Browsing Category
ଅନ୍ୟାନ୍ୟ
ଭୀମକୁଣ୍ଡରେ ପଡ଼ି ଯୁବକ ନିଖୋଜ
କେନ୍ଦୁଝର,(ବି.ବି.ନୁ୍ୟଜ୍): ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ପ୍ରତି ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗତ ବର୍ଷ!-->…
ବିଜେଡିର ୨୦ ବର୍ଷର ଶାସନ, ଓଡ଼ିଶାର ହୋଇନି ବିକାଶ
ଭୁବନେଶ୍ୱର,(ବି.ବି.ବୁ୍ୟରେ): ବିଜେଡି ଆସନ୍ତାକାଲି ୨୩ ତମ ପ୍ରତିÂା ଦିବସ ପାଳନ କରିବାକୁ ଯାଉଛି । ବିଜେଡି ଗଠନଠାରୁ ଆଜି ପର୍ଯ୍ୟନ୍ତ!-->…
ପ୍ରଶାନ୍ତ ସେନାପତିଙ୍କୁ ଅଟଳ ସମ୍ମାନ
ଭୁବନେଶ୍ୱର, (ବି.ବି.ବୁ୍ୟରୋ): ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଦିବଂଗତ ଅଟଳ ବିହାରୀ ବାଜପେୟୀଙ୍କ ୯୫ ତମ ଜୟନ୍ତୀ ପାଳନ କରିଛି ରାଜ୍ୟ!-->…
ଓଡ଼ିଶା ପ୍ରତି ଅଟଳଜୀଙ୍କ ସ୍ନେହ ଅତୁଟ ଥିଲା
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶା ପ୍ରତି ଅଟଳ ବିହାରୀ ବାଜପେୟୀଙ୍କ ସ୍ନେହ ଓ ମୋହ ଅତୁଟ ଥିଲା । ସ୍ୱର୍ଗତ ଅଟଳଜୀଙ୍କ ଜୟନ୍ତୀ!-->…
ସିଏଏ, ଏନ୍ଆର୍ସି ନେଇ ଧର୍ମେନ୍ଦ୍ରଙ୍କ ମତ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): କଂଗ୍ରେସ ଦଳ ଭାରତରେ ଉତ୍ତେଜନା ସୃଷ୍ଟି କରିବାର କାମ କରୁଛି । ଏନ୍ଆର୍ସି ଓ ସିଏଏ କ’ଣ, ଏ ବିଷୟରେ ଆମେ!-->…
ନବୀନ ଦେବେ ବିକାଶ ମନ୍ତ୍ର
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବାଇଶ ବର୍ଷର ଲମ୍ବା ଯାତ୍ରା । ଅବିଶ୍ୱସନୀୟ ସଫଳତା । ଲଗାତର ୫ମ ପାଳିରେ ରାଜ୍ୟ ଶାସନର ଡୋରି । ଓଡ଼ିଶାର!-->…
ଭଙ୍ଗାଯିବ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ କୋଠା
ପୁରୀ,(ବି.ବି.ନୁ୍ୟଜ୍): ଶହେ ବର୍ଷରୁ ଅଧିକ ପୁରୁଣା ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ କାର୍ଯ୍ୟାଳୟ କୋଠାର ପୁନଃନିର୍ମାଣ ହେବ । ଏହି କୋଠାରେ!-->…
ସୂର୍ଯ୍ୟମନ୍ଦିର ଦେଖି ନପାରି ଫେରିଲେ ପର୍ଯ୍ୟଟକ
କୋଣାର୍କ,(ବି.ବି.ନୁ୍ୟଜ୍): ବଡ଼ଦିନ ଓ ନୂଆବର୍ଷ ପୂର୍ବରୁ ପୁଣି ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିରରେ ଅବ୍ୟବସ୍ଥା ଦେଖାଦେଇଛି । ଟୋକନ୍!-->…
ଶୁକ୍ରବାରରୁ ନିଖୋଜ ଥିଲେ, ଜଙ୍ଗଲରୁ ମୃତହେଦ ଉଦ୍ଧାର
ପାଇକମାଲ, (ବି.ବି.ନୁ୍ୟଜ୍): ବରଗଡ଼ ଜିଲ୍ଲା ପାଇକମାଲ ଥାନାଞ୍ଚଳର ଜଣେ ଆଦିବାସୀ ଯୁବତୀ (୨୩ ବର୍ଷ)ଙ୍କୁ ବଳାକ୍ରାର ପରେ ହତ୍ୟା!-->…
ଛାତ୍ରୀକୁ ବଳାକ୍ରାର ପରେ ହତ୍ୟା!
ମୁନିଗୁଡା,(ବି.ବି.ନୁ୍ୟଜ୍): ଆଉ ଏକ ଲଜ୍ଜା । ଷÂ ଶ୍ରେଣୀର ଜଣେ ଛାତ୍ରୀକୁ ଦୁଷ୍କର୍ମ ପରେ ହତ୍ୟା । ଛାତ୍ରୀର ଉଲଗ୍ନ ମୃତଦେହକୁ!-->…

