Browsing Category
ଅନ୍ୟାନ୍ୟ
ନାଚଗୀତରେ ସାମିଲ ହୋଇ ହାବିଲଦାର ନିଲମ୍ବିତ
କୋରାପୁଟ: ପୁଲିସ ହାବିଲଦାରଙ୍କୁ ମହଙ୍ଗା ପଭରଜ ମଉଜ । ଲୋକଙ୍କ ନାଚଗୀତ ବନ୍ଦ କରିବାକୁ ଯାଇ ନିଜେ ଏଥିରେ ସାମିଲ ହେବାରୁ ଏସ୍ପି ତାଙ୍କୁ!-->…
ଅଣ୍ଡା ଦେଲା ଧଳା କୁମ୍ଭୀର ‘ମଲ୍ଲୀ’
ରାଜନଗର: ଭିତରକନିକା ଜାତୀୟ ଉଦ୍ୟାନର ଏକ ଆବଦ୍ଧ ପୋଖରୀ ମଧ୍ୟରେ ରହୁଥିବା ୧୮ ବର୍ଷୀୟା ଦ୍ୱିତୀୟ ଧଳା କୁମ୍ଭୀର ‘ମଲ୍ଲୀ’ ଅଣ୍ଡାଦାନ!-->…
ମନ୍ଦିରରୁ ଲୁଟିଲେ ଠାକୁରଙ୍କ ଅଳଙ୍କାର
ଜୟପୁର: ଦିନକୁ ଦିନ ଚୋରଙ୍କ ପ୍ରାଦୁର୍ଭାବ ସହରରେ ବଢିବାରେ ଲାଗିଛି । ଦୁର୍ବୃତ୍ତମାନେ କିଛି ଦିନ ହେବ ବିନା ବାଧାରେ ଯେଉଁଠି!-->…
ମରଣଯନ୍ତା ପାଲଟିଛି ଗାଗନାପୁର ରାସ୍ତା
ଜୟପୁର: ଗାଗନାପୁର ରାସ୍ତା ଏବେ ମରଣଯନ୍ତା ପାଲଟିଛି । ବର୍ଷା ପୂର୍ବରୁ ମରାମତି କିମ୍ବା ନୂତନ ଭାବେ ରାସ୍ତା ନିର୍ମାଣ ଦିଗରେ ପଦକ୍ଷେପ!-->…
ଡିଏଚଏଚକୁ ଆସିଲା ସିବିନାଟ୍ ମେସିନ୍
ଜୟପୁର: ଯକ୍ଷ୍ମାରୋଗ ଚିହ୍ନଟ ପ୍ରକ୍ରିୟାକୁ ଅଧିକ ନିର୍ଭୁଲ କରିବା ଲାଗି ଜିଲ୍ଲା ହସପିଟାଲ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଡିଏଚଏଚ୍କୁ!-->…
ଦୁର୍ଘଟଣାରେ ଯୁବକ ଗୁରୁତର
ଜୟପୁର: ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ସେ ହେଉଛନ୍ତି କୁନ୍ଦୁରା ବ୍ଲକ ଫୁଲଭ;ା ପଞ୍ଚାୟତ ବିଶଭ;ାର ଲବ ମାଝି(୩୫) ।!-->…
ଜଙ୍ଗଲ ଜମି ପଟ୍ଟା ଦାବିରେ ବିଡିଓଙ୍କୁ ଘେରାଉ
କୋଟପାଡ଼: ଜଙ୍ଗଲ ଜମି ପଟ୍ଟା ଦାବିରେ କୋଟପାଡ ଦୁରୁଆ ଆଦିବାସୀ ମହିଳା ମହାସଂଘ ଆଜି ବିଡିଓ କାର୍ଯ୍ୟାଳୟ ଘେରାଉ କରିଛି । ଏଥିସହ ବିଡିଓ!-->…
ନିମୋକୋକାଲ୍ ଭ୍ୟାକ୍ସିନେସନ୍ ଆରମ୍ଭ
ଜୟପୁର: ଶିଶୁଙ୍କୁ ନିମୋକୋକସ୍ ଜୀବାଣୁଜନିତ ନିମୋନିଆ ଏବଂ ମସ୍ତିଷ୍କ ସଂକ୍ରମଣରୁ ରକ୍ଷା ଲାଗି କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି!-->…
ବିଦୁ୍ୟତ୍ ଖୁଣ୍ଟରୁ ପଡ଼ି ଶ୍ରମିକ ମୃତ
ଜୟପୁର: ବିଦୁ୍ୟତ୍ ଖୁଣ୍ଟରେ ଚଢି କାମ କରୁଥିବା ବେଳେ ଜଣେ ଶ୍ରମିକଙ୍କ ମୃତୁ୍ୟ ହୋଇଛି । ମୃତ ଯୁବକ ହେଲେ ପଶ୍ଚିମବଙ୍ଗର ଉତ୍ତମ!-->…
ସେବାୟତ ଟାଣିବେ ରଥ : ମୁଖ୍ୟ ପ୍ରଶାସକ
ପୁରୀ: କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ରଥଯାତ୍ରା ୨୦୨୧ ପ୍ରସ୍ତୁତି ଚାଲିଛି । ତିନି ରଥକୁ ବଡ଼ଦାଣ୍ଡରେ କେବଳ କୋଭିଡ୍ ଟେଷ୍ଟ!-->…

