Browsing Category
ଟ୍ୟୁଇନ୍ ସିଟ
ଦୃଢ଼ ସଂଗଠନ ବଳରେ ନିର୍ବାଚନ ଜିତି ହେବ: ପ୍ରଣବ
କୋଣାର୍କ, (ବି.ବି.ନୁ୍ୟଜ): କୋଣାର୍କ ନିକଟସ୍ଥ ଚନ୍ଦ୍ରଭାଗାରେ ବିଜୁ ଜନତା ଦଳର ନିମାପଡ଼ା-ଗୋପ ନିର୍ବାଚନ ମଣ୍ଡଳୀ ସ୍ତରୀୟ!-->!-->!-->…
ବନ୍ଧୁକ ମୂନରେ ସାମ୍ବାଦିକଙ୍କ ଠାରୁ ଲୁଟ୍
ଭୁବନେଶ୍ୱର: ବେକାବୁ ଲୁଟେରା । ବେଧଢକ ଚଳାଇଛନ୍ତି ଲୁଟତରାଜ । ରାଜଧାନୀରେ ଗଣମାଧ୍ୟମ ପ୍ରତିନିଧିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ!-->!-->!-->…
ଟିଆଇ ପରେଡ୍ରେ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ ଚିହ୍ନଟ କଲେ ଅଞ୍ଜନା…
ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ବୁଧବାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ଵାଳର ଟିଆଇ ପରେଡ ଝାରପଡା!-->!-->!-->…
ଅନୁସୂଚିତ ଜାତି ଓ ଜନଜାତି ବିଭାଗରେ ୫ ଟି
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତିବର୍ଗର ପ୍ରାୟ ୫୦ ହଜାର ପିଲାଙ୍କୁ ମିଳିଛି ୧୦୧ କୋଟି ଟଙ୍କାର!-->!-->!-->…
ଧର୍ମେନ୍ଦ୍ର-ଆର୍ସେଲର ମିତ୍ତଲ ମୁଖ୍ୟଙ୍କ ଆଲୋଚନା
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ଆର୍ସେଲର!-->!-->!-->…
ଚନ୍ଦକାରେ ଅଟଳ ଇନକୁ୍ୟବେସନ ସେଣ୍ଟରର ଶୁଭାରମ୍ଭ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭାରତ ସରକାରଙ୍କ ନୀତି ଆୟୋଗ ସହଭାଗିତାରେ ଭୁବନେଶ୍ୱରର ଚନ୍ଦକାଠାରେ ଅବସ୍ଥାପିତ ନାଳନ୍ଦା!-->!-->!-->…
କୋଭିଡ୍ରେ ମୃତ ସାମ୍ବାଦିକ ପ୍ରବୀରଙ୍କ ପରିବାରକୁ ମିଳିଲା ସରକାରୀ…
ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନାରେ ଆକ୍ରାନ୍ତ ହୋଇ ଜୀବନ ହରାଇଥିବା ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ସରକାର!-->!-->!-->…
ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଚ୍ଚିତା-ସବ୍ୟସାଚୀ
ଭୁବନେଶ୍ବର : ଯାହାର ପାଉଁଜି ପାଇଁ ଦିନେ ସେ ପାଗଳ ହୋଇଥିଲେ । ଯିଏ ତାଙ୍କୁ ଦିନେ ଲକ୍ଷେ ଫଗୁଣ ଆଣି ଦେଇଥିଲେ । ଯାହା ପାଇଁ ତାଙ୍କୁ!-->!-->!-->…
ମୁଖ୍ୟମନ୍ତ୍ରୀ କୋଭାକ୍ସିନ୍ ଟିକା ନେଲେ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସୋମବାରଠୁ ରାଜ୍ୟରେ ଆରମ୍ଭ ହୋଇଛି ବୟସ୍କ ଓ ଜଟିଳ ରୋଗୀଙ୍କ ଟିକାକରଣ । ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ!-->!-->!-->…
ରାଜଧାନୀରେ ଲୁଟେରାକୁ କାବୁ କଲେ ଯୁବତୀ
ଭୁବନେଶ୍ୱର : ରାଜଧାନୀରେ ଫେଲ୍ ମାରିଲା ଲୁଟେରାଙ୍କ ପ୍ଲାନ୍। ଲୁଟେରାଙ୍କୁ କାବୁ କଲେ ଯୁବତୀ। ଗତକାଲି ରାତିରେ ଯୁବତୀ ଜଣକ!-->!-->!-->…

