Browsing Category
ଅନ୍ୟାନ୍ୟ
ବ୍ଲକ ଅଧ୍ୟକ୍ଷାଙ୍କୁ ତାଲା ପକାଇଲେ ବିରୋଧୀ
ଜଗତସିଂହପୁର: ଏକ ନିର୍ଦ୍ଦିଷ୍ଟ ଫାଇଲ୍ ପାଇଁ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସ୍ୱପ୍ନ ସରିତା ବଳଙ୍କୁ!-->…
ଜିପ୍ ଓ ବାଇକ ଧକ୍କା : ୨ମୃତ,ଜଣେ ମହିଳାଙ୍କ ସମେତ ୪ ଆହତ
ବେତନଟୀ : ବେତନଟୀ ହନୁମାନ ମନ୍ଦିର ପାଖରେ ସାଂଘାତିକ ରାସ୍ତା ଦୁର୍ଘଟଣା ହୋଇଛି । ଏକ ହାଇୱା ସିରଜ ଦୁର୍ଘଟଣା ଘଟାଇଛି । ଏକ ଜିପ ଓ!-->…
ଇଂଲଣ୍ଡ ବିଶ୍ୱକପ ଚାମ୍ପିଅନ
ଲଣ୍ଡନ: କ୍ରିକେଟ୍ ବିଶ୍ୱକପ୍ ଇତିହାସରେ ଏକ ଭିନ୍ନ ଫାଇନାଲ ମୁକାବିଲା । ପ୍ରଥମେ ମ୍ୟାଚ୍ ହେଲା ଟାଇ, ପୁଣି ସୁପର ଓଭର ମଧ୍ୟ ଟାଇ!-->…
ରଥରେ ଅଧରପଣା
ପୁରୀ,(ବି.ବି.ନ୍ୟୁଜ୍): ରବିବାର ଆଷାଢ ଶୁକ୍ଳ ତ୍ରୟୋଦଶୀ ତିଥିରେ ରଥାରୂଢ ଠାକୁରଙ୍କୁ ଅଧରପଣା ଭୋଗ ଲାଗିଛି । ଦିଅଁମାନଙ୍କ ଅଧର ଉଚ୍ଚା!-->…
ସୁନାବେଶରେ ଦର୍ଶନ ଦେଲେ ଶ୍ରୀଜିଉ
ପୁରୀ,(ବି.ବି.ବ୍ୟୁରୋ): ସିଂହଦ୍ୱାର ରଥ ଚକଡ଼ାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇଛନ୍ତି । ରଥାରୂଢ଼!-->…
ମିଳିତ ଜାତିସଂଘ ରିପୋର୍ଟ: ଦାରିଦ୍ର୍ୟରୁ ହଟିଛନ୍ତି ୨୭ କୋଟି…
ନୂଆଦିଲ୍ଲୀ:ଭାରତରେ ସ୍ୱାସ୍ଥ୍ୟ, ବିଦ୍ୟାଳୟ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ହୋଇଥିବା ପ୍ରଗତି ଯୋଗୁ ବୃହତ୍ ସଂଖ୍ୟକ ଲୋକ!-->…
ସ୍କୁଲ ଛାତ ଭୁଶୁଡ଼ି ୧୪ ଛାତ୍ରୀ ଆହତ
ରାୟଗଡ଼ା,(ବି.ବି.ନ୍ୟୁଜ୍): ପବିତ୍ର ବାହୁଡା ଯାତ୍ରା ଦେଖିବା ସମୟରେ ଘଟିଛି ଅଘଟଣ । ବିଦ୍ୟାଳୟ ଛାତ ଭୁଶୁଡି ୧୪ ଜଣ ଛାତ୍ରୀ ଆହତ!-->…
ସାରଥୀ ଜାମିନ୍ ମାମଲା:୧୭ରେ ପୂର୍ଣ୍ଣାଙ୍ଗ ଶୁଣାଣି
କଟକ,(ବି.ବି.ନ୍ୟୁଜ୍): ଜଣେ ମହିଳା ଏବଂ ତାଙ୍କ ଝିଅଙ୍କୁ ନିର୍ଯାତନା ଦେବା ମାମଲାରେ ଜାମିନ୍ ଆବେଦନ କରି ସାରଥୀ ଓରଫ ସନ୍ତୋଷ ରାଉଳ!-->…
ଦୁର୍ଦ୍ଦାନ୍ତ ମାଓନେତା ନବୀନ ଦଳରୁ ବହିଷ୍କୃତ
ମାଲକାନଗିରି,(ବି.ବି.ନ୍ୟୁଜ୍): ଆନ୍ଦ୍ର-ଓଡିଶା ବୋର୍ଡର ଜୋନାଲ କମଟି ସଦସ୍ୟ ତଥା ଗାଳିକୋଣ୍ଡା ମାଓବାଦୀ ଦଳମ୍ ସଚିବ ଦୁର୍ଦ୍ଦାନ୍ତ!-->…
ଗଛ ପଡି଼ ଭାଙ୍ଗିଲା ଘର, ବର୍ତ୍ତିଲେ ପରିବାର
ଲମତାପୁଟ,(ବି.ବି.ନ୍ୟୁଜ୍): ପ୍ରବଳ ବର୍ଷା ଯୋଗୁ ଲମତାପୁଟ ବ୍ଲକ୍ ତୁଷୁବା ପଞ୍ଚାୟତ ବଡ଼ପଡ଼ା ଗାଁରେ ଗଛ ପଡି ଜଣଙ୍କ ଘର ଭାଙ୍ଗିଯାଇଛି ।!-->…

