Browsing Category
ଟ୍ୟୁଇନ୍ ସିଟ
ବଟି ମାଗିଲେ ୯୯୩୮୯୧୦୦୦୦କୁ କଲ୍ କର
ଭୁବନେଶ୍ୱର,(ବି.ବି.ବୁ୍ୟରୋ): କେହି ବଟି ମାଗିଲେ, କି ଧମକ ଦେଲେ । ଏଥର ଆଉ ଥାନାକୁ ଦୌଡିବାକୁ ପଡିÿବନି । କି ଚିହ୍ନଟ ହେବାର ଭୟ!-->…
ସବୁଜ ମାର୍ଗ ଅନ୍ୱେଷଣ ଦିଗରେ ଐତିହାସିକ ପଦକ୍ଷେପ
ଭୁବନେଶ୍ୱର,(ବି.ବି.ବୁ୍ୟରୋ):କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀର ରାଜଘାଟ ବସ ଡିପୋଠାରେ ବାଣିଜି୍ୟକ!-->…
ଖଣ୍ଡଗିରିରୁ ଜଣେ ଯୁବକଙ୍କୁ ଉଠାଇନେଲା ଏନ୍ଆଇଏ
ଭୁବନେଶ୍ୱର : ଖଣ୍ଡିଗିରିରୁ ଜଣଙ୍କୁ ଉଠାଇନେଲା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) । କେଉଁ ଲିଙ୍କରେ ଉଠାଇ ନେଇଛି, ତାହା ବର୍ତ୍ତମାନ!-->…
ସାବଧାନ ରହିବା, ସଂକ୍ରମଣ ରୋକିବା
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶାବାସୀଙ୍କ ସହଯୋଗ ଓ କୋଭିଡ୍ ଯୋଦ୍ଧାଙ୍କ ପରିଶ୍ରମ ସଫଳ ହୋଇଛି । ଓଡ଼ିଶା ୬ ମାସ ମଧ୍ୟରେ କରୋନା!-->…
ବରମୁଣ୍ଡା ବସଷ୍ଟାଣ୍ଡରୁ ୪ ଦାଦା ଗିରଫ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଜୋରଦାର ହେଲା ପୁଲିସର ଦାଦାବଟିକୁ ନା’ କାର୍ଯ୍ୟାନୁÂାନ । ବରମୁଣ୍ଡା ବାସ୍ ଷ୍ଟାଣ୍ଡରେ ଦାଦାବଟି ଆଦାୟ!-->…
ଶ୍ରୀଜଗନ୍ନାଥ ଐତିହ୍ୟ କରିଡର କାମ ଆଗକୁ ନିଅ
ପୁରୀ (ବି.ବି.ନୁ୍ୟଜ୍): ଶ୍ରୀକ୍ଷେତ୍ର ସୌନ୍ଦର୍ଯ୍ୟକରଣ କାମକୁ ତ୍ୱରିତ କର । ଆସନ୍ତା ଜାନୁଆରୀ ପହିଲା (ନୂଆବର୍ଷ) ସୁଦ୍ଧା ଜମି!-->…
ପ୍ରେମ ବିବାହ ହେଲା କାଳ: ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ
ଭୁବନେଶ୍ୱର: ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ତାଙ୍କ ପରିବାର ଲୋକେ ସ୍ୱୀକୃତି ଦେଲେନାହିଁ । ଫଳରେ ଯୁବକ ଜଣଙ୍କ ମାନସିକ ଭାରସାମ୍ୟ!-->…
ରାଜା ଆଚାର୍ୟ୍ୟ ଗିରଫ
ଭୁବନେଶ୍ୱର: ଦାଦାବଟି ଜୁଲମ ଅଭିଯୋଗରେ ଅଭିଯୋଗରେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ୟ୍ୟଙ୍କୁ ଗିରଫ କରିଛି କମିଶନରେଟ ପୁଲିସ୍। ରାଜାଙ୍କୁ!-->…
ବସ୍ ମାଲିକଙ୍କୁ ୫ ଲକ୍ଷ ୮୧ ଟଙ୍କା ଜରିମାନା
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ନୂଆ ମୋଟର ଯାନ (ଏମଭି) ଆକ୍ଟକୁ ଉଲଂଘନ କରି ରାସ୍ତାରେ ବସ୍ ଚଳାଇବା ମହଙ୍ଗା ପଡ଼ିଛି । ଭୁବନେଶ୍ୱର!-->…
୯ ମାସରେ ୫୩ କୋଟିର ଗଞ୍ଜେଇ ଜବତ
କଟକ,(ବି.ବି.ନୁ୍ୟଜ୍): ରାଜ୍ୟରେ ବ୍ରାଉନ୍ସୁଗର୍, ଗଞ୍ଜେଇ ଚାଲାଣ ବହୁ ମାତ୍ରାରେ ବୃଦ୍ଧି ପାଇଛି । ତେଣୁ ସେସବୁ ନିଶା ଦ୍ରବ୍ୟ ଚାଲାଣ!-->…

