Browsing Category
ଅନ୍ୟାନ୍ୟ
ଏସିଆ ବୁକ୍ ଅଫ୍ ରେକର୍ଡରେ ଶ୍ରୀୟଙ୍କ
ଜୟପୁର: ମାତ୍ର ୮ ବର୍ଷ ବୟସରେ ଏସିଆ ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନ ପାଇଛନ୍ତି କୋରାପୁଟ ଜିଲ୍ଲା ଜୟପୁରର ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ର ।!-->…
ପ୍ଲାଣ୍ଟ୍ ନିର୍ମାଣକୁ ଚାହିଁ ରହିଛନ୍ତି ଜମିହରା
କେନ୍ଦୁଝର: କାରଖାନାରେ କର୍ମ ସଂସ୍ଥାନ ପାଇବା ଆଶାରେ ଲୋକେ ନିଜ ଚାଷ ଜମିକୁ ବିଭିନ୍ନ କାରଖାନା କର୍ତ୍ତୃପକ୍ଷଙ୍କୁ ଟେକି ଦେଇଛନ୍ତି ।!-->…
କୋଟିଆରେ ପୁଣି ପଶିଲେ ଆନ୍ଧ୍ର ଅଧିକାରୀ
କୋରାପୁଟ: ପଟ୍ଟାଙ୍ଗି ବ୍ଲକର ନେରେଡ଼ିବାଲସାରେ ଗ୍ରାମ ଲୋକଙ୍କ ଦ୍ୱାରା ପତିତପାବନ ମନ୍ଦିର ପ୍ରତିÂା ପରେ ଆନ୍ଧ୍ର ଅଧିକାରୀଙ୍କ ମୁଣ୍ଡ!-->…
୨୪ ଘଣ୍ଟାରେ ବିଡିଓଙ୍କ ବଦଳି ଦାବି କଲା ବିଜେଡି
ଲମତାପୁଟ:ବ୍ଲକ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟରୁ ଚୋରି ମାମଲା ଭିନ୍ନ ମୋଡ ନେଇଛି । ଏ ଦିଗରେ କୌଣସି ପ୍ରକାର କାର୍ଯ୍ୟାନୁÂାନ ଗ୍ରହଣ କରାଯାଇ!-->…
ଦର ବୃଦ୍ଧିକୁ ମହିଳା ସଂଗଠନର ବିରୋଧ
ବୈପାରିଗୁଡା:ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ମଙ୍ଗଳବାର ଏଠାରେ ସର୍ବ ଭାରତୀୟ ମହିଳା ସାସ୍କୃତିକ ସଙ୍ଗଠନ ପକ୍ଷରୁ!-->…
ଦରଭା ଡିଭିଜନ ମାଓ ନେତା ବିନୋଦ କରୋନାର ସଂକ୍ରମଣରେ ମୃତୁ୍ୟ
ମାଲକାନଗିରି:ମାଲକାନଗରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ଦରଭା ଡିଭିଜନ କମାଣ୍ଡର, ଦୁର୍ଦ୍ଧାନ୍ତ ମାଓ ନେତା ବିନୋଦର କରୋନା ସଂକ୍ରମଣରେ!-->…
‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
ବାଲେଶ୍ୱର: ସୁପରସୋନିକ କ୍ରୁଜ ମିସାଇଲ ‘ବ୍ରହ୍ମୋସ’ର ପରୀକ୍ଷଣ ସୋମବାର ସଫଳତାର ସହ ଶେଷ ହୋଇଯାଇଛି । ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର!-->…
ଭାବକୁ ରୋକିପାରିଲାନି କଟକଣା
କୋରାପୁଟ :ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ମନ ନିରସ କରିଛି କୋଭିଡ କଟକଣା । ଭକ୍ତମାନେ ରଥରେ କାଳିଆ ଠାକୁରଙ୍କୁ ଦେଖିବାରୁ ବଞ୍ଚିତ!-->…
ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ
ଭଦ୍ରକ: ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍, ଓ ନିତ୍ୟ ବ୍ୟବହାର୍ୟ୍ୟ ସାମଗ୍ରୀର ଆକାଶଛୁଆଁ ଦର ଦାମ ବୃଦ୍ଧି ପ୍ରତିବାଦରେ ଭଦ୍ରକ ଜିଲ୍ଲା!-->…
ବାରିପଦା ଜଗନ୍ନାଥ ମନ୍ଦିରରେ ୧୪୪ ଧାରା ଲାଗୁ
ବାରିପଦା: ପୁରୀ ରଥ ଯାତ୍ରାର ପର ଦିନ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ହୋଇଥାଏ ରଥଯାତ୍ରା ହୋଇଥାଏ । ହେଲେ କରୋନା କଟକଣା ଯୋଗୁ!-->…

