Browsing Category
ଅନ୍ୟାନ୍ୟ
ନାଇଟ୍ କୋଚ୍ ଧକ୍କାରେ ବୋଲେରୋ ଚୂରମାର୍
ଅନୁଗୁଳ, (ବି.ବି.ନୁ୍ୟଜ୍): ବଡ଼ଦିନ ପୂର୍ବରୁ ବଡ଼ ଦୁର୍ଘଟଣା । ୫୫ ନମ୍ବର ଜାତୀୟ ରାଜପଥର ଜରପଡ଼ା ଥାନା କତଡ଼ା ନିକଟରେ ସୋମବାର!-->…
ଦାବି ପୂରଣ ନ ହେଲେ ୧୦ରୁ ଧାରଣା
ହିଞ୍ଜିଳିକାଟୁ, (ବି.ବି.ନୁ୍ୟଜ୍): ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀ ଓ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରୁ ପ୍ରାୟ ୨ ଶହରୁ ଊଦ୍ଧ୍ୱର୍ ମାଇକ୍ରୋ!-->…
୨ ବାଇକ୍ ଧକ୍କା, ଶିକ୍ଷକ ମୃତ
ପୁରୁଷୋତ୍ତମପୁର, (ବି.ବି.ନୁ୍ୟଜ୍): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡ଼ା ମହାବିଦ୍ୟାଳୟ ନିକଟସ୍ଥ ରାଜରାସ୍ତାରେ ମଙ୍ଗଳବାର!-->…
ଗଞ୍ଜାମର କଳା ଓ ସଂସ୍କୃତି ଓଡ଼ିଶାକୁ ସମୃଦ୍ଧ କରିଛି:…
ବ୍ରହ୍ମପୁର,୨୪ା୧୨(ବୁ୍ୟରୋ): ଗଞ୍ଜାମ ହେଉଛି କଳା ଓ ସଂସ୍କୃତିର ଭୂମି । ଏହି ଅଞ୍ଚଳର ଲୋକକଳା, ଲୋକସଂସ୍କୃତି ଓଡ଼ିଶାର ସଂସ୍କୃତିକୁ ବହୁ!-->…
ଓଡ଼ିଶାର ୧.୪୫ ଲକ୍ଷ ହେକ୍ଟରରେ କାଜୁ ଚାଷ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆସନ୍ତା ୨ ବର୍ଷ ମଧ୍ୟରେ ଦେଶର ତୃତୀୟ ବୃହତ କାଜୁ ଉପôାଦନକାରୀ ରାଜ୍ୟ ଓଡ଼ିଶାର କାଜୁ ଉପôାଦନ ୩୭% ବଢ଼ି!-->…
୨୬ରେ ମହିପୁର ରେଳ ଲାଇନକୁ ଲୋକାର୍ପିତ କରିବେ ଧର୍ମେନ୍ଦ୍ର
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆସନ୍ତା ୨୬ ତାରିଖରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖୋର୍ଦ୍ଧା ରୋଡ଼୍-ବଲାଙ୍ଗୀର!-->…
ସୋସିଆଲ୍ ଅଡିଟ୍ ପାଇଁ ନିଦେ୍ର୍ଧଶ
କଟକ,(ବି.ବି.ବୁ୍ୟରୋ): ରାଜ୍ୟରେ ଖାଦ୍ୟ ସୁରକ୍ଷା ଆଇନ କିଭଳି ଭାବେ କାର୍ଯ୍ୟକାରୀ ହେଉଛି ଓ ଏହାର ସୁଫଳ ଲୋକଙ୍କ ନିକଟରେ କେତେ ମାତ୍ରାରେ!-->…
ଦେଶର ପ୍ରଥମ ଦୂରଗାମୀ ସିଏନ୍ଜି ବସ୍ ଶୁଭାରମ୍ଭ କଲେ ଧର୍ମେନ୍ଦ୍ର
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଦୂରଗାମୀ ସିଏନ୍ଜି ବସ୍ ଚଳାଚଳ ସ୍ୱଚ୍ଛ ଇନ୍ଧନ ଦିଗରେ ଏକ ବଡ଼ ପଦକ୍ଷେପ । ଦେଶରେ ପ୍ରଥମଥର ପାଇଁ ଦୂରଗାମୀ!-->…
ଅନାବରଣ ହେବ ବାଜପେୟୀଙ୍କ ପ୍ରତିମୂର୍ତ୍ତି
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଅସ୍ତେ୍ରାପଚାର ପାଇଁ ଏମ୍ସରେ ଆଉ ଅଧିକ ଦିନ ଅପେକ୍ଷା କରିବାକୁ ହେବନି । ହସ୍ପିଟାଲରେ ଏବେ ୧୪ଟି!-->…
ଏନଆର୍ସି ସହ ଏନପିଆର୍ର କୌଣସି ସମ୍ପର୍କ ନାହିଁ:ଅମିତ ଶାହ
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ଅଧ୍ୟକ୍ଷ ଅମିତ ଶାହ ଆଜି ଏନଆରସି, ସିଏଏ ଓ ସୁଧାର ଗୃହ ଭଳି ପ୍ରସଙ୍ଗ ବାବଦରେ ନିଜର!-->…

