Browsing Category
ଅନ୍ୟାନ୍ୟ
ନୂତନ ଥାନାଧିକାରୀଙ୍କ ଦାୟିତ୍ୱ ଗ୍ରହଣ
ବଳଙ୍ଗା,(ବି.ବି.ନୁ୍ୟଜ୍): ଆଜି ବଳଙ୍ଗା ଥାନାରେ ଇନ୍ସପେକ୍ଟର ଇନଚାର୍ଜ ଭାବେ ସଞ୍ଜୀବ କୁମାର ପ୍ରଧାନ ଦାୟିତ୍ୱ ଗ୍ରହଣ କରିଛନ୍ତି ।!-->…
ସ୍ୱଚ୍ଛତାରୁ ଦେଶର ବିକାଶ ବାରି ହୁଏ: ରାଜ୍ୟପାଳ
ପିପପିଲି,(ବି.ବି.ନୁ୍ୟଜ୍): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଅନୁପ୍ରାଣିତ ହୋଇ ପିପିଲି ସାଂସ୍କୃତିକ ପରିଷଦ ପକ୍ଷରୁ ୨୦୧୪!-->…
ଋଷ ଗଣମାଧ୍ୟମ ପ୍ରତିନିଧିମଣ୍ଡଳୀ ସହ କେନ୍ଦ୍ରମନ୍ତ୍ରୀ…
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆଗାମୀ ଦିନରେ ଭାରତ-ଋଷ ସମ୍ପର୍କ ନୂଆ ଉଚ୍ଚତା ଛୁଇଁବ । ମଙ୍ଗଳବାର ଋଷ ଗଣମାଧ୍ୟମର ଏକ ପ୍ରତିନିଧି ମଣ୍ଡଳି!-->…
ଓଡ଼ିଶା ରାଜ୍ୟ ମହିଳା ଆୟୋଗର ପ୍ରତିÂା ଦିବସ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମହିଳା ହିଂସା ମାମଲା ଏଣିକି କୋର୍ଟରେ ବର୍ଷ ବର୍ଷ ଧରି ଗଡ଼ିବ ନାହିଁ । ନିର୍ଯାତନାର ଶିକାର ହେଉଥିବା!-->…
ଲୋକସେବା ଭବନରେ ଆଖିଝଲସା କନ୍ଭେନ୍ସନ୍ ସେଣ୍ଟର
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆଖିଝଲସା ବିଲ୍ଡିଂ । ଚକାଚକ୍ ବ୍ୟବସ୍ଥା । ତାରକା ହୋଟେଲ ଭଳି ଚମକୁଛି ଲୋକସେବା ଭବନର ଅତ୍ୟାଧୁନିକ!-->…
ସିଏଏକୁ କେହି ରୋକି ପାରିବେନି
ନୂଆଦିଲ୍ଲୀ: ସିଏଏ (ନାଗରିକତା ସଂଶୋଧନ ଆଇନ)କୁ ଯେତେ ବିରୋଧ କଲେ ମଧ୍ୟ ପାକିସ୍ତାନରୁ ଅତ୍ୟାଚାରିତ ହୋଇ ଭାରତ ଚାଲି ଆସିଥିବା ଅଣ!-->…
ଭିଆଇପି ସୁରକ୍ଷାରୁ ହଟିବେ ଏନ୍ଏସ୍ଜି କମାଣ୍ଡୋ
ନୂଆଦିଲ୍ଲୀ: ଗାନ୍ଧୀ ପରିବାରକୁ ମିଳିଥିବା ଏସ୍ପିଜି ସୁରକ୍ଷାକୁ ପ୍ରତ୍ୟାହାର କରିବା ପରେ କେନ୍ଦ୍ର ସରକାର ଏବେ ସବୁ ଭିଆଇପିଙ୍କ ସୁରକ୍ଷା!-->…
ମୋଦିଙ୍କୁ ୨୦୮ ଶିକ୍ଷାବିତଙ୍କ ଚିଠି
ନୂଆଦିଲ୍ଲୀ: ଦେଶବ୍ୟାପୀ ୨୦୦ରୁ ଊଦ୍ଧ୍ୱର୍ ଶିକ୍ଷାବିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଶିକ୍ଷାନୁÂାନଗୁଡ଼ିକର ପରିବେଶ!-->…
ମା’ ବିରୋଧରେ ପୁଅର ୧.୫ କୋଟିର ମାମଲା
ମୁମ୍ବାଇ: ଜଣେ ୪୦ ବର୍ଷୀୟ ପୁଅ ତାଙ୍କ ଜନ୍ମଦାତ୍ରୀ ମା’ଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ୧.୫ କୋଟି ଟଙ୍କାର କ୍ଷତିପୂରଣ ମାମଲା ରୁଜୁ!-->…
ମାଟିରେ ମିଶିଲା ମରାଦୁ ଅଟ୍ଟାଳିକା
କୋଚି: କେରଳର କୋଚି ଜିଲ୍ଲା ମରାଦୁ ସହରରେ ଉପକୂଳ ସୁରକ୍ଷା ଜୋନ ଆଇନ ଉଲ୍ଲଂଘନ କରି ନିର୍ମିତ ହୋଇଥିବା ସମସ୍ତ ୪ଟି ଯାକ ଅଟ୍ଟାଳିକାକୁ!-->…

