Browsing Category
ଟ୍ୟୁଇନ୍ ସିଟ
ନବୀନଙ୍କ ଦୁର୍ନୀତି ବିରୋଧୀ ଛାଟ : ପୁଣି ୧୬ ଅଫିସର ବରଖାସ୍ତ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ପଞ୍ଚମ ପାଳିରେ ଆରମ୍ଭ କରିଛନ୍ତି ଦୁର୍ନୀତି ବିରୋଧୀ ଅଭିଯାନ । ପୂରା ଜିରୋ!-->…
ଇସ୍ପାତ ଶିଳ୍ପ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବୈଠକ ,…
ଭୁବନେଶ୍ୱର,(ବି.ବି.ବୁ୍ୟରୋ):ଇସ୍ପାତ ଶିଳ୍ପକୁ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ!-->…
ଭାରତରେ ପୁଞ୍ଜିନିବେଶ ନେଇ ବିଦେଶ ପ୍ରତିନିଧିଙ୍କ ସହ ଆଲୋଚନା କଲେ…
ଭୁବନେଶ୍ୱର : ପାଂଚଦିନିଆ ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଆବୁଧାବି ସ୍ଥିତ ଭାରତୀୟ!-->…
ମଙ୍ଗୁ ମଠ ଉଚ୍ଛେଦ ଖୁବ ଶୀଘ୍ର :ବିସ୍ଥାପିତ ହେବେ ୨୧ ଦୋକାନୀ
ପୁରୀ,(ବି.ବି.ନୁ୍ୟଜ୍): ଆପୋସ ଆଲୋଚନା ଜରିଆରେ ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ବିପଦସଙ୍କୁଳ ମଠଗୁଡିକୁ ଉଚ୍ଛେଦ କରାଯିବ । ଏହି ଆଧାରରେ ଗତ!-->…
ପ୍ରମୋଦ ମିଶ୍ର ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ
ଶୁଭେଚ୍ଛା ଜଣାଇଲେ ନବୀନ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଦିଲ୍ଲୀ ଦରବାରରେ ଓଡ଼ିଆଙ୍କ ରାଜ୍ । ଓଡ଼ିଆ ଆଇଏଏସ୍ ଅଧିକାରୀ ପ୍ରମୋଦ କୁମାର!-->…
ଝାରସୁଗୁଡ଼ାରୁ ଉଡିÿବ ଆଉ ଦୁଇ ବିମାନ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଝାରସୁଗଡ଼ା ବିମାନବନ୍ଦରରୁ ଖୁବ୍ଶୀଘ୍ର ଆଉ ଦୁଇ ବିମାନ ଉଡ଼ିବ । ଝାରସୁଗୁଡ଼ାରୁ କୋଲକାତା ଓ!-->…
ଊର୍ଜା ନ୍ୟାୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛି ଭାରତ:…
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭାରତରେ ଊର୍ଜା ନ୍ୟାୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି ।!-->…
ପୁରସ୍କୃତ ହେଲେ ସାହସୀ ଛାତ୍ରୀ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରୋଡ ରୋମିଓଙ୍କୁ ସାବାଡ୍ କରି ଚର୍ଚ୍ଚାକୁ ଆସିଥିବା ଯୁବତୀଙ୍କୁ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ପୁରସ୍କୃତ!-->…
ଦୁର୍ଦ୍ଧାନ୍ତ ନିଶା ବେପାରୀ ସନ୍ତୋଷ ଗିରଫ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): କମିଶନରେଟ୍ ପୁଲିସ୍ର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିବା ଦୁର୍ଦ୍ଧାନ୍ତ ଅପରାଧୀ ଓ କୁଖ୍ୟାତ ନିଶା ବେପାରୀ!-->…
କ୍ରେନ୍ ଧକ୍କାରେ ବାଇକ୍ ଆରୋହୀ ମୃତ
ଭୁବନେଶ୍ୱର,(ବି.ବି.ବୁ୍ୟରୋ, ଆପ୍ର): ସଂଶୋଧିତ ମୋଟର ଯାନ ଆଇନ୍ । ବହୁଗୁଣା ଅଧିକ ତଣ୍ଡ । ଟ୍ରାଫିକ୍ ପୁଲିସର ସଚେତନତା । ସବୁ ସତ୍ତେ୍ୱ!-->…