Browsing Category
ଟ୍ୟୁଇନ୍ ସିଟ
କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲର ନବନିଯୁକ୍ତ ନିଦେ୍ର୍ଧଶକଙ୍କ ବିରୋଧରେ ତାତିଲେ ସଫେଇ କର୍ମଚାରୀ!-->…
ରଥଯାତ୍ରା ଅନୁମତି ନଦେବାରୁ ଅପିଲ କରିଥିବା ଆବେଦନକାରୀଙ୍କ ଘର…
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାତି ପାହିଲେ ରଥଯାତ୍ରା ହେଲେ ଏହାକୁ ନେଇ ଏବେ ବି ଲାଗି ରହିଛି ଲୁଚକାଳି ଖେଳ । ସୁପି୍ରମକୋର୍ଟଙ୍କ!-->…
୨୫ରେ ଛଡ଼ାଯିବ ହୀରାକୁଦ ଡ୍ୟାମର ପ୍ରଥମ ବନ୍ୟାଜଳ
ସମ୍ବଲପୁରÿ,(ବି.ବି.ନୁ୍ୟଜ୍): ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଆସନ୍ତା ୨୫ ତାରିଖ ସକାଳ ୧୦ଟାରେ ଛଡ଼ାଯିବ । ଏନେଇ!-->…
ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଯୁଦ୍ଧଦ୍ୱାର ବୈଠକ: ଜାଗା ଖାଲି…
ପୁରୀ,(ବି.ବି.ନୁ୍ୟଜ୍): ରାତି ପାହିଲେ ରଥ ଯାତ୍ରା । ରଥ ପ୍ରସ୍ତୁତ ଥିବା ବେଳେ ପଥ ବି ରଥାରୁଢ଼ ଶ୍ରୀଜୀଉଙ୍କ ଅପେକ୍ଷାରେ ରହିଛି । ଏପରି!-->…
ଗଜପତି,ଶଙ୍କରାଚାର୍ଯ୍ୟଙ୍କ ଅନୁରୋଧକୁ ପାଳନ କରନ୍ତୁ ସରକାର: ସମୀର…
ଭୁବନେଶ୍ୱର,(ବି.ବି.ବୁ୍ୟରୋ):ରଥଯାତ୍ରା ଓ ଶ୍ରୀମନ୍ଦିର ପରିଚାଳନାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏବଂ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ!-->…
ରଥଯାତ୍ରାରେ ବାଧକ ହଟିଯିବା ଆବଶ୍ୟକ : ବିଶ୍ୱହିନ୍ଦୁ ପରିଷଦ
ଭୁବନେଶ୍ୱର,(ବି.ବି.ବୁ୍ୟରୋ):ରଥଯାତ୍ରାରେ ବାଧକ ହଟିଯିବା ଆବଶ୍ୟକ ବୋଲି ବିଶ୍ୱ ହିନ୍ଦୁ ପରିଷଦ କହିଛନ୍ତି । ପରିଷଦର ଜାତୀୟ ସାଧାରଣ!-->…
ରଥଯାତ୍ରା ଏକ ଉତ୍ସବ ନୁହେଁ ଏକ ବିଧି : ନିରଞ୍ଜନ
ଭୁବନେଶ୍ୱର,(ବି.ବି.ବୁ୍ୟରୋ):ରଥଯାତ୍ରା ଏକ ଉତ୍ସବ ନୁହେଁ ଏକ ବିଧି । ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଏଭଳି ଅଭିଯୋଗ!-->…
ଘୋଷଯାତ୍ରା ବିଧି ଉଲ୍ଲଂଘନ ହୋଇପାରିବ ନାହିଁ: ଦାମ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମହାପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା ଏକ ବିଧି । ପରମ୍ପରା ନୁହେଁ । ମହାପ୍ରଭୁଙ୍କର ସେବା, ପୂଜା ବିଧି ଆଦି!-->…
ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ: ନିୟମିତ ଯୋଗାଭ୍ୟାସ…
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।!-->…
ଦେଶର ସୈନିକଙ୍କ ମନୋବଳକୁ ଦୃଢ଼ କରିଛନ୍ତି ମୋଦି
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦ ଦେଖାଯାଇଥିବା ବେଳେ ଏହି ସଂକଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର!-->…

