Browsing Category
ଅନ୍ୟାନ୍ୟ
ଥାନା ଆଗରେ ଥିବା ଭ୍ୟାନ୍ କାହାର?
ଜୟପୁର,(ସତ୍ୟ ନାରାୟଣ ସାହୁଙ୍କଠାରୁ): ସପ୍ତାହେ ହେବ ଏକ ଭ୍ୟାନ୍ ସ୍ଥାନୀୟ ଟାଉନ ଥାନା ଆଗରେ ଠିଆ ହୋଇଛି । ଯାହାର ପଞ୍ଜୀକରଣ ନମ୍ବର!-->…
ଆନ୍ଧ୍ର ଚାଷୀଙ୍କ କବ୍ଜାରେ ଗୋଚର ଜମି!
ଜୟପୁର,(ଦେବଦତ୍ତ ପାଣିଙ୍କଠାରୁ): ଗୋଚର ଜମିକୁ ନେଇ କଙ୍ଗା ପଞ୍ଚାୟତରେ ଉତ୍ତେଜନା । ଚାରଣ ଭୂମିରେ ଲେମନ ଗ୍ରାସ ଚାଷ କରାଯାଉଥିବାର!-->…
କନ୍ଦାଉଛି ବାଇପାସ୍, ତିନିମୁହାଣି-ଅଙ୍ଗୁଳାଇ ରାସ୍ତା
କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ): କେନ୍ଦ୍ରାପଡ଼ା ସହରର ମୁଖ୍ୟ ରାସ୍ତା ସମେତ ଗଳିକନ୍ଦି ରାସ୍ତା ବହୁ ଆଗରୁ ଶୋଚନୀୟ ହୋଇପଡ଼ିଛି ।!-->…
କନ୍ଧମାଳ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ଦଶହରା ଭେଟି
ଫୁଲବାଣୀ, (ବି.ବି.ବୁ୍ୟରୋ): କନ୍ଧମାଳ ଜିଲାରେ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା!-->…
କଂଗ୍ରେସର ଦାରିଙ୍ଗବାଡ଼ି ବନ୍ଦ ପାଳନ
ଦାରିଙ୍ଗବାଡ଼ି,(ବି.ବି.ନୁ୍ୟଜ): ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରିଛି । ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷା!-->…
ବିଇଓ ଅଫିସ୍ ଆଗରେ ଧାରଣା
ହିଞ୍ଜିଳିକାଟୁ, (ବି.ବି.ନୁ୍ୟଜ): ହିଞ୍ଜିଳିକାଟୁ ବିଇଓ କାର୍ଯ୍ୟାଳୟ ଅଧୀନସ୍ଥ ବଡଖଣ୍ଡି ଇନ୍ଦିରା ଆବାସ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ!-->…
କୋୟା ପୁଅ ପାଇଲେ ଓଏଏସ
କୋରାପୁଟ, (ସତ୍ୟ ନାରାୟଣ ସାହୁଙ୍କଠାରୁ): ଜିଲ୍ଲା କୋୟା ସମ୍ପ୍ରଦାୟର ଯୁବକ ଉମାଶଙ୍କର କୋୟା ଓଏଏସରେ ସଫଳତା ହାସଲ କରିଛନ୍ତି ।!-->…
ପୁଣି ରାସ୍ତାରେ ଫାଟିଲା ପାଣି ପାଇପ୍ :ବାଦାମବାଡ଼ି ରାସ୍ତାରେ ୧୨…
କଟକ,(ବି.ବି.ବୁ୍ୟରୋ): ସମୟ ପାଖାପାଖି ଅପରାହ୍ନ ସାଢେ ୫ଟା । ସହରର କେନ୍ଦ୍ରସ୍ଥଳୀ ବାଦାମବାଡ଼ି ମୁଖ୍ୟ ରାସ୍ତାରେ ବେଶ ଗହଳି ଥିଲା ।!-->…
ଜନଔଷଧି କେନ୍ଦ୍ର ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ
ବ୍ରହ୍ମପୁର,(ବି.ବି.ବୁ୍ୟରୋ): ବ୍ରହ୍ମପୁର ଉକôଳ ସିନେମା ହଲ୍ ଛକଠାରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ର ପକ୍ଷରୁ ଆଜାଦି କା!-->…
ବିଏମସି କିଣୁଛି ପିଇବା ପାଣି, ମାସକୁ ଖର୍ଚ୍ଚ ୧୯ ହଜାର
ବ୍ରହ୍ମପୁର,(ବି.ବି.ବୁ୍ୟରୋ): ବ୍ରହ୍ମପୁର ସହରର ବିଭିନ୍ନ ସାହିବସ୍ତିରେ ପିଇବା ପାଣି ଯୋଗାଣ କ୍ଷେତ୍ରରେ ଅବ୍ୟବସ୍ଥା ଖବର ନିୟମିତ ଘଟଣା!-->…

