Browsing Category
ଅନ୍ୟାନ୍ୟ
ରଥଚକଡ଼ା ସ୍ଥାନାନ୍ତର କରାଇଦେବୁନ
ପୁରୀ,(ବି.ବି.ବୁ୍ୟରୋ): ଶ୍ରୀମନ୍ଦିର ସିଂହଦ୍ୱାର ଏବଂ ଅରୁଣ ସ୍ତମ୍ଭ ଆଗରେ ତିନି ରଥ ଠିଆ ହେଉଥିବା ରଥଚକଡ଼ାକୁ ସ୍ଥାନାନ୍ତରକୁ ବିରୋଧ!-->…
ସ୍ୱାମୀ, ସ୍ତ୍ରୀ, ପୁଅ ଓ ଡ୍ରାଇଭର ମୃତ
ଶରଣକୁଳ,(ବି.ବି.ନୁ୍ୟଜ): ପରିବାର ସହ ବୁଲିବାକୁ ଯାଇଥିଲେ । ପୁରୀ, କୋଣାର୍କ, ଘଟଗାଁ ସ୍ଥିତ ମା’ ତାରିଣୀ ଓ ଚଣ୍ଡିଖୋଲ ନିକଟବର୍ତ୍ତୀ!-->…
ଯୁବକଙ୍କୁ ଗାଡ଼ି ମଡ଼ାଇ ହତ୍ୟା ଉଦ୍ୟମ
ନୀଳଗିରି,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅ%ୀନ ଈଶ୍ୱରପୁର ଅଞ୍ଚଳରେ ଜଣେ ଯୁବକଙ୍କ ଉପରେ ଗାଡ଼ି ମଡ଼ାଇବା ସହ!-->…
କାଠ ଫାଳିଆ ମାଡ଼ରେ ବାପା ମୃତ, ମା’ ଗୁରୁତର
ତୁମୁଡ଼ବିନ୍ଧ, (ବି.ବି.ନୁ୍ୟଜ୍): ମାନସିକ ବିକୃତ ପୁଅର କାଠ ଫାଳିଆ ମାଡ଼ରେ ବାପାର ମୃତୁ୍ୟ ହୋଇଥିବାବେଳେ ମାଆ ଗୁରୁତର ଆହତ ହୋଇଛନ୍ତି ।!-->…
ସିମୁଳିଆରୁ ବ୍ରାଉନ୍ସୁଗର ଜବତ, ପରିବା ବେପାରୀ ଗିରଫ
ସିମୁଳିଆ,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ମଇତାପୁର ପଞ୍ଚାୟତ ଅନ୍ତର୍ଗତ ହାଟମଇତାପୁର ଅଞ୍ଚଳରୁ ଶୁକ୍ରବାର ରାତିରେ!-->…
୧୮ ଘଣ୍ଟା ପରେ ଧରାହେଲା
କଟକ,(ବି.ବି.ବୁ୍ୟରୋ): ଏସ୍ସିବି ଆଇସିୟୁ ଭିତରୁ ଖସିଯିବାରେ ସଫଳ ହୋଇଛି ଜଣେ ବିଚାରାଧୀନ ବନ୍ଦୀ । ପୁଲିସ ପ୍ରହରା ଓ ସୁରକ୍ଷା ବ୍ୟବସ୍ଥା!-->…
ଘର ଭିତରୁ ଦମ୍ପତି, ଦୁଇ ଶିଶୁଙ୍କ ମୃତ ଦେହ ଉଦ୍ଧାର
ରାଜଗାଙ୍ଗପୁର,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଆଇଟି କଲୋନୀ ଅଞ୍ଚଳରେ ଘଟିଛି ଏକ ଅଘଟଣ । ଗୋଟିଏ ଘର ଭିତରୁ ଦମ୍ପତି!-->…
ଆଦେଶ ମିଳିଲେ ପିଓକେ ଦଖଲ କରିବୁ
ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ସମେତ ସମଗ୍ର ଜମ୍ମୁ-କାଶ୍ମୀର ହେଉଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ବହୁବର୍ଷ ପୂର୍ବରୁ!-->…
ଜାତିଭିତ୍ତିକ ଜନଗଣନା ହେଉ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ୨୦୨୧ ଜନଗଣନା ଆରମ୍ଭ ପୂର୍ବରୁ ରାଜ୍ୟ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ରାଜ୍ୟରେ ସାମାଜିକ ଓ ଆର୍ଥିକ!-->…
ରାଜ୍ୟପାଳ ଗଣେଶୀ ଲାଲ୍ ଆରତି କରୁଛନ୍ତି
ଜଗଦ୍ଗୁରୁ ଶ୍ରୀ ଶଙ୍କରାଚାର୍ଯ୍ୟ-ଗୋବର୍ଦ୍ଧନ ମଠ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ତୀର୍ଥରାଜ ମହୋଦଧି ଆରତିର ବାର୍ଷିକ ମହୋତ୍ସବରେ!-->…

