Browsing Category
ଟ୍ୟୁଇନ୍ ସିଟ
କଟକ ସହରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର, (ବି.ବି.ନୁ୍ୟଜ୍): ରାଜ୍ୟରେ ଆଉ ୧୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି କଟକ!-->…
ରାଜ୍ୟରେଆଉ ୧୦୮ କରୋନା ଆକ୍ରାନ୍ତ ଚିହ୍ନଟ, ମାଲକାନଗିରିରେ ସବୁଠୁ…
ଭୁବନେଶ୍ୱର, (ବି.ବି.ନୁ୍ୟଜ୍): ରାଜ୍ୟରେ ଆଉ ୧୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି!-->…
ଭାଙ୍ଗିଲା ନୀଳଚକ୍ର ବାଉଁଶ, ଉଡ଼ିଗଲା ପତିତପାବନ ବାନା
ପୁରୀ,(ବି.ବି.ବୁ୍ୟରୋ): ସୋମବାର ସକାଳେ ଶ୍ରୀମନ୍ଦିରରେ ଅଘଟଣ ଘଟିଛି । ଅଣସରରେ ମହାପ୍ରଭୁଙ୍କ ଗୁପ୍ତପୂଜା ଚାଲିଛି । ହଠାତ୍ ନୀଳଚକ୍ର!-->…
ଭାରତର ଉର୍ଜ୍ଜା ଇତିହାସରେ ନୂଆ ଅଧ୍ୟାୟ: ଧର୍ମେନ୍ଦ୍ର
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଇଣ୍ଡିଆନ୍ ଗ୍ୟାସ୍ ଏକ୍ସଚେଞ୍ଜ (ଆଇଜିଏକ୍ସ) ଭାରତର ଉର୍ଜ୍ଜା ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି ।!-->…
ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମ୍କୋର୍ଟରେ ଚାଲେଞ୍ଜ
କଟକ,(ବି.ବି.ନୁ୍ୟଜ୍): ରଥଯାତ୍ରା ହେବ କି’ ହେବନାହିଁ ଏ ନେଇ ଲାଗି ରହିଥିବା ବିବାଦ ଏବେ ଯାଇ ସୁପ୍ରିମ୍କୋର୍ଟରେ ପହଞ୍ଚିଛି ।!-->…
ଉକ୍ରଳ ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ବରଗାଁରେ ୧୫୦୦ ଟଙ୍କା ଉଠାଣ ପାଇଁ ଜଣେ ଅସହାୟ ଝିଅ (୬୦ ବର୍ଷ) ନିଜ ୧୨୦!-->…
ଆକ୍ରମଣକାରୀକୁ ଜାମିନ୍ ଦେବା ବେଳେ ସର୍ତ୍ତ ରଖିଲେ ହାଇକୋର୍ଟ
କଟକ,(ବି.ବି.ବୁ୍ୟରୋ): ଏକ ପ୍ରେମ ମାମଲାରେ ଝିଅ ତଥା ଝିଅର ପରିବାରକୁ ଆକ୍ରମଣ କରିଥିବା ଅଭିଯୋଗରେ ଗିରଫ ଯୁବକକୁ ଜାମିନ୍ ମଂଜୁର କରିବା!-->…
ବିଜୟଙ୍କୁ ଭେଟିଲେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ
ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ଅସୁସ୍ଥ ଥିବା ଓଡ଼ିଆ ସିନେମାର ବରିÂ ତଥା ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି ହାଇଦ୍ରାବାଦରୁ ଫେରିବା ପରେ!-->…
ଘରୁ ଡାକି ନେଇ ଗୁଳି କରି ହତ୍ୟା ଅଭିଯୋଗ
ଖୋର୍ଦ୍ଧା,(ବି.ବି.ନୁ୍ୟଜ୍): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡ଼ିଆ ଆଦିବାସୀ ସାହିରେ ପୂର୍ବ ଶତ୍ରୁତାରୁ ଜଣେ ଯୁବକଙ୍କୁ ଗୁଳି!-->…
ପୁଣି ସିସୋର ଚିଟ୍ଫଣ୍ଡ ମାମଲାର ଖୋଳତାଡ଼ କଲା ସିବିଆଇ
ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ପ୍ରାୟ ବର୍ଷକର ନିରବତା ପରେ ପୁଣି ସିସୋର ଚିଟ୍ଫଣ୍ଡ ଠକେଇ ମାମଲା ଓ ତାହାର ଏକ ପ୍ରମୁଖ ସୁରାକ୍ ଶୁଭଙ୍କର!-->…

