Browsing Category
ଅନ୍ୟାନ୍ୟ
ସାହିତ୍ୟ ଏକାଡେମୀ ପକ୍ଷରୁ ଅଶୋକଙ୍କୁ ସମ୍ୱର୍ଦ୍ଧନା
ନବରଙ୍ଗପୁର: ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସାହିତ୍ୟ ସାଧକ ଅଶୋକ ପ;ନାୟକଙ୍କୁ ସମ୍ୱର୍ଦ୍ଧନା ଦିଆଯାଇଛି । ଭୂବନେଶ୍ୱରଠାରେ ଆୟୋଜିତ!-->…
ପଦୋନ୍ନତି ପାଇବା ପରେ ଶିକ୍ଷକ ଖୁସ୍
ନବରଙ୍ଗପୁର: ମୁଖ୍ୟମନ୍ତ୍ରୀ ନବୀବ ପଟ୍ଟନାୟକ ରାଜ୍ୟର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କୁ ପଦୋନ୍ନତି ଘୋଷଣା କରିବା ପରେ ନବରଙ୍ଗପୁର!-->…
ୟୁରିଆ ସାର ଦାବିରେ ଠେଲାପେଲା, ଧସ୍ତାଧସ୍ତି
ନବରଙ୍ଗପୁର: ଉମରକୋଟ ସହରରେ ୟୁରିଆ ସାର ପାଇଁ ପୁଣି ତାତିଲେ ଚାଷୀ । ଶତାଧିକ ଚାଷୀ ମେଳି ହୋଇ ରାସ୍ତାରୋକ ପରେ ଆରସିଏମଏସ୍!-->…
ଭଙ୍ଗା ଦଦରା ଅବସ୍ଥାରେ ପଡ଼ିଛି ବିଶ୍ରାମ ଗୃହ
ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା ନନ୍ଦହାଣ୍ଡି ବ୍ଲକର ମେଣ୍ଟରୀ ପଞ୍ଚାୟତ ପଠାନଗୁଡ଼ା ଛକରେ ଥିବା ବିଶ୍ରାମ ଗୃହ ଭଙ୍ଗା ଦଦରା ଅବସ୍ଥାରେ!-->…
ଭିଜିଲାନ୍ସ ଚଢ଼ଉ:୨.୬ ଲକ୍ଷର କାଠ ଜବତ
ବୋରିଗୁମ୍ମା: ବୋରିଗୁମ୍ମା ବନାଞ୍ଚଳ ଅଧୀନ ଧଉଡ଼ାପଲା ଗାଁରେ ବନ ବିଭାଗ ଭିଜିଲାନ୍ସ ଟିମ୍ ଓ ପୁଲିସ୍ର ମିଳିତ ଚଢଉ ହୋଇଛି । ଚଢଉ ବେଳେ!-->…
ମେଡିକାଲ୍ ପରିସରରେ ମେଡିସିନ୍ ଗଦା
ବୈପାରିଗୁଡା: ବୈପାରିଗୁଡା ମୁଖ୍ୟଛକ ପାଖ ପୁରୁଣା ଗୋÂୀ ସ୍ୱସ୍ଥ୍ୟକେନ୍ଦ୍ର ପରିସରରେ ଲକ୍ଷାଧିକ ଟଙ୍କାର ଦାମୀ ମେଡିସିନ୍ ପଡିରହିଛି ।!-->…
୪ ବ୍ଲକରେ ୨୦ ପ୍ରତିଶତ ଗର୍ଭବତୀ ଆକ୍ରାନ୍ତ
କୋରାପୁଟ: ଜିଲ୍ଲାରେ ସିକିଲସେଲ୍ ଓ ଥାଲାସିମିଆ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ବିଶେଷ କରି ଲକ୍ଷ୍ମୀପୁର, ନାରାୟଣପାଟଣା,!-->…
ପଶ୍ଚିମବଙ୍ଗରୁ ଆସିଲେ ୩୦୦ ମହିଳା
ଜୟପୁର: ଲଘୁଚାପଜନିତ ବର୍ଷା ପରେ ଜୟପୁର ଉପଖଣ୍ଡରେ ଏବେ ଆଗେଇ ଚାଲିଛି ଚାଷକାମ । କାଦୁଅ ପରେ ପଲା( ଧାନ ତଳି) ରୋଇବା କାମ ଆରମ୍ଭ ହୋଇଛି!-->…
କୀଟନାଶକ ଖାଇ ମହିଳା ଗୁରୁତର
ଜୟପୁର: ଘରେ କେହି ନଥିବା ବେଳେ କୀଟନାଶକ ଖାଇ ଜଣେ ମହିଳା ଗୁରୁତର ହୋଇଛନ୍ତି । ବୟସ ୩୫ ବର୍ଷ ଏବଂ ସେ ଫାମ୍ପୁଣିର ବାସିନ୍ଦା । ଗୁରୁତର!-->…
ସ୍ଥାନାନ୍ତର ହେଲା ଡିଏଚଏଚ୍ ପାଥୋଲ୍ୟାବ୍
ଜୟପୁର: ସ୍ଥାନୀୟ ଆଉଟ୍ ଡୋର ପାଖରେ ଥିବା ଜିଲ୍ଲା ହସପିଟାଲ ପାଥୋଲ୍ୟାବ୍କୁ ସ୍ଥାନାନ୍ତର କରାଯାଇଛି । ପୁରୁଷ ଭେଷଜ ୱାର୍ଡ ଉତ୍ତର ଦିଗରେ!-->…

