Browsing Category
ଅନ୍ୟାନ୍ୟ
ସାଢେ଼ ୪ ଲକ୍ଷ ମା’ ଓ ଶିଶୁଙ୍କ ଯତ୍ନ ନେବାକୁ ହେବ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଆ ପିଲାଙ୍କ ପୁଷ୍ଟିଜନିତ ଉଚ୍ଚତା ଏବଂ ଓଜନ ସମସ୍ୟା ଆମ ପାଇଁ ଏକ ଆହ୍ୱାନ । ଏହା ପ୍ରତି ସମ୍ପନ୍ନ!-->…
ଜଳିଗଲା ୩୦ ଏକର ଜମିର ଆଖୁ ଫସଲ
କାମାକ୍ଷାନଗର,(ବି.ବି.ନୁ୍ୟଜ୍): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ ବଡ଼ଶାଳ ପଞ୍ଚାୟତରେ ଆଜି ବଡ଼ ଧରଣର ଅଗ୍ନିକାଣ୍ଡ!-->…
ରଙ୍ଗୀନ ହିରୋଙ୍କ ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ ଲୁକ୍
ପ୍ରଥମ ଥର ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ ଲୁକ୍ରେ ନଜର ଆସିଲେ ଓଲିଉଡର ରଙ୍ଗୀନ ହିରୋ । ଚୁଲବୁଲ୍ ଚେହେରାରୁ ସିକ୍ସ ପ୍ୟାକ୍ ବଡି ବନେଇ!-->…
ଫିଲ୍ମ ‘ଛପକ’ର ରିଲିଜ ଉପରେ ରୋକ
ନୂଆଦିଲ୍ଲୀ: ଜାନୁଆରୀ ୧୫ରେଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଛପକ’ର ରିଲିଜ ଉପରେଦିଲ୍ଲୀ ହାଇକୋର୍ଟ ଶନିବାର ରୋକ ଲଗାଇଛନ୍ତି!-->…
ରାୱତଙ୍କୁ ସହଯୋଗ କରିବେ ୪୦ ସଚିବ
ନୂଆଦିଲ୍ଲୀ: ଭାରତର ପ୍ରଥମ ଚିଫ ଅଫ ଡିଫେନ୍ସ ଷ୍ଟାଫ( ସିଡିଏସ) ଜେନେରାଲ ବିପିନ ରାୱତଙ୍କୁ ସହଯୋଗ କରିବା ପାଇଁ ସରକାର ୨ ଜଣ ଯୁଗ୍ମ!-->…
ତେଜସ ନୌସେନା ସଂସ୍କରଣର ଆଉ ଏକ ସଫଳତା
ନୂଆଦିଲ୍ଲୀ: ଭାରତଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଉଥିବା ହାଲୁକା ଲଢ଼ୁଆ ଯୁଦ୍ଧବିମାନ ତେଜସର ନୌସେନା ସଂସ୍କରଣ ଆଜି ଆଉ!-->…
ସିଏଏ, ଏନ୍ଆରସିର ପୁନର୍ବିଚାରଦାବି ଜଣାଇଲେ
କୋଲକାତା:ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶନିବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ!-->…
କୁ୍ୟରେଟିଭ୍ ପିଟିସନ ଉପରେ ୧୪ରେ ଶୁଣାଣି
ନୂଆଦିଲ୍ଲୀ: ନିର୍ଭୟା କାଣ୍ଡରେ ସଂପୃକ୍ତଦୁଇ ଜଣ ଦୋଷୀଙ୍କଦ୍ୱାରାଦାଖଲ କରାଯାଇଥିବା କୁ୍ୟରେଟିଭ୍ ପିଟିସନ ଉପରେ ସୁପ୍ରିମକୋର୍ଟ ଚଳିତ ମାସ!-->…
ୟୁକ୍ରେନ ବିମାନକୁ ଭୁଲବଶତଃ ଖସାଇ ଦେଇଥିଲା
ତେହରାନ: ୟୁକ୍ରେନର ଏକ ବିମାନ ଇରାନର ରାଜଧାନୀ ତେହରାନରେଦୁର୍ଘଟଣାଗ୍ରସ୍ତ ହେବାର ଅସଲ କାରଣ ଜଣାପଡିଛି । ଇରାନ ଶେଷରେ ସ୍ୱୀକାର କରିଛି!-->…
ଭାରତକୁ ୫ ଟ୍ରିଲିୟନ ଅର୍ଥନୀତି ଆଡ଼କୁ ଅଗ୍ରସର କରାଇବ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): କୋଲ୍କାତାଠାରେ ସମନ୍ୱିତ ଇସ୍ପାତ ହବ୍ ଜରିଆରେ ପୂର୍ବ ଭାରତୀୟ ରାଜ୍ୟଗୁଡ଼ିକର ବିକାଶ ହେବ । ଏଥିପାଇଁ!-->…

