Browsing Category
ଟ୍ୟୁଇନ୍ ସିଟ
ଚାଷୀ ପାଇଁ ଓଡ଼ିଶା ସମ୍ମାନ ବଢ଼ିଛି: ନବୀନ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଚାଷୀମାନେ ହେଉଛନ୍ତି ଓଡ଼ିଶାର ବିକାଶର ସାରଥୀ । ଚାଷୀର ନିÂା ଓ ପରିଶ୍ରମ ଯୋଗୁ ଓଡ଼ିଶାର ସମ୍ମାନ ବଢ଼ିଛି!-->…
ଏଣିକି ସବୁ ସହରାଞ୍ଚଳରେ ଅନ୍ଲାଇନ୍ରେ ସମ୍ପତ୍ତି ଟିକସ ପୈଠ
ଏଣିକି ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଗୃହ (ହୋଲ୍ଡିଂ) ଟିକସ ପୈଠ ପାଇଁ ଆଉ ମୁ୍ୟନିସିପାଲିଟି କିମ୍ବା ଏନ୍ଏସି ଅଫିସରେ ଦୀର୍ଘ ସମୟ!-->…
ଅନିର୍ଦ୍ଧିଷ୍ଟ କାଳ ଶିରିଡ଼ି ବନ୍ଦ
ମୁମ୍ବାଇ: ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାରେ ଥିବା ସିରିଡି ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ବିବାଦ ଦେଖାଦେଇଛି । ମହାରାଷ୍ଟ୍ର!-->…
ସଡ଼କ ଦୁର୍ଘଟଣାରେ ସାବ୍ନା ଆଜ୍ମି ଗୁରୁତର
ନୂଆଦିଲ୍ଲୀ: ବର୍ଷୀୟାନ ଅଭିନେତ୍ରୀ ସାବ୍ନା ଆଜ୍ମୀ (୬୯) ଶନିବାର ମହାରାଷ୍ଟ୍ରର ରାଇଗଡ ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ!-->…
କଂଗ୍ରେସ ଭବନରେ ବାଉନ୍ସର୍
ଭୁବନେଶ୍ୱର,(ବି.ବି.ବୁ୍ୟରୋ): କଂଗ୍ରେସର ପୁରୁଣା ରୋଗ ଛାଡିବାର ନାମ ନେଉନି । ନିଜ ନିଜ ଭିତରେ ଗୋଡ ଟଣାଟଣି ପୂର୍ବ ଭଳି ଜାରି ରହିଛି ।!-->…
ଲୋକଙ୍କ ଜୀବନଧାରଣ ମାନ ବଦଳାଅ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): “ପରିବାର ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ମୋର ବି ଗୋଟିଏ ପରିବାର ଅଛି । ସାଢେ଼ ୪ କୋଟି!-->…
ଟିମ୍ ସ୍ପିରିଟ୍ରେ କାମ କରିବି: ସମୀର
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବିଜେପି ହିଁ ଏକମାତ୍ର ଦଳ ଯିଏ ଜଣେ ସାମାନ୍ୟ କର୍ପୋରେଟରକୁ ସଭାପତି ବନାଇପାରେ । ଦଳର ସମସ୍ତ ନେତାମାନେ!-->…
ଶ୍ରୀକ୍ଷେତ୍ରରେ ନବକଳେବର ପାଇଁ ୭ଟି ବଡ଼ପ୍ରକଳ୍ପର ଭିତ୍ତିପ୍ରସ୍ତର…
ପୁରୀ ବ୍ୟୁରୋ: ବଦଳିବ ପୁରୀର ଚିତ୍ର । ଜଗନ୍ନାଥଧାମ ହେବ ବିଶ୍ୱ ଐତ୍ୟିହ ସହର । ଏହାକୁ ମିଶନ ଭାବେ ନେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ!-->…
ସମୀର ମହାନ୍ତି ହେଲେ ରାଜ୍ୟ ବିଜେପି ସଭାପତି
ଭୁବନେଶ୍ୱର : ବସନ୍ତ ପଣ୍ଡାଙ୍କ ପରେ ବିଜେପି ରାଜ୍ୟ ସଭାପତି କିଏ ହେବ ସେ ନେଇ ସବୁ କଳ୍ପନାଜଳ୍ପନା ଶେଷ ହୋଇଛି । ଦଳର ବରିଷ୍ଠ ନେତା!-->…
ନବୀନଙ୍କୁ ପୁଣି ଚିଠି ଲେଖିଲେ ଧର୍ମେନ୍ଦ୍ର
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓବିସି ଓ ଏସଇବିସିବର୍ଗ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କର । ରାଜ୍ୟରେ!-->…

