Browsing Category
ଅନ୍ୟାନ୍ୟ
ରଥ ଯାତ୍ରା ପ୍ରସ୍ତୁତି
ପୁରୀ,(ବି.ବି.ବୁ୍ୟରୋ): ସୋମବାର ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା-୨୦୨୦ ପ୍ରସ୍ତୁତି ପର୍ବ ଶୁଭାରମ୍ଭ ହୋଇଛି । ଶ୍ରୀମନ୍ଦିର!-->…
ଶ୍ରୀମନ୍ଦିର ସେବାପୂଜାର ‘ଆଚାର ସଂହିତା’ ହେଉ
ପୁରୀ,(ବି.ବି.ବୁ୍ୟରୋ): ବିଭିନ୍ନ ଧର୍ମଗ୍ରନ୍ଥ ଆଧାରରେ ଶ୍ରୀମନ୍ଦିର ନୀତି, ସେବାପୂଜା, ଯାନିଯାତ୍ରା ପାଳନ କରିବାକୁ ମାର୍ଗଦର୍ଶନ ରହିଛି!-->…
ଗୋଟିଏ ଜୁଇରେ ଦମ୍ପତି, ଅନ୍ୟଟିରେ ମାଆ-ପୁଅ
ପାତ୍ରପୁର, (ବି.ବି.ନୁ୍ୟଜ୍): ଗୋଟିଏ ଜୁଇରେ ଜଳିଗଲେ ସ୍ୱାମୀ ଓ ସ୍ତ୍ରୀ ଏବଂ ଆଉ ଗୋଟିଏ ଜୁଇରେ ମାଆ ଓ ପୁଅ । ଗତକାଲି ଦୁର୍ଘଟଣାରେ ଦୁଇ!-->…
ବାଥ୍ରୁମ୍ରେ ମହିଳାଙ୍କ ଫଟୋ ଉଠାଇ ଛେଚା ଖାଇଲେ ୩ ଯୁବକ
ଭୋଗରାଇ,(ବି.ବି.ନୁ୍ୟଜ୍): ଜଣେ ନୁହେଁ, ଏକାଧିକ ମହିଳାଙ୍କ ବାଥ୍ରୁମ୍ର ଫଟୋ ଉଠାଇ ଧରାପଡ଼ିଥିବା ତିନି ଯୁବକଙ୍କୁ ଗ୍ରାମବାସୀ ନିସ୍ତୁକ!-->…
ଟ୍ରାକ୍ଟର ଓଲଟି ୨ ମୃତ, ୩ ଗୁରୁତର
ଜଳେଶ୍ୱର, (ବି.ବି.ନୁ୍ୟଜ୍): ଟ୍ରାକ୍ଟର ଓଲଟି ପଡ଼ିବାରୁ ରବିବାର ସକାଳେ ୨ଜଣଙ୍କ ମୃତୁ୍ୟ ଘଟିଛି । ଏହି ଘଟଣାରେ ଅନ୍ୟ ୩ଜଣ ଗୁରୁତର ଆହତ!-->…
ହତ୍ୟା ସନେ୍ଦହ, ଜଣେ ଅଟକ
ଧାମନଗର,(ବି.ବି.ନୁ୍ୟଜ୍): କ୍ଷେତରୁ ବାରମ୍ବାର ପନି ପରିବା ଚୋରି ହେଉଥିବା ବେଳେ ତାହାକୁ ଜଗିବାକୁ ଯାଇ ଦୁର୍ବୃତ୍ତଙ୍କ ଦ୍ୱାରା ଜଣେ!-->…
ସ୍ତ୍ରୀକୁ ମାରି ପୋତିଦେଲା ସ୍ୱାମୀ
ଜୟପୁର,(ବି.ବି.ନୁ୍ୟଜ୍): ସ୍ତ୍ରୀ ଖର୍ଚ୍ଚ କରିଦେଲା ମାତ୍ର ୩୦୦ ଟଙ୍କା । ଏଥିରେ ରାଗିଯାଇ ସ୍ୱାମୀ ଘଟାଇଛି ନାରକୀୟ କାଣ୍ଡ । ପତ୍ନୀ!-->…
ନିଜ ଦେହରେ ନିଅାଁ ଲଗାଇଦେଲେ ସ୍ୱାମୀ
ନୀଳଗିରି,(ବି.ବି.ନୁ୍ୟଜ୍): ନୀଳଗିରି ଏନଏସି ୯ନଂ ୱାର୍ଡ ଅଧୀନ କାହାଳିଆ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ସ୍ତ୍ରୀ ରାଗି ବାପ ଘରକୁ!-->…
ମହିଳାଙ୍କୁ ବଳାକ୍ରାର ଘଟଣା :ବଳଙ୍ଗା ଥାନା ଏଏସ୍ଆଇ ଗିରଫ
ବଳଙ୍ଗା,(ବି.ବି.ନୁ୍ୟଜ୍): ମହିଳାଙ୍କୁ ବଳାକ୍ରାର ଅଭିଯୋଗରେ ବଳଙ୍ଗା ଥାନା ଏଏସ୍ଆଇ ଚିତ୍ତରଂଜନ ଦାଶଙ୍କୁ ଆଜି ପିପିଲି ଏସ୍ଡିପିଓ!-->…
ଗଣବଳାକ୍ରାର ନୁହେଁ ହତ୍ୟା
ନବରଙ୍ଗପୁର,(ବି.ବି.ନୁ୍ୟଜ୍): କୋଷାଗୁମୁଡା ଗୁମଣ୍ଡଳି ମାମଲାର ପର୍ଦ୍ଧାଫାସ କରିଛନ୍ତି ଏସ୍ପି ନୀତିନ କୁଶଲକର । ଦୀର୍ଘ ୨୦ ଦିନ ପରେ ସେ!-->…

