Browsing Category
ଟ୍ୟୁଇନ୍ ସିଟ
ଅନୁମତି ନାହିଁ, ତଥାପି ଅଫ୍ଲାଇନ୍ରେ ଚାଲିଛି ଖୁଲମଖୁଲା ମଦ ବେପାର
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟରେ କେବଳ ଅନଲାଇନ୍ରେ ମଦ ବିକ୍ରି ନେଇ ସରକାର ଅନୁମତି ଦେଇଥିବା ବେଳେ ବହୁ ଦୋକାନୀ ଆଉ ପାଦେ ଆଗେଇ!-->…
ବଦଳିଲା କ୍ୱାରେଣ୍ଟାଇନ୍ ନିୟମ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟରେ ବଦଳିଲା କ୍ୱାରେଣ୍ଟାଇନ୍ ନିୟମ । ଏଣିକି ପ୍ରବାସୀ ଓଡ଼ିଆମାନେ ୨୧ ଦିନ ବଦଳରେ ୧୪ ଦିନ!-->…
କାଲିଠାରୁ ରାଜ୍ୟରେ ଗଡ଼ିବ ବସ୍, ଟ୍ୟାକ୍ସି, ଅଟୋ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟରେ ଆସନ୍ତାକାଲିଠାରୁ ଗଡ଼ିବ ବସ୍ । ଏଥିସହ ଟ୍ୟାକ୍ସି, ଅଟୋ ଆଦି ମଧ୍ୟ ଯାତା୍ରତ କରିପାରିବ ।!-->…
ଥାନା ଆଇଆଇସି ସନ୍ଧ୍ୟାରାଣୀ ସସ୍ପେଣ୍ଡ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): କିଛି ଦିନ ପୂର୍ବେ ଥାନା ଭିତରେ ଥାଡ୍ ଡିଗ୍ରୀ ପ୍ରୟୋଗ କରି ଜଣେ ଯୁବକଙ୍କୁ ନିସ୍ତୁକ ପିଟିବା ଘଟଣାରେ!-->…
ବାତ୍ୟା କ୍ଷୟକ୍ଷତି: ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ…
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବାତ୍ୟା ଅମ୍ଫାନ୍ କ୍ଷୟକ୍ଷତିର ଆକଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଗସ୍ତରେ!-->…
ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ । ବାତ୍ୟା ଅମ୍ଫାନ କ୍ଷୟକ୍ଷତି ଅନୁଧ୍ୟାନ କରିବା ଲାଗି!-->…
ସାଢେ଼ ୧୨ଟାରୁ ବିମାନ ଟିକେଟ୍ ବୁକି ଆରମ୍ଭ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆଜି ିନ ୧୨ଟା ୩୦ରୁ ବିମାନ ଟିକେଟ ବୁକିଂ ଅରମ୍ଭ ହୋଇଛି । ଏୟାର ଇଣ୍ଡିଆ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା!-->…
ନବୀନ କଥା ହେଲେ ମମତାଙ୍କ ସହ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବାତ୍ୟା ଅମ୍ଫାନ୍ ପ୍ରଭାବରେ ପଶ୍ଚିମବଙ୍ଗରେ ହୋଇଥିବା କ୍ଷୟକ୍ଷତି ନେଇ ଆଜି ସକାଳେ ମୁଖ୍ୟମନ୍ତ୍ରୀ ମମତା!-->…
୮୬ ନୂଆ କରୋନା ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ଦେଲେ ସରକାର
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯ ରେ ପହଞ୍ଚି ଥିବା ବେଳେ ନୂତନ ଭାବେ ଚିହ୍ନଟ ୮୬ ଜଣଙ୍କ!-->…
କାଲିଠାରୁ କାଉଣ୍ଟରରେ ରିଜରଭେସନ ଟିକେଟ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆସନ୍ତାକାଲିଠାରୁ କାଉଣ୍ଟରରେ ମିଳିବ ରିଜରଭେସନ ଟିକେଟ । ତେବେ କେତୋଟି କାଉଣ୍ଟର ଖୋଲିବ ସେ ନେି ଜୋନାଲ୍!-->…

