକରି କେବଳ ଚିନ୍ତା କରେ,!-->…
ଧର୍ମଘଟକୁ ଓହ୍ଲାଇବେ ଓଡ଼ିଶାର ୪୦ ହଜାର କର୍ମଚାରୀ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଶାଖାଗୁଡ଼ିକ ଆସନ୍ତାକାଲି ଅର୍ଥାତ୍ ଜାନୁଆରୀ ୩୦ରୁ ୪ ଦିନ ପାଇଁ ବନ୍ଦ ରହିବ ।!-->…
ବାର୍ଡ ଫ୍ଲୁ: ଆସିବେ କେନ୍ଦ୍ରୀୟ ଟିମ୍
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୁକ୍କୁଟ ଗବେଷଣା କେନ୍ଦ୍ରରେ ବାର୍ଡ ଫ୍ଲୁ ଚିହ୍ନଟ!-->…
ଦୁଇ ବ୍ରାଉନ୍ସୁଗର ମାଫିଆ ଗିରଫ
ବାଲେଶ୍ୱର,(ବି.ବି.ବୁ୍ୟରୋ): କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଟିମ୍ ବାଲେଶ୍ୱର ଅଞ୍ଚଳରୁ ଆଉ ୨ ଜଣ ବ୍ରାଉନ୍ସୁଗର ମାଫିଆଙ୍କୁ ଗିରଫ କରିଛି ।!-->…

