Browsing Category
ଟ୍ୟୁଇନ୍ ସିଟ
ଆଜି ରାତି ୮ଟା ୨୦ରୁ ପାକତ୍ୟାଗ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆସନ୍ତା ୨୬ ତାରିଖ (ଗୁରୁବାର)ସକାଳ ୮ଟା ୨୦ ମିନିଟ ୮ ସେକେଣ୍ଡରେ ସୂର୍ଯେ୍ୟାପରାଗ ସ୍ପର୍ଶର୍ କରିବ ।!-->…
ଫେବ୍ରୁଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା
କଟକ,(ବି.ବି.ବୁ୍ୟରୋ): ଆସନ୍ତା ଫେବ୍ରୁଆରୀ ୧୯ ତାରିଖରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା-୨୦୨୦ । ମାର୍ଚ୍ଚ ୨ ତାରିଖରେ ପରୀକ୍ଷା ସରିବ!-->…
ଦାଦନ ଚାଲାଣ ରୋକିବାକୁ ଆକ୍ସନ୍ ପ୍ଲାନ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଦାଦନ ଶ୍ରମିକ ଚାଲାଣ ରୋକାଯିବ । ସେମାନଙ୍କ ଜୀବନ ଜୀବିକା ପାଇଁ ସରକାର ସହାୟତାର ହାତ ବଢ଼ାଇବେ । ଖାଲି!-->…
ସ୍ୱର୍ଗଧାମରେ ସହିଦ ସ୍ତମ୍ଭ ଓ ସହିଦଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ
କଟକ,(ବି.ବି.ନୁ୍ୟଜ୍): ଭାରତବର୍ଷ ସାରା ବିଶ୍ୱର ଜନନୀ । ଯୁଗଯୁଗ ଧରି ଆମର ଏହି ଦେଶ ବିଶ୍ୱର ଉପଦେଷ୍ଟା ଭୂମିକା ନିର୍ବାହ କରିଆସିଛି ।!-->…
ବ୍ରାଉନ୍ ସୁଗର ବେପାର :ନିଶା ମାଫିଆ ରାଜାର ଦୁଇ ସହଯୋଗୀ ଗିରଫ
ଭୁବନେଶ୍ୱର,(ବୁ୍ୟରୋ): ବାଲେଶ୍ୱରର କୁଖ୍ୟାତ ବ୍ରାଉନ୍ ସୁଗର ମାଫିଆ ସେଖ୍ ରାଜାର ଦୁଇ ଖାସ୍ ସହଯୋଗୀଙ୍କୁ ଗିରଫ କରିଛି ଏସ୍ଟିଏଫ୍ ।!-->…
ସ୍ୱଦେଶୀ ଟେକ୍ନୋଲୋଜି ରପ୍ତାନିକୁ ଗୁରୁତ୍ୱ ଦିଅ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭାରତରେ ନୂଆ ଟେକ୍ନୋଲୋଜି ବିକଶିତ କର । ଏହି ସ୍ୱଦେଶୀ ଟେକ୍ନୋଲୋଜିକୁ ବିଦେଶକୁ ରପ୍ତାନି କର । କେନ୍ଦ୍ର!-->…
୨୭ରେ ଓଡିଶା ଆସିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ
ଭୁବନେଶ୍ବର : ଆସନ୍ତା ୨୭ରେ ଓଡିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ବଲାଙ୍ଗିରରେ ଏଲପିଜି ବଟଲିଂ ପ୍ଲାଣ୍ଟର!-->…
ଜାନୁଆରୀରୁ ବାଣିଜି୍ୟକ ଉପôାଦନ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମହାରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାରତ ପେଟ୍ରୋଲିୟମ (ବିପିସିଏଲ୍) ପକ୍ଷରୁ ବଲାଙ୍ଗୀରରେ ପ୍ରସ୍ତାବିତ!-->…
ଗଣତନ୍ତ୍ର ଦିବସ ପରେଡ୍ରେ ‘ମୋ ସରକାର’ ପ୍ରଜ୍ଞାପନ ମେଢ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆସନ୍ତା ଜାନୁଆରୀ ୨୬ ଗଣତନ୍ତ୍ର ଦିବସରେ ଓଡ଼ିଶା ସରକାର ପ୍ରଜ୍ଞାପନ ମେଢ଼ ପାଇଁ ‘ ମୋ ସରକାର’ ଡିଜାଇନକୁ!-->…
ତିଆରି ହେବ ବାର୍ଷିକ ପରୀକ୍ଷା କ୍ୟାଲେଣ୍ଡର୍
କଟକ,(ବି.ବି.ନୁ୍ୟଜ୍): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ପ୍ରସ୍ତୁତ ହେବ ବାର୍ଷିକ ପରୀକ୍ଷା କ୍ୟାଲେଣ୍ଡର୍ । ଏଥିରେ ବର୍ଷ!-->…

