Browsing Category
ଅନ୍ୟାନ୍ୟ
ଅନ୍ଧାରୁଆରେ ଡେରା ପକାଇଛି “ରାମୁ’
ଭୁବନେଶ୍ୱର: ପ୍ରାୟ ୪ ମାସ ବାହାରେ ରହିବା ପରେ ଦନ୍ତା "ରାମୁ' ଭରତପୁର ଜଙ୍ଗଲକୁ ମୁହାଁଇଛି । ତେବେ ଭରତପୁର ଜଙ୍ଗଲରେ ୧୩ ସଦସ୍ୟ!-->…
ନିଆରା ଚତୁର୍ଥଶ୍ରେଣୀ କର୍ମଚାରୀ ବଳରାମ
ବାଲେଶ୍ୱର: ବାଲେଶ୍ୱର ଗୋପାଳଗାଁର ବଳରାମ ବେହେରା । ଜଣେ ନିଆରା ମଣିଷ । ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ନିକଟରେ ଅବସର ଗ୍ରହଣ!-->…
ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଲେ ସାଇକ୍ଲୋନ ମ୍ୟାନ ମୃତୁ୍ୟଞ୍ଜୟ
ଭଦ୍ରକ: ସାଇକ୍ଲୋନ ମ୍ୟାନ ଭାବେ ପରିଚିତ ଭାରତୀୟ ପାଣିପାଗ ବିଭାଗର ମହାନିଦେ୍ର୍ଧଶକ ଡ. ମୃତୁ୍ୟଞ୍ଜୟ ମହାପାତ୍ର ସୋମବାର ଭଦ୍ରକ ଜିଲ୍ଲା!-->…
ଜନ୍ମରୁ ମା’ କୋଳରେ ସସ୍ମିତା
କୋରାପୁଟ: ଡଉଲଡାଉଲ ଚେହେରା । କିନ୍ତୁ ଜନ୍ମରୁ ମାଡିÿବସିଛି ଯନ୍ତ୍ରଣା । ୫ ବର୍ଷ ହେଲା ମା’ କୋଳ ଛାଡିନି ସସ୍ମିତା । ନା ଚାଲିପାରୁଛି,!-->…
ଆଜିଠୁ ୧୮ରୁ ୪୪ ବର୍ଷୀୟଙ୍କୁ ଟିକା
ଜୟପୁର: ସୋମବାର ଅର୍ଥାତ ୨୧ ତାରିଖରୁ ୧୮ରୁ ୪୪ ବର୍ଷୀୟ ଯୁବପୀଢିଙ୍କୁ ମିିଳିବ ମାଗଣା କୋଭିଡ୍ ଟିକା । ଜୟପୁର ସହର ସମେତ ବ୍ଲକ ଅଞ୍ଚଳରେ!-->…
ରଥଯାତ୍ରା ନୀତି ନିର୍ଘଣ୍ଟ ଚୂଡ଼ାନ୍ତ
ପୁରୀ: ଇତିହାସର ପୁନରାବୃତ୍ତି ହେବ । ଜୁଲାଇ ୧୨ ତାରିଖରେ ହେବ ମହାପ୍ରଭୁଙ୍କ ଘୋଷଯାତ୍ରା । ବିନା ଭକ୍ତରେ ପୂର୍ବବର୍ଷ ଭଳି ପୁରୀର ବିଶ୍ୱ!-->…
ବ୍ରାହ୍ମଣୀରେ ଦୁଇ ସାଙ୍ଗଙ୍କ ସଲିଳ ସମାଧି
ବରୀ: ତିନିଜଣ ସାଙ୍ଗ ନଦୀକୁ ଗାଧୋଇବାକୁ ଯାଇଥିଲେ । ଜଳକ୍ରୀଡ଼ା କରୁଥିବା ସମୟରେ ହଠାତ୍ ଜଣଙ୍କର ଗୋଡ଼ ଖସିଗଲା । ସାଙ୍ଗକୁ ବଞ୍ଚାଇବା!-->…
ଜଣେ ମୃତ, ତିନି ଗୁରୁତର
ପୋଲସରା: ବଣ ଭୋଜି କରିବାକୁ ଯାଇଥିଲେ ଦୁଇ ଗୋÂୀ । ହେଲେ କୌଣସି କାରଣରୁ ଉଭୟ ପକ୍ଷର ଯୁବକ ମୁହାଁମୁହିଁ ହୋଇଗଲେ । ପ୍ରତିପକ୍ଷର କାଠ!-->…
ଡଙ୍ଗାବୁଡ଼ି ଯୁବକ ନିଖୋଜ
ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ସିଲେରୁ ନଦୀରେ ଅଘଟଣ । ଦୁର୍ଗାମନ୍ଦିର ନିକଟ ଘାଟରେ ଡଙ୍ଗା ବୁଡ଼ି ଜଣେ ଯୁବକ!-->…
ସ୍ନାନଯାତ୍ରାରେ ତଦାରଖ କରିବେ ୧୬୦ ଅଫିସର୍
ପୁରୀ: ବିନାଭକ୍ତରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ପାଳନ ହେବ । ତେବେ ଏହି ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ ଏବଂ ଲୋକଙ୍କୁ କିଛି!-->…

